Movie prime

ନିଜ କୁକୁର କୁ ଧରି ଖରାପ କାମ କରିଦେଲେ ଯୁବତୀ ଆଉ ସାଥିରେ ସାଙ୍ଗ କୁ ବି କହିଲେ ଆମର ଭିଡିଓ କର, ଦେଖନ୍ତୁ ଏହି Viral video

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମର ସଭ୍ୟ ସମାଜକୁ ଅନେକ ସମୟରେ କିଛି ଅସଭ୍ୟ ତଥା ଅସାମାଜିକ ବ୍ୟକ୍ତି କୁପଥଗାମୀ କରାଇଥାନ୍ତି। ତେବେ ବନ୍ଧୁଗଣ ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାର
 ଡେରାବିଶ ଥାନା ଅନ୍ତର୍ଗତ ତିଲଙ୍ଗ ଗ୍ରାମରେ ଜଣେ ଯୁବକ ଗୋଟିଏ ଛେଳି ସହ ଅପ୍ରାକୃତିକ ଯୌ-ନ ସମ୍ପର୍କ ରଖିଥିଲେ। ପରେ ଏନେଇ ତଦନ୍ତ ହେବା ପରେ ଉକ୍ତ ଯୁବକଙ୍କୁ ପୋଲିସ ପଚରାଉଚରା କରିବା ପରେ ସେ ସବୁ ସତ ମାନିଯାଇଥିଲେ। 
ବିଳମ୍ବିତ ରାତିରେ ଛେଳି ଗୁହାଳ ମଧ୍ୟରେ ପଶି ଯୁବକ ଜଣଙ୍କ ଏହି କାଣ୍ଡ ଭିଆଇଥିବା ଛେଳିର ମାଲିକ ପୋଲିସରେ ଅଭିଯୋଗ କରିଥିଲେ। ତେବେ ଏହା ମଧ୍ୟରେ ପୁଣି ସାମ୍ନାକୁ ଆସିଛି ଏକ ବଡ଼ ଲ-ଜ୍ଜା-ଜ-ନ-କ ଘଟଣା।
ଏଭଳି ଏକ ଲ-ଜ୍ଜା-ଜ-ନ-କ ତଥା ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ଆୟରଲାଣ୍ଡରେ। ଖବର ମୁତାବକ, ଜଣେ ୨୯ ବର୍ଷୀୟା ମହିଳା ତାଙ୍କ ଗୃହପାଳିତ କୁକୁର ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ। 
ତେବେ ଏହି ଘଟଣା ପ୍ରଘଟ ହେବା ପରେ ପଶୁପକ୍ଷୀଙ୍କୁ ଅମାନବୀୟ ନି-ର୍ଯା-ତ-ନା ଦିଆଯାଉଥିବା ନେଇ ଥାନାରେ ମାମଲା ଦାୟର ହୋଇଥିଲା। ୨୦୧୯ ମସିହା ଡିସେମ୍ବର ମାସରେ ମହିଳା ଜଣଙ୍କ ତାଙ୍କ ଘରେ ଥିବା ଏକ କୁକୁର ସହ ଯୌ-ନ ସମ୍ପର୍କ ରଖିଥିଲେ।
ତେବେ ପରବର୍ତ୍ତୀ ସମୟରେ ଏହି ମାମଲାର ଶୁଣାଣି କୋର୍ଟରେ ହୋଇଥିଲା। ମହିଳାଙ୍କ ବିରୋଧରେ ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଥିବା ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ। 
ତେବେ ତାଙ୍କର ମହକିଲ ସହରରେ ନଥିବାରୁ ସେ ଫେରିବା ପରେ ମାମଲାର ଶୁଣାଣି କରିବାକୁ ଅ-ଭି-ଯୁ-କ୍ତଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ।
ତେଣୁ ପରବର୍ତ୍ତୀ ଶୁଣାଣି ସମୟରେ କୋର୍ଟରେ ଉପସ୍ଥିତ ରହିବାକୁ ଅ-ଭି-ଯୁ-କ୍ତ ମହିଳାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାରେ ଯଦି ମହିଳା ଜଣଙ୍କ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେ କଠୋର ଦଣ୍ଡରେ ଦଣ୍ଡିତ ହେବେ ବୋଲି କୋର୍ଟ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.