Movie prime

ସମୁଦ୍ର ମଝିକୁ ଡେଇଁଲେ ଓଡ଼ିଆ ଝିଅ ଦେଖନ୍ତୁ ବଞ୍ଚାଇଲେ ଜୀବନ ଦେଖନ୍ତୁ ଏହି ଗର୍ବର ଦୃଶ୍ୟ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଜଣେ ବାହାଦୁର ଝିଅ ବିଷୟରେ ଜାଣିପାରିବେ । ଓଡ଼ିଆ ଝିଅ ଲେଖିଲେ ବୀରତ୍ୱର ଗାଥା । ଏହି ଝିଅ ଜଣକ ନିଜ ଜୀବନକୁ ଖାତିର କରିଲେ ନାହିଁ । ଆଉ ନିଜ ଜୀବନକୁ ଖାତିର ନ କରି ଜୀବନ ବଞ୍ଚାଇଲେ ।
Gg
ଏହି ଝିଅଟି ମୃ-ତ୍ୟୁକୁ ଭୟ ନକରି ଦେଶ ସେବାରେ ଲଗାଇଲେ । ଶତ୍ରୁକୁ ନ ଡରି ଜାହାଜ ଭିତରୁ ଡେଇଁ ପଡ଼ିଲେ ଆଉ ଜୀବନ ବଂଚାଇଲେ । ଓଡ଼ିଆ ଝିଅ ଲେଖିଲେ ବିଜୟର ଗାଥା । ସେ ଗଭୀର ସମୁଦ୍ରକୁ ଦେଖି ନ ଡରି ତା ଭିତରକୁ ଡେଇଁ ପଡ଼ିଲା ଆଉ ଜୀବନ ବଞ୍ଚାଇଲା ।
ଯିଏ ଦେଶ ପାଇଁ ନିଜକୁ ସମର୍ପିତ କରିଦିଏ ସେ ତାର ଜୀବନକୁ ଖାତିର କରେ ନାହିଁ । ସେ ସବୁ ପରିସ୍ଥିତିକୁ ସାମ୍ନା କରି ଅନ୍ୟର ଜୀବନକୁ ବଞ୍ଚାଇଥାଏ । ବାରିପଦା ଅଞ୍ଚଳର ବିରଙ୍ଗନା ଅନନ୍ୟା ଦଳ ବେହେରା ଏହି କାମ କରିଛନ୍ତି । ସମୁଦ୍ର ଭିତରେ ଅନେକ ପାଣି ଥିଲା ।
Hh
ସେ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି । ନୌ ସେନାର ସର୍ଜାନ କମାଣ୍ଡର ହେଉଛନ୍ତି ଅନନ୍ୟା । ସେ ଯବାନମାନଙ୍କର ଚିକିତ୍ସା କରିଥାନ୍ତି । ଗତ ୬ ତାରିଖରେ ଲୋହିତ ସାଗରରେ ଡାଇ ୱାନର ଏକ ମାଲବାହୀ ଜାହାଜର ପିଓ ଆତଙ୍କବାଦୀଙ୍କ ଶିକାର ହୋଇଥିଲେ । ମିଶାଇଲ ଆକ୍ରମଣରେ ଜାହାଜ ଜଳି ଯିବା ସହିତ ଜଣଙ୍କର ମୃ-ତ୍ୟୁ ହୋଇଥିଲା । 
ପାଖାପାଖି ୨୧ ଜଣ ପିଓ ଏହି ଜାହାଜରେ ଥିଲେ । ଖବର ପହଞ୍ଚିବା ପରେ ସେଠାରେ ଯୁଦ୍ଧ ଜାହାଜ ପହଞ୍ଚି ଥିଲା । ଅଧା ଜଳି ଯାଇଥିବା ଜାହାଜରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । ରାତି ତମାମ ଚିକିତ୍ସା ଆରମ୍ଭ ହେଲା ।
ଆହତ ମାନଙ୍କ ଭିତରେ ତିନିଜଣଙ୍କ ଜୀବନ ଗୁରୁତର ଥିବା ବେଳେ ତାଙ୍କୁ ବଞ୍ଚାଇଥିଲେ ଅନନ୍ୟା । ଅନନ୍ୟା ହେଉଛନ୍ତି ମନୋଜ ଦଳ ବେହେରାଙ୍କ ଝିଅ । ଏବେ ପୁରା ଅଞ୍ଚଳରେ ଅନନ୍ୟାଙ୍କୁ ନେଇ ଚର୍ଚ୍ଚା ହେଉଛି ।