କାଟ୍ରିନା ହେବାକୁ ଯାଉଛନ୍ତି ମା, ଭିକି କହିଲେ ମୁଁ ଏବେ ଆଉ କାହାକୁ ଡରୁନି , ଏଥର ସେ ମୋ ସ୍ତ୍ରୀ
Jun 2, 2023, 08:51 IST
ଆପଣମାନେ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଚଳିତ ବର୍ଷ କ୍ୟାଟ୍ରିନା ଅଭିନେତା ସଲମାନ ଖାନଙ୍କ ସହ ତାଙ୍କ ଚଳଚ୍ଚିତ୍ର ଟାଇଗରର ତୃତୀୟ ଭାଗ ଶେଷ କରିଥିବାବେଳେ ଖୁବ୍ ଶୀଘ୍ର ତାଙ୍କ ସ୍ୱାମୀ ତଥା ଅଭିନେତା ବିକି ଙ୍କ ଫିଲ୍ମ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି।
ଏହି କାରଣରୁ କ୍ୟାଟ୍ରିନା ଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସ୍ମରଣୀୟ ବୋଲି ପ୍ରମାଣିତ ହୋଇଥିଲା।କିନ୍ତୁ ବର୍ତମାନ ଏଭଳି ଏକ ଖୁସି ଖବର ସାମ୍ନାକୁ ଆସିଛି ଅଭିନେତ୍ରୀ କ୍ୟାଟ୍ରିନା ଖୁସି ହେବା ସହିତ ତାଙ୍କ ଶାଶୁ ମଧ୍ୟ ବହୁତ ଖୁସି ହୋଇ
ମିଠା ବାଣ୍ଟୁ ଥିବାର ଦେଖିବାକୁ ମିଳିଛି।ଏହି ଖୁସି ଖବର ଶୁଣିବା ପରେ କ୍ୟାଟ୍ରିନାଙ୍କ ସ୍ୱାମୀ ବିକି ତାଙ୍କୁ ଆଲିଙ୍ଗନ କରିଛନ୍ତି ଏବଂ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ଯେହେତୁ କ୍ୟାଟ୍ରିନା ଏବଂ ବିକି ପରସ୍ପରକୁ ବିବାହ କରିଥିଲେ, ସେମାନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ ନୂତନ ଅତିଥି କେବେ ସେମାନଙ୍କ ଘରକୁ ଆସିବ।କ୍ୟାଟ୍ରିନା ଏବଂ ଭିକି ଙ୍କ ଘରେ ଆଜିକାଲି ଖୁସିର ବାତାବରଣ ରହିଛି।
କ୍ୟାଟ୍ରିନାଙ୍କ ଘରେ ଜଣେ ନୂତନ ଅତିଥି ଆସିବାକୁ ଯାଉଛନ୍ତି ବୋଲି ଖବର ଶୁଣିବା ମାତ୍ରେ ଏହି ଦୁଇଜଣଙ୍କୁ ନୂତନ ଆଗମନ ପାଇଁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।
କିନ୍ତୁ ଖୁସି ଖବର ଟି ହେଉଛି ଯେ କ୍ୟାଟ୍ରିନା ଙ୍କ ଦିଅର ଶନି କୌଶଲ୍ ଜଣେ ଯୁବତୀ ଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କୁ ବିବାହ କରିବେ।ତେଣୁ କ୍ୟାଟ୍ରିନା ଏବଂ
ବିକି ଏଥିପାଇଁ ବହୁତ ଖୁସି ଅଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।