Movie prime

ଅଟଟିଲା କୁକୁଡ଼ା ଗାଡ଼ି ଗୋଟି ଗୋଟି ବୋହିନେଲେ ଲୋକେ ଦେଖନ୍ତୁ ଏହି ଦୃଶ୍ୟ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଏହି ସମାଜରେ ମଣିଷ ଧୀରେ ଧୀରେ ସ୍ୱାର୍ଥପର ହେବାରେ ଲାଗିଛି। ମଣିଷ ନିଜର ସ୍ୱାର୍ଥ ପୂରଣ କାରିବା କିଛିବି କରିବା ପାଇଁ ପ୍ରସ୍ତିତ ହେଇଯାଉଛି। ଟେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଲୋକ ମାନେ ଗାଡିରୁ ନିଜେ କୁକୁଡ଼ା ବାହାର କରି ହତାରେ ପାଞ୍ଚ ପାଞ୍ଚଟି କୁକୁଡ଼ା ଧରି ଯିଏ ଯୁଆଡେ ଦୌଡି ପଳାଇ ଗଲେ। 
Special report
ଏମିତି କିଛି ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ବରଜଙ୍ଗ ବ୍ଲକ ଜୟପୁରା କାଟେଣି ଗ୍ରାମରେ। ଗାଡି ଡ୍ରାଇଭର ସବୁକିଛି ଦେଖି ମଧ୍ୟ ଚୁପଚାପ ଗାଡ଼ି ଭିତରେ ବସି ରହିଛି।
ଆପଣ ମାନେ ଭିଡିଓଟିରେ ଦେଖି ପାରୁଥିବେ କେମିତି ଲୋକ ମାନେ ଗାଡ଼ି ଉପରେ ଚଢ଼ି ଜାଲିରେ ହାତ ପୁରାଇ କୁକୁଡା ନେଇ ପଳାଉଛନ୍ତି। ଲୋକ ମାନେ କୁକୁଡା ନେବା ପଛରେ ମଧ୍ୟ ଏକ ବଡ କାରଣ ରହିଛି।
୨୦୨୨ ରୁ ୨୦୨୩ ମସିହାରେ ବରଜଙ୍ଗ ଆଡିଏସ୍ ରିପୋର୍ଟ ଅନୁଯାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା କମ ଓଜନର ଶିଶୁ ଏବଂ ରକ୍ତହୀନତା ମହିଳାଙ୍କର ଏକ ଚିଠା ପ୍ରସ୍ତୁତ କରାଯାଇଥିଲା। 
ଯେଉଁ ମାନଙ୍କୁ ଏହି କୁକୁଡ଼ା ଦିଆଯାଇଥାନ୍ତା ଯାହାର ଆଧାରରେ ମସ୍କେଲ ନାମକ ଏକ ସଂସ୍ଥା କୁକୁଡ଼ା ବଣ୍ଟନ ପାଇଁ ଦାୟିତ୍ବ ମଧ୍ୟ ନେଇଥିଲା। ଜୟପୁର ପାଟେଣି ଗ୍ରାମରେ କୁକୁଡ଼ା ବଣ୍ଟନ ବେଳେ ଲୋକଙ୍କର ସନ୍ଦେହ ଜାତ ହୋଇଥିଲା।
ମନଇଚ୍ଛା ଲୋକ ଦେଖାଣୀଆ ଭାବେ କିଛି ଲୋକଙ୍କୁ କୁକୁଡ଼ା ଦେଉଥିଲେ ବୋଲି ଲୋକ ମାନେ ଅଭିଯୋଗ କରିଥିଲେ। ଯାହାଫଳରେ ଲୋକ ମାନେ ମନଇଚ୍ଛା ଗାଡ଼ି ଉପରେ ଚଢ଼ି ଯାଇ ନିଜ ହାତରେ କୁକୁଡ଼ା ଖାଲି କରିବାରେ ଲାଗି ପଡ଼ିଥିଲେ। କିଛି କୁକୁଡ଼ା ଉଡ଼ିଯାଇଥିବାର ଦେଖିବାକୁ ମିଳିଛି। ଏହାକୁ ଦେଖି ଗାଡି ବାଲାଟି ଫେରାର ହେଇଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.