Movie prime

ଦେଖନ୍ତୁ ଦେହ ବେପାରୀ ମାଉସୀ..୫୦୦ ଟଙ୍କା ରେ ଦେହ ବିକୁଛନ୍ତି ଛାତ୍ରୀ..

 
Bg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ସବୁ ଘଟିବାର ଲାଗିଛି। ଏହି ଘଟଣା ଗୁଡ଼ିକ ମଧ୍ଯ ଖୁବ୍ ନିନ୍ଦନୀୟ ଅଟେ।
ବର୍ତ୍ତମାନ୍ ସମୟରେ ଟଙ୍କା ହିଁ ସମସ୍ତଙ୍କୁ ପାଗଳ କରିଛି।ଟଙ୍କା ପାଇଁ ଲୋକ ମାନେ ଏବେ କିଛି ବି କରିବାକୁ ରାଜି ଅଛନ୍ତି। ଆଜ୍ଞା ହଁ କିଛି ଟଙ୍କା ପାଇଁ ଆଜିକାଲି ଝିଅ ବୋହୂ ମାନେ ନିଜ ଇଜ୍ଜତ କୁ ମଧ୍ୟ ଆଦୌ ହେଲେ ଖାତିର କରି ନାହାନ୍ତି।
Jb
ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ନିକଟକୁ ଯାଇଛନ୍ତି।ସେ ମହିଳା ଜଣକ ହାତରେ ଅନେକ ସବୁ ଯୁବତୀ ଅଛନ୍ତି।
ଯାହାକୁ କି ସେ ରେଟ ଅନୁସାରେ ରଖିଛନ୍ତି ୧୦୦୦ ଟଙ୍କା ରୁ ଆରମ୍ଭ କରି ଗୋଟେ ରାତିକୁ ୬୦୦୦ ଟଙ୍କା ନେବା ପର୍ଯ୍ୟନ୍ତ ଯୁବତୀ ତାଙ୍କ ନିକଟରେ ଅଛନ୍ତି।ଏଭଳି କି ଚିହ୍ନା ପରିଚୟ ଥିଲେ ସେ କମ୍ ରେଟ ରେ ଯୁବତୀ ଯୋଗାଇ ଦେଉଥିବା କଥା,
ଏହି ଭିଡିଓ ମାଧ୍ୟମରେ ଶୁଣିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରୁ ଯୁବତୀ ମାନେ ତାଙ୍କ ନିକଟକୁ ଆସୁଛନ୍ତି। ବ୍ୟକ୍ତି ଜଣକ ନିକଟକୁ କଲିକତା ରୁ ଏକ ଯୁବତୀ ଆସୁଥିବା କଥା ସେ କହିଥିଲେ।
Gg
ଏଭଳି କି ସେ ଯୁବତୀ ମାନଙ୍କୁ ଦିନ ଓ ରାତି ରେ କାମରେ ଲଗାଉ ଛନ୍ତି ଆଉ ଏଥିରେ ଖୁବ୍ କମ୍ ବୟସର ଯୁବତୀ ମାନେ ମଧ୍ୟ ଥିବା କଥା ଜଣା ପଡ଼ିଛି। ବ୍ୟକ୍ତି ଜଣକ ନିଜ ମୋବାଇଲ ରେ ଏହି ମହିଳା ଜଣକ ଙ୍କ ଭିଡିଓ ଲୁଚି ଲୁଚି କରିଛନ୍ତି।
ଯାହାକୁ କି ଏହି ମହିଳା ଜଣକ ଆଦୌ ହେଲେ ମଧ୍ୟ ଜାଣି ପାରି ନାହାଁନ୍ତି। ଆଉ ସେ ବ୍ୟକ୍ତି ଜଣକୁ ଡ଼ିଲ ସମ୍ପର୍କରେ କଥା ହେଉଛନ୍ତି। ଏହି ଘଟଣାଟି ମୟୂରଭଞ୍ଜ ର ବୋଲି ଜାଣିବାକୁ ମିଳିଛି। ଯାହା ସମ୍ପର୍କରେ ଏବେ ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଏହି ଭିଡିଓ ଏବେ ଜଣକ ଫୋନ ରୁ ଅନ୍ୟ ଜଣକ ଫୋନ କୁ ଘୁରି ବୁଲୁଛି। ଏହି ଭିଡିଓ କୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.