Movie prime

ମହିଳାଙ୍କ ବେକରୁ ଆସି ଛଡାଇ ନେଇଗଲେ ସୁନା ଚେନ ଦେଖନ୍ତୁ CCTV ରେ କଏଦ ହେଲା ସମ୍ପୂର୍ଣ ଦୃଶ୍ୟ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ଆଜିକାଲି ଦୁନିଆରେ ଘଟୁଥିବା ଚୋରି ଡକାୟତ ଏବଂ ଅନ୍ୟାନ୍ୟ ଖରାପ କାମକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି। ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଚୋରିକୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହିସବୁ ଖବର ପାଇପାରିବେ ।
Vv
ଆପଣମାନେ ସମସ୍ତେ ରାଉଲକେଲା ଅଞ୍ଚଳରେ ଘଟିଥିବା ଘଟଣା ସମ୍ପର୍କରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ରାଉଲକେଲା ଛେଣ୍ଡ ପୋଲିସ ଥାନା ଅନ୍ତର୍ଗତ ଛେଣ୍ଡ୍ ଅଞ୍ଚଳରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସୁନା ଦର ୭୦ ହଜାର ଟଙ୍କା ଆଉ ଏହି ସମୟରେ ଅଧିକ ସୁନା ଚୋରି ହେବାର ଘଟଣା ସାମ୍ନାକୁ ଆସୁଛି ।
ପୋରଦିନ ଛେଣ୍ଡ ଅଞ୍ଚଳରେ ରାତି ୮ ଘଟିକା ସମୟରେ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି । ଚୋର ବେକରୁ ସୁନା ଚେନ୍ ଝାମ୍ପି ନେଇଛି । ଜଣେ ମହିଳାଙ୍କ ସହିତ ଏହି ଘଟଣା ଘଟିଛି ।
ଏହି ମହିଳା ଜଣକ ଗଣମାଧ୍ୟମରେ ଏହି ଚୋରି ବିଷୟରେ କହିଛନ୍ତି । ଏହି ମହିଳା ଜଣକ କହିଛନ୍ତି ସେ ଘରୁ ଆସି ଛିଡ଼ା ହୋଇଛନ୍ତି । ଆଉ ତାଙ୍କ ପଛରେ ବାଇକରେ ରାଉଣ୍ଡ ମାରୁଥିଲେ କିନ୍ତୁ ସେ ସେମାନଙ୍କୁ ଦେଖି ନାହାଁନ୍ତି । ସେହି ଚୋର ଜଣକ ଦୁଇ ରାଉଣ୍ଡ ମାରିଛନ୍ତି ।
Vv
ଏହି ମହିଳା ଜଣକ ସିସିଟିଭି କ୍ୟାମେରାରେ ଏହି ସବୁ ଦେଖିଛନ୍ତି । ଚାରିଜଣ ବ୍ୟକ୍ତି ଥିଲେ । ଏହି ମହିଳାଙ୍କ ବେକରେ ହାତ ପକାଇଲେ ଆଉ ସୁନା ଚେନ ନେଇଗଲେ । ସେ ସୁନା ଚେନ ହିଁ ପିନ୍ଧିଥିଲେ।
ରାତି ୧୦ ଘଟିକା ସମୟରେ ଏହି ମହିଳା ଜଣକ ଯାଇ ଥାନାରେ ଅଭିଯୋଗ କରିଛନ୍ତି । ଏହି ମହିଳା ଜଣକ ବେକରେ ସୁନା ଚେନ ପଡିଥିବାର ଏହି ଦୁର୍ବୃତ୍ତ ଦେଖିଥିଲେ ଆଉ ଦୁଇ ରାଉଣ୍ଡ ବୁଲିବା ପରେ ସେମାନେ ସୁନା ଚେନ ଚୋରି କରିବାରେ ସକ୍ଷମ ହୋଇଥିଲେ ।
ଏହି ମହିଳା ଜଣକ ସଙ୍ଗେ ସଙ୍ଗେ ଥାନାରେ ଜଣାଇଥିଲେ । ଆଉ ଏହାପରେ ସେ ରାତି ୧୦ ଘଟିକାରେ ଲିଖିତ ଅଭିଯୋଗ କରିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ଚୋର ମାନଙ୍କର କୌଣସି ଖବର ମିଳି ନାହିଁ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।