Movie prime

ଖରା ଦାଉରୁ ରକ୍ଷା କରିବା ପାଇଁ Sura Rautray ବାଣ୍ଟିଲେ ତରଭୂତ ଦେଖନ୍ତୁ ଏହି ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୁର ରାଉତ ରାୟ ହେଉଛନ୍ତି ଏକ ଆଗ ଧାଡ଼ି ର ବିଧାୟକ। ତାଙ୍କର ପ୍ରତ୍ୟେକ କଥା ବାର୍ତ୍ତା କୁ ନେଇ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି।
ଲୋକ ମାନେ ମଧ୍ୟ ତାଙ୍କୁ ଖୁବ ପଶନ୍ଦ କରନ୍ତି କାରଣ ସେ ସର୍ବଦା ନିର୍ଦ୍ଵନ୍ଦରେ କଥା କହି ଥାଆନ୍ତି। ସେ ତାଙ୍କର କଥା କହିବା ଶୈଳୀ ପାଇଁ ଖୁବ୍ ଭଲ ପାଇବା ମଧ୍ୟ ସାଉଁଟି ଛନ୍ତି। ଏଥି ପାଇଁ ସାରା ଓଡ଼ିଶାରେ ତାଙ୍କର ଅନେକ ଫ୍ୟାନ ମାନେ ମଧ୍ୟ ଅଛନ୍ତି।
ସେ କଥା କହିବା ବେଳେ କାହାକୁ ଡରି ନଥାନ୍ତି। ଯାହା କହିବା କଥା ସେ ରୋକ୍ ଠୋକ୍ ଭାବରେ ହିଁ କହିଥାନ୍ତି। ପ୍ରତ୍ୟେକ ଥର ସାରା ଓଡ଼ିଶାରେ ତାଙ୍କର କଥା ର ହିଁ ଚର୍ଚ୍ଚା ହୋଇ ଥାଏ।
ସେ ମଧ୍ୟ ମିଡିଆ ବାଲା ଙ୍କ ସମ୍ମୁଖରେ ସର୍ବଦା ଭଲ ବ୍ୟବହାର ମଧ୍ୟ ପ୍ରଦର୍ଶନ କରିଥାଆନ୍ତି। ଏବଂ ଆଜି ସେ ଏଭଳି କାମ କରିଛନ୍ତି ଯାହା ଦ୍ୱାରା ସେ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି। ଆଜ୍ଞା ହଁ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ପ୍ରବଳ ତାତି ବଢ଼ିବାରେ ଲାଗିଛି।
ଚାରି ଆଡେ଼ ଖରା ଏତେ ବଢ଼ିବାରେ ଲାଗିଲାଣି ଯେ ଲୋକ ମାନେ ଥଣ୍ଡା ପାନୀୟ ପିଇବା କୁ ଚାହୁଁଛନ୍ତି। ଏହି ସମୟରେ ବିଧାୟକ ସୁର ରାଉତ ରାୟ ମିଡିଆ ବାଲା ମାନେ ଖରାରେ ଯେଉଁ ଭଳି ଭାବରେ କଠିନ ପରିଶ୍ରମ କରୁଛନ୍ତି
ସେଥିପାଇଁ ସେ ସେମାନଙ୍କୁ ତରଭୁଜ ଓ କାକୁଡି ପ୍ରଦାନ କରିଛନ୍ତି। କିଛି ମିଡିଆ ଭାଈ ମାନେ ଯେତେବେଳେ ଏଥିପାଇଁ ମନା କରିଛନ୍ତି ସେତେବେଳେ ସେ ବାଧ୍ୟ କରି ସେମାନଙ୍କୁ ଯାଚି ତରଭୁଜ ଓ କାକୁଡି ଦେଇଛନ୍ତି।
ଏହି ସବୁ ଖାଇବା ପରେ ମଧ୍ୟ ମିଡିଆ କର୍ମଚାରୀ ମାନେ ସୁର ରାଉତ ରାୟ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏବେ ସୁର ରାଉତ ରାୟ ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଏହାକୁ ଅନେକ ଲୋକ ମଧ୍ୟ ଦେଖି ସାରିଲେଣି ଏହାକୁ ଦେଖିବା ପରେ ସେମାନେ ଏଭଳି ବ୍ୟବହାର ପାଇଁ ସୁର ରାଉତ ରାୟ ଙ୍କ ଖୁବ ପ୍ରଶଂସା ମଧ୍ଯ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.