Movie prime

ମା ମାଙ୍କଡ କୋଳରୁ ଛୁଆ ମାଙ୍କଡକୁ ଛଡାଇନେଲା ଚୋର ଦେଖନ୍ତୁ ଏହି ହୃଦୟ ବିଦାରକ ଘଟଣା

 
Nj
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଅବିବେକି ବ୍ୟକ୍ତି ଏଭଳି କାମ କରିଛନ୍ତି । ଏହି ବ୍ୟକ୍ତି ଜଣକ ଗୋଟିଏ ମାଙ୍କଡ ଛୁଆ ସହିତ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି ।
Jh
ମାଆ ତାର ଛୁଆକୁ ବହୁତ ଭଲ ପାଇଥାଏ । ମାଆ ଟିଏ ସବୁବେଳେ ତାର ଛୁଆ ପାଇଁ ଚିନ୍ତା କରିଥାଏ । କିନ୍ତୁ ଏହି ଅବିବେକି ମଣିଷ ମାଆ ମାଙ୍କଡ ଠାରୁ ତାର ଛୁଆକୁ ଅଲଗା କରି ଦେଇଛି । ଏହି ଭିଡିଓରେ ଆପଣମାନେ ଏବେ ଏହା ଦେଖିପାରିବେ ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଜଣେ ଯୁବକ ଆସିଲେ ଆଉ ସେ ତାଙ୍କ ଗଞ୍ଜି ଖୋଲିଲେ ଆଉ ଗଞ୍ଜି ଖୋଲି ମାଙ୍କଡ ମାଆ ପାଖକୁ ଗଲେ ।
ଆଉ ସେଠାରୁ ମାଙ୍କଡ ଛୁଆକୁ ନେଇଗଲେ । ଗଞ୍ଜିରେ ମାଙ୍କଡ ଛୁଆକୁ ନେଇ ପଳାଇ ଗଲେ ଯୁବକ ଜଣକ । ଏବେ ଏହି ମାଙ୍କଡ ଛୁଆକୁ ତାର ମାଆ ଖୋଜୁଛି । ତାର ମାଆ ମୋବାଇଲରେ ମାଙ୍କଡ ଛୁଆର ଭିଡିଓ ଦେଖି ସତେ ଯେପରି ସେ ଲୋକମାନଙ୍କୁ କହୁଛି ତାର ଛୁଆକୁ ଆଣିଦିଅ ।
Bb
ତାର ଛୁଆକୁ ସେ ଖୋଜୁଛି । ଏହି ମାଙ୍କଡ ମାଆ ଜଣକ ଏବେ ତାର ଛୁଆକୁ ଦେଖି ସବୁଆଡେ ଘୁରି ବୁଲୁଛି । ଆଉ ମୋବାଇଲକୁ ସେ ଛାଡୁ ନାହିଁ ଗେଲ କରୁଛି ସତେ ଯେମିତି ତାର ଛୁଆ ସେଇଠାରେ ଅଛି।
ଏହି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ମେଡିକାଲ ଛକ ନିକଟ ସାଲବେଗ ମଠ ନିକଟରେ ଦେଖିବାକୁ ମିଳିଛି । ଯଦି ପ୍ରଶାସନ ଏହି ଛୁଆ ମାଙ୍କଡକୁ ଉଦ୍ଧାର ନକରେ ତାହେଲେ ଏହି ମାଆ ମାଙ୍କଡ ତାର ଛୁଆକୁ ସବୁଦିନ ପାଇଁ ହରାଇ ବସିବ ବୋଲି କୁହାଯାଇଛି ।
ଆଉ ଏହି ଯୁବକ ଯିଏକି ମାଙ୍କଡ ମାଆ ଠାରୁ ଛୁଆକୁ ଅଲଗା କରିଛି ସେହି ଯୁବକ ଜଣକ ମାନବିକତା ଦେଖାଇ ଏହି ମାଙ୍କଡ ଛୁଆଟିକୁ ଫେରାଇବାକୁ ଅନୁରୋଧ କରାଯାଇଛି । ଏବେ ଏହି ଘଟଣାକୁ ଦେଖି ଦୁଃଖ ଲାଗୁଛି ।