Movie prime

ଯେତେବେଳେ ଦୋକାନ ରେ ୫ ଟଙ୍କିଆ LAY's ଆଣିଲେ ଗ୍ରାହକ, ପ୍ୟାକେଟ ଖୋଲିଲା ବେଳକୁ ବାହାରିଲା ଭଜା ମୂଷା ଛୁଆ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବାହାର ଖାଦ୍ୟ ଆମ ଶରୀର ପାଇଁ କେତେ କ୍ଷତି କାରକ।ହେଲେ ଆଜିର ଲୋକ ମାନେ ଏହି ବାହାର ଖାଦ୍ୟ ଖାଇବା ପାଇଁ ସବୁଠାରୁ ବେଶୀ ପସନ୍ଦ କରନ୍ତି।
Special Report
ନିକଟ ରେ ବାହାର ଖାଦ୍ୟ ରୁ ମଲା ଝିଟିପିଟି ବାହାରି ଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା।ଏବେ ଆଉ ଏକ ଭିଡିଓ ଭାଇରାଲ୍ ହେଉଚି।ଛୋଟ ପିଲା ଟି ଲେଜ୍ ଖାଉ ଥିବା ସମୟ ରେ ତାର ସେହି ପ୍ୟାକେଟ ରୁ ମୂଷା ଛୁଆ ବାହାରି ପଡିଚି।ଯାହା ଫଳ ରେ ପିଲା ଟି ର ଦେହ ବହୁତ ଖରାପ ହୋଇ ଯାଇଛି।
ଆଜି ଆମେ ଏହି ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର କୋର୍ଟ ପରିସର ରେ।ସୂଚନା ଅନୁସାରେ ଜଣେ ମହିଳା ତାଙ୍କ ପରିବାର ସହିତ କୋର୍ଟ ଆସିଥିଲେ।
Special Report
ତାଙ୍କର କୌଣସି ଏକ ବିଚାର କୋର୍ଟ ରେ ଚାଲି ଥିଲା।ମହିଳା ଙ୍କ ସହିତ ତାଙ୍କର ଛୋଟ ଛୋଟ ପିଲା ମାନେ ମଧ୍ୟ ଥିଲେ।ସେମାନେ ଜିଦ୍ଦି କରି ଥିଲେ କି ଲେଜ ଖାଇବା ପାଇଁ ।ଏହା ପରେ ମହିଳା ଜଣକ ଦୁଇ ଟି ଲେଜ କିଣି ନିଜ ପିଲା ଙ୍କୁ ଦେଇ ଥିଲେ।
ପିଲା ମାନେ ବହୁତ ଖୁସି ମନ ରେ ଲେଜ ଖାଉ ଥିଲେ।ସେମାନେ ଲେଜ ଖାଇ ସାରିବା ପରେ ତା ଭିତରେ ଏକ ମଲା ମୂଷା ଛୁଆ କୁ ଦେଖିବାକୁ ପାଇ ଥିଲେ।ତାହା ଭଜା ହୋଇକି ରହିଥିଲା।
ଏହା ଦେଖି ତାର ବାପା ମା ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହି ସମୟ ରେ ପିଲା ଟି ର ଦେହ ବହୁତ ଖରାପ ହୋଇ ଯାଇଥିଲା।ତାକୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।ଓ ଏବେ ତାର ଦେହ ଟିକେ ଭଲ ଅଛି।
ହେଲେ ଏସବୁ ତିଆରି କରୁଥିବା ଲୋକ ମାନେ ଏଭଳି କାମ କରୁଛନ୍ତି କି ପିଲା ଙ୍କ ଜୀବନ ବାଜି ଲାଗି ଯାଉଛି।ମହିଳା ଏବଂ ତାଙ୍କ ସ୍ଵାମୀ ଥାନା ରେ ଏ ନେଇ ଅଭିଯୋଗ କରିଛନ୍ତି।ଏହା ପରେ ଥାନା ବାବୁ ମାନେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.