Movie prime

ମୋବାଇଲ ବ୍ୟବହାର କରୁଥିଲେ ଆପଣଙ୍କ ମାନଙ୍କ ପାଇଁ ଆସିଲା ଖୁସି ଖବର ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମୋବାଇଲ୍ ଉପଭୋକ୍ତାଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ ।
ଆଜିକାଲି ଯୁଗରେ ସମସ୍ତେ ମୋବାଇଲ୍ ଫୋନର ବ୍ୟବହାର କରୁଛନ୍ତି । ଏବେ ମୋବାଇଲ୍ ବ୍ୟବହାରିଙ୍କ ପାଇଁ ଆସିଲା ବଡ ଖବର । ସରକାର ଆଣିଲେ ନୂଆ ନିୟମ । ଏହି ନିୟମ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ।
Gh
ଯଦି ଆପଣ ଏକ ମୋବାଇଲ୍ ବ୍ୟବହାରକାରୀ ଏବଂ ଆପଣ ସିମ୍ କାର୍ଡ ବ୍ୟବହାର କରିଛନ୍ତି ତାହେଲେ ଏହି ନିୟମ ଆପଣମାନେ ଜାଣିବା ଉଚିତ୍ । ଭାରତୀୟ ଟେଲିକମ କମ୍ପାନୀ ବା ସିମ ଡ୍ରାଇ କମ୍ପାନୀ ସିମ ସମ୍ବନ୍ଧରେ ଏକ ବଡ ପରିବର୍ତ୍ତନ କରିଛି ।
ଏହି ନୂଆ ନିୟମ ଆସନ୍ତା ଜୁଲାଇ ମାସରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ଏହି ନିୟମ ଯେଉଁମାନେ ଭାରତରେ ସିମ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ ଲାଗୁ ହେବ । ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ ।
ଯଦି ଆପଣ ସିମ ବଦଳାଇବାକୁ ଚାହୁଁଛନ୍ତି ତାହେଲେ କିଛି ନିୟମ ମାନିବାକୁ ବାଧ୍ୟତାମୂଳକ ଅଟେ । ନିୟମ ଅନୁଯାୟୀ ସିମ ବଦଳାଇବା ବା ପୋର୍ଟାବିଲିଟି କରିପାରିବେ ନାହିଁ । ନୂଆ ବ୍ୟବସ୍ଥା ଅନୁସାରେ ଗୋଟିଏ ସିମ ଥିଲେ ଆଉ ଗୋଟିଏ ନମ୍ବରକୁ ପୋର୍ଟାବିଲିଟି କରିପାରିବେ ନାହିଁ ।
ଏହି ନୂଆ ନିୟମ ସାଇବର ଠକାଇ ଠାରୁ ରୋକିବା ପାଇଁ ହୋଇଛି । ସାଇବର ଠକେଇମାନେ ଲୋକମାନଙ୍କୁ ଠକିବା ପାଇଁ ସିମର ଅଦଳବଦଳ କରିଥାନ୍ତି । ସେମାନେ ଅତି ଚାଲାକି ସହିତ ଉପଭୋକ୍ତାଙ୍କ କଲ୍ ମେସେଜ ଆଉ ଓଟିପି ନେଇଥାନ୍ତି । 
Vh
ଆପଣଙ୍କ ସିମକୁ ଭଲରେ ରଖିବା ପାଇଁ ବା ସୁରକ୍ଷିତ ରଖିବା ପାଇଁ ଏହି ନିୟମ ଆବଶ୍ୟକ ଅଟେ । ଠକମାନେ ଉପଭୋକ୍ତାଙ୍କ ନକଲି ସିମକୁ ବ୍ୟବହାର କରି ଉପଭୋକ୍ତାଙ୍କ ବିଷୟରେ ସବୁ କଥା ଜାଣିପାରନ୍ତି । ତାଙ୍କ ପ୍ୟାନ କାର୍ଡ ଆଉ ଆଧାର କାର୍ଡ ବିଷୟରେ ଜାଣିଥାଏ । ଆଉ ଏବେ ଏହି ନୂଆ ନିୟମ ସମସ୍ତଙ୍କ ପାଇଁ ଭଲ ଆଣିବ ।
ଆଉ ଏବେ ଯେଉଁ ଅଧିକ ଠକେଇ ହେଉଛି ତାହାକୁ ରୋକିବା ପାଇଁ ଦୂରଦର୍ଶନ ପକ୍ଷରୁ ଏହି ନିୟମ ବାହାର କରାଯାଇଛି । ସବୁ କଣ୍ଟାକ୍ଟ ଦେଖାଯିବ ଆଉ ଏହା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଜାଣିପାରିବେVh image widgetVh image widgetVh image widget