Movie prime

କାଟ୍ରିନା ଗର୍ଭବତୀ କଥା ଶୁଣି ରାଗିଛନ୍ତି ସଲମାନ , କରୁ ନାହାନ୍ତି ଆଉ ଫୋନ ଏପଟେ ଭିକି ଙ୍କ ସହ ମସ୍ତି ରେ ବ୍ୟସ୍ତ କାଟ୍ରିନା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭିକି କୌଶାଲ ହେଉଛନ୍ତି ଏକ ଏଭଳି ଅଭିନେତା ଯେକି ତାଙ୍କର କଠିନ ପରିଶ୍ରମ ଯୋଗୁଁ ହିଁ ସେ ବଲିଉଡ୍ ରେ ତାଙ୍କର ନାମ କମେଇ ଛନ୍ତି।
ଆଜି ସେ ଭାରତରେ ପ୍ରତ୍ୟେକ ଲୋକଙ୍କ ଘରେ ମଧ୍ଯ ବେଶ ଭଲ ଭାବରେ ପରିଚିତ ଅଟନ୍ତି।ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ "ଜରା ହଟକେ ଜରା ବଚକେ" କାରଣରୁ ଭିକି ବର୍ତ୍ତମାନ୍ ସମୟରେ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ମଧ୍ୟ ଅଛନ୍ତି।
Special Report
ଏହି ଫିଲ୍ମ୍ ର ପ୍ରମୋଶନ ପାଇଁ ମଧ୍ୟ ଭିକି ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଆଉ ଭିକି କୌଶାଲ ଙ୍କୁ ନେଇ ବର୍ତ୍ତମାନ୍ ସମୟରେ ଏକ ଖୁସୀ ଖବର ଆସି ଯାଇଛି। ଏହାକୁ ନେଇ ତାଙ୍କର ପତ୍ନୀ କ୍ୟାଟ୍ରିନା ମଧ୍ୟ ବେଶ ଖୁସୀ ହୋଇ ଯାଇଛନ୍ତି।
ଏହି ଖୁସୀ ଖବର ଶୁଣିବା ପରେ କ୍ୟାଟ୍ରିନା ମଧ୍ୟ ଭଗବାନ ଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛନ୍ତି। ଭିକି କୌଶାଲ ଏବେ ଏତେ ମାତ୍ରାରେ ଖୁସୀ ଅଛନ୍ତି କି ତାଙ୍କର ଖୁସୀର କୌଣସି ସୀମା ନାହିଁ।
Special Report
ଏବେ ଭିକି ଙ୍କ ଏହି ଖୁସୀ କାରଣରୁ ହିଁ ଦୁହେଁ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ରେ ମଧ୍ୟ ଅଛନ୍ତି।ବିବାହ ପରେ ଭିକି ଙ୍କ ଜୀବନରେ ଏହି ଭଲ ଖବର ଆସିଛି ।
ଆମେ ଆପଣ ମାନଙ୍କୁ ଏହି ଖବର ଦେବା ଦ୍ବାରା ଆପଣ ମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଖୁସିରେ ପାଗଳ ହୋଇ ଯିବେ। ଆପଣ ମାନେ ମଧ୍ୟ ଏହି କଥାକୁ ବିଶ୍ବାସ କରି ପାରିବେ ନାହିଁ। ତେବେ ଆପଣ ମାନେ ଜାଣିଥିବେ କି ଭିକି ଙ୍କ ସାରା ଅଲ୍ଲୀ ଖାନ ଙ୍କ ସହ ଏକ ଫିଲ୍ମ୍ ଆସିଛି।
Special Report
ଯାହାର ନାମ ରହିଛି "ଜରା ହଟକେ ଜରା ବଚକେ"। ନିକଟରେ ରିଲିଜ୍ ହୋଇଥିବା ଏହି ଫିଲ୍ମ୍ ଦୁଇ ଦିନ ମଧ୍ୟରେ ବହୁତ ଟଙ୍କା ରୋଜଗାର କରିଛି। ଆଉ ଏହା ବର୍ତ୍ତମାନ ସମୟରେ ସୁପରହିଟ ମଧ୍ୟ ହୋଇ ସାରିଛି।
ଏହି ଫିଲ୍ମ ଦେଖିବା ପାଇଁ ସିନେମା ହଲ ରେ ଲୋକ ମାନଙ୍କର ନାହିଁ ନଥିବା ଭିଡ ମଧ୍ୟ ଦେଖିବାକୁ ମିଳିଛି। ଏବେ ଏହି ଫିଲ୍ମ୍ ମଧ୍ଯ ସୁପରହିଟ ହୋଇ ସାରିଛି। ଆଉ ଏଥିପାଇଁ ଏବେ କ୍ୟାଟ୍ରିନା ଓ ଭିକି ବେଶ ଖୁସୀ ମଧ୍ୟ ଅଛନ୍ତି।