Movie prime

ଓଡ଼ିଶା ରେ ଲୋକ ପ୍ରିୟତାର ଶୀର୍ଷ ରେ ପହଞ୍ଚିଲେ ବାବୁଶାନ୍ ! ହଜାର ହଜାର ଲୋକ କେବଳ ତାଙ୍କୁ ଟିକେ ଦେଖିବାକୁ ସିନେମା ହଲ ରେ ହେଲେ ରୁଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ବାବୁଶାନ ଙ୍କୁ ତାଙ୍କ ଫ୍ୟାନ ମାନେ ଡାକିବା ମାତ୍ରେ ହିଁ ସେ ତଳକୁ ଓହ୍ଲାଇ ଆସିଥିଲେ।
Special report
ଏବଂ ତାଙ୍କର ଫ୍ୟାନ ମାନଙ୍କ ସହ ସେ ଦେଖା ମଧ୍ୟ କରିଥିଲେ। ତାଙ୍କର ସାଥିରେ ଥିଲେ ଅମ୍ଳାନ ଯିଏକି ମାଲ୍ୟଗିରି ରେ ଲାଲା ଭୂମିକାରେ ନଜର ଆସିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ରେ।
ବାବୁଶାନ୍ ଙ୍କୁ ତାଙ୍କର ଫ୍ୟାନ ମାନେ ଯେତେବେଳେ ଡାକିଥିଲେ ସେତେବେଳେ ଝରକା ବାଟ ଦେଇ ତାଙ୍କ ପାଖକୁ ଓହ୍ଲାଇ ଆସିଥିଲେ। ଆଜି ବ୍ରହ୍ମପୁର ରେ ଫିଲ୍ମ୍ ମାଲ୍ୟଗିରି ର ପ୍ରମୋସନ ହେଉ ଥିବାର ଦେଖିବାକୁ ମିଳିଥିଲା।
ଓଡିଆ ଫିଲ୍ମ୍ ଅଭିନେତା ବାବୁଶାନ , ଅମ୍ଳାନ ଓ ଶିବାନୀ ତାଙ୍କର ଫିଲ୍ମ୍ ର ପ୍ରମୋସନ୍ କରିବା ପାଇଁ ବ୍ରହ୍ମପୁର ରେ ପହଞ୍ଚି ଯାଇଥିଲେ। ଏହି ଫିଲ୍ମ ର ପ୍ରମୋସନ୍ କରିବା ପାଇଁ ଫିଲ୍ମ୍ ର ପ୍ରଯୋଜକ ମଧ୍ଯ ଆସିଥିଲେ।
ଏହି ଫିଲ୍ମ ଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ଅଟେ। ଏହି ଫିଲ୍ମ୍ ଟି କୌଣସି ମଧ୍ୟ ସାଉଥ୍ ସିନେମା ର କପି ନୁହେଁ ଯାହାକି ବାରମ୍ବାର ଲୋକ ଦେଖି ସାରିଛନ୍ତି।
Special report
କାରଣ ଏହା ହେଉଛି ସେହି ମାଲ୍ୟଗିରି ପାହାଡ଼ର କାହାଣୀ ଯେଉଁଠାରେ ମିଳୁଛି ଏକ ଚମତ୍କାର ସଂଜୀବନୀ। ଯାହା ହେଉଛି ଏକ ଚେରମୂଳି ଆଉ ଏହାକୁ ସେଠାକୁ ଆଣିବା ପାଇଁ ମଧ୍ୟ ବାବୁଶାନ ଯାଉଛନ୍ତି ଏବଂ ନିଜ ବାପା ଙ୍କୁ ସେ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି।
ଏହାରି ମଧ୍ୟରେ ସେ ଲାଲା ଙ୍କୁ ତାଙ୍କର ସାଥୀ ମଧ୍ୟ କରୁଛନ୍ତି। ହେଲେ ଏହାପରେ କଣ ହେଉଛି ତାହା ଆପଣ ମାନେ ଫିଲ୍ମ୍ ଦେଖିବା ପରେ ହିଁ ଜାଣି ପାରିବେ। ଏବେ ଏହି ଫିଲ୍ମ୍ କୁ ନେଇ ସିନେମା ହଲ୍ ରେ ଖୁବ୍ ଭିଡ଼ ମଧ୍ୟ ଲାଗି ଥିବାର ଦେଖିବାକୁ ମିଳିଛି।
ଆଉ ଏହି ଫିଲ୍ମ୍ ମଧ୍ଯ ଦର୍ଶକ ମାନଙ୍କୁ ଖୁବ ପଶନ୍ଦ ହେବାରେ ଲାଗିଛି। ତେବେ ଆପଣ ମାନେ ମଧ୍ୟ ଏହି ଫିଲ୍ମ୍ ଦେଖନ୍ତୁ ଆଉ କିପରି ଲାଗିଲା ତାହା ଆମକୁ ଜଣାନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.