Movie prime

କେହି ଘରେ ନଥିଲା ବେଳେ କିଆରା ଆଡଭାନୀ ଲୁଚି ଲୁଚି କରନ୍ତି ଏମିତି ଖରାପ କାମ, କହିଲେ ମୋର ସ୍ଵାମୀ ଦରକାର୍ ନାହିଁ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲାହୋତ୍ରା ଙ୍କ ଯୋଡ଼ି କୁ ଦର୍ଶକ ମାନେ ଖୁବ ପଶନ୍ଦ କରିଥାଆନ୍ତି। ପ୍ରାୟତଃ ସମୟରେ ଦୁହିଁ ଙ୍କୁ ଏକାଠି ଦେଖିବାକୁ ମିଳେ।
ଯେତେବେଳେ ଦୁହେଁ ବିବାହ କରିଥିଲେ ସେତେବେଳେ ଚାରିଆଡ଼େ କେବେଲ ଦୁହିଁଙ୍କ ସମ୍ପର୍କରେ ହିଁ ଚର୍ଚ୍ଚା ହେବାରେ ଲାଗିଥିଲା। କାରଣ ତାଙ୍କୁ ଦର୍ଶକ ମାନେ "ଶେରଶାହା" ଫିଲ୍ମ୍ ରୁ ହିଁ ଅନେକ ପସନ୍ଦ କରୁଥିଲେ। ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହୋଇ ଥାଏ।
Special Report
ହେଲେ ଏବେ ସୋସିଆଲ ମିଡ଼ିଆରେ ଦୁହିଁଙ୍କ ସମ୍ପର୍କରେ ଏହା ଚର୍ଚ୍ଚା ହେବାରେ ଲାଗିଛି କି କିଆରା ଏବେ ସିଦ୍ଧାର୍ଥ ଙ୍କ ଠାରୁ ଦୂରତା ରଖିଛନ୍ତି ଯାହା ପାଇଁ ସିଦ୍ଧାର୍ଥ ଙ୍କ ମନ ଦୁଃଖ ହୋଇ ଯାଇଛି।କିଆରା ଏଭଳି ଭାବରେ ସିଦ୍ଧାର୍ଥ ଙ୍କ ଠାରୁ ଦୂରତା ରଖିବାର
କାରଣ ହେଉଛି କିଆରା ଏବେ ଆଉ ଜଣେ ହିରୋ ଙ୍କ ନିକଟତର ହୋଇ ଯାଇଛନ୍ତି। ଆଉ ଅନେକ ସମୟ ସେହି ହିରୋ ଙ୍କ ସହ କିଆରା ବିତାଉ ଥିବାର ନଜର ଆସିଛନ୍ତି। ସେହି ହିରୋ ଜଣକ ଆଉ କେହି ନୁହଁନ୍ତି ବରଂ ସେ ହେଉଛନ୍ତି କାର୍ତ୍ତିକ ଆର୍ୟାନ।
Special Report
କାର୍ତ୍ତିକ ଙ୍କ ସହ ଏବେ କିଆରା ପ୍ରାୟତଃ ସମୟ ରେ ନଜର ଆସୁଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଦୁହେଁ ଏକାଠି "ଭୁଲଭୁଲେୟା 2 " ଫିଲ୍ମ୍ ରେ ନଜର ଆସିଥିଲେ।
ଆଉ ଏହି ଫିଲ୍ମ ପରେ ଦର୍ଶକ ମାନେ ମଧ୍ୟ ତାଙ୍କର ଯୋଡ଼ି କୁ ଖୁବ ପଶନ୍ଦ କରିଥିଲେ। ଏବେ ଏହି ଯୋଡ଼ି ଙ୍କ ଆଉ ଏକ ସିନେମା ଆସିଛି। ଯାହାର ପ୍ରମୋସନ କରିବା ପାଇଁ ପ୍ରାୟତଃ ସମୟରେ ଦୁହିଁଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳିଛି।
Special Report
ଏବେ ଦୁହିଁଙ୍କୁ ଏକ ସମାରୋହରେ ଏକାଠି ଦେଖିବାକୁ ମିଳିଥିଲା। ସେହି ସମାରୋହରେ କିଆରା ଏକ ଲାଲ୍ ରଙ୍ଗର ଖୁବ ସୁନ୍ଦର୍ ଶାଢ଼ୀ ପରିଧାନ କରିଥିଲେ। ସେଠାରେ କିନ୍ତୁ ହଠାତ୍ ତାଙ୍କର ପାଦ ରୁ ଚପଲ ଖୋଲି ଯାଇଥିଲା।
ଏହା ପରେ କାର୍ତ୍ତିକ ତାଙ୍କ ଚପଲ କୁ ନିଜ ହାତରେ ଉଠାଇ କିଆରା ଙ୍କୁ ପିନ୍ଧିବାରେ ସାହାଯ୍ୟ କରିଥିଲେ। ଆଉ କାର୍ତ୍ତିକ ଙ୍କ ଏଭଳି ବ୍ୟବହାର ଦେଖିବା ପରେ ତାଙ୍କର ଫ୍ୟାନ ମାନେ ଖୁବ ଖୁସୀ ହୋଇ ଯାଇଥିଲେ ଆଉ କହିଥିଲେ କି କାର୍ତ୍ତିକ ନାରୀ ମାନଙ୍କୁ ଖୁବ୍ ସମ୍ମାନ କରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.