Movie prime

କୋଟିଏ ଟଙ୍କା ଗାଡ଼ିରେ ଚା ବେପାର ଦେଖନ୍ତୁ ସାମ୍ନାକୁ ଆସିଲା ଏମିତି ଏକ ଚିତ୍ର ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚା’ ବ୍ୟବସାୟକୁ ଆମେ ସାଧାରଣତଃ ଛୋଟ ବ୍ୟବସାୟ ରୂପେ ଦେଖିଥାଉ। କିନ୍ତୁ ଭାରତର ଅଧିକାଂଶ ଲୋକ ଚା’ ପିଇବା ପାଇଁ ପସନ୍ଦ କରିଥାଆନ୍ତି।
ରାସ୍ତା ପାର୍ଶ୍ୱରେ ହେଉ କି କଲେଜ କି ଅଫିସ ସାମ୍ନାରେ ପ୍ରତ୍ୟେକ ସ୍ଥାନରେ ଛୋଟବଡ଼ ଚା’ ଦୋକାନ ଭାରତରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆପଣ ଆଜି ପର୍ଯ୍ୟନ୍ତ କେତେ ପ୍ରକାରର ବ୍ୟବସାୟ ଦେଖିଥିବେ। ନିଜର ବ୍ୟବସାୟର ପାଇଁ ଅନେକ ଥର ଲୋକମାନେ ଅଜବ ଗଜବ ବ୍ୟବସାୟ କରନ୍ତି। 
ଆଉ କିଛି ଲୋକ ତ ବ୍ୟବସାୟ ବଢ଼ାଇବାକୁ ଯାଇ ନିଜର ବ୍ୟବସାୟର ନିଆରା ଆୟୋଜନ ମଧ୍ୟ କରିଥାନ୍ତି। ଯଦ୍ୱାରା ତାଙ୍କ ଦୋକାନର ଲୋକପ୍ରିୟତା ବଢ଼ିଥାଏ। ଅନ୍ୟପଟେ ଲୋକମାନେ ମଧ୍ୟ ଖୁସି ହୋଇ ସେହି ଦୋକାନରେ ଭିଡ଼ ମଧ୍ୟ ଲଗାଇଥାନ୍ତି।
ତେବେ ବନ୍ଧୁଗଣ ଚା ବାଲା କହିଲେ ଆମେ ସାଧାରଣଃ ଟି ଷ୍ଟଲ ବା ବୁଲି ବୁଲି ବିକୁଥିବା ଚା' ବାଲାଙ୍କୁ ବୁଝିଥାଉ। ହେଲେ ଏକ କୋଟି ଟଙ୍କା କାର ରେ ଚା' ରଖି ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। 
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓରେ ଜଣେ ଅଜବ ବ୍ୟବସାୟୀଙ୍କୁ ଦେଖିବାକୁ ମିଳୁଛି। ଯାହାକି ବ୍ୟକ୍ତି ଜଣଙ୍କ ଏକ ଛୋଟ ଟେବୁଲ୍ ପକାଇ ଚା' ସହିତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ରଖିଛନ୍ତି। କିଛି ଗ୍ରାହକ ତାଙ୍କ ନିକଟରେ ଛିଡା ହୋଇଥିବା ବେଳେ ପାଖରେ ଏକ ଅଡି କାର୍ ମଧ୍ୟ ଅଛି।
ଯାହାର ଡିକି ଖୋଲା ରହିଛି ଆଉ ସେଥିରେ ଚା' ଥିବା ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ଏହିପରି ଏକ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବଂ ଏହି ଭିଡିଓକୁ ଅନେକ ଲୋକ ଖୁବ୍ ପ୍ରଶଂସା କରୁଛନ୍ତି। 
ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ଯୁବକ ଏକ ଅଡି କାର ଧରି ରାସ୍ତା କଡ଼ରେ ଚା' ବିକୁଛନ୍ତି। ତେବେ ଖାଲି ଚା ନୁହେଁ ଏହା ସହିତ ଅନ୍ୟ କିଛି ପାନ୍ୟ ସାମଗ୍ରୀ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓଟି ଯିଏ ଦେଖୁଛି ସେ ହସୁଛି, ଆଉ ଯୁବକକୁ ଭାରି ମଜା ମଧ୍ୟ ଲାଗୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଅଜବ ବ୍ୟବସାୟର ଭିଡିଓଟି ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ୍ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.