Movie prime

ନିଶା ଦେଇ ମହିଳା ମନ୍ତ୍ରୀଙ୍କୁ ଦୁ-ଷ୍କ-ର୍ମ ଦେଖନ୍ତୁ ହେଲା କେତେବଡ଼ ଲଜ୍ୟା ଜନକ ଘଟଣା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ବନ୍ଧୁଗଣ ଅଷ୍ଟ୍ରେଲିଆର ୩୭ ବର୍ଷୀୟ ମହିଳା ସାଂସଦ ତଥା ସହକାରୀ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରିଟାନି ଲାଉଗାଙ୍କୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ହିଁ ନିଶା ଦେଇ ଦୁ-ଷ୍କ-ର୍ମ କରାଯାଇଥିବା ଅଭିଯୋଗ ହୋଇଛି। 
Gh
କେବଳ ସେ ନୁହେଁ ଅନେକ ମହିଳା ଏଭଳି ଅପରାଧର ଶିକାର ହୋଇଛନ୍ତି ‌ବୋଲି ବ୍ରିଟାନି କହିଛନ୍ତି। ମନ୍ତ୍ରୀଙ୍କୁ ଦୁ-ଷ୍କ-ର୍ମ ମାମଲା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କୁଇନ୍ସଲ୍ୟାଣ୍ଡର ସ୍ବତନ୍ତ୍ର ପୁଲିସ ଟିମ୍‌ ତଦନ୍ତ ଆରମ୍ଭ କରିଛି।
ପୁଲିସ ନିକଟରେ ବ୍ରିଟାନି ଦାଏର କରିଥିବା ଅଭିଯୋଗ ଅନୁସାରେ, ଏହି ଘଟଣା କୁଇନ୍ସଲ୍ୟାଣ୍ଡର ୟେପ୍ପୁନ୍‌ରେ ଏପ୍ରିଲ୍ ୨୮ ତାରିଖ ରାତିରେ ଘଟିଥିଲା। ଘଟଣାଦିନ ସେ ବାହାରକୁ ବୁଲି ଯାଇଥିଲେ। 
ଏହି ସମୟରେ ତାଙ୍କୁ ନିଶା ଦେଇ ଦୁ-ଷ୍କ-ର୍ମ କରାଯାଇଥିଲା। ବ୍ରିଟାନିଙ୍କ ଏଭଳି ଅଭିଯୋଗ ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହି ଘଟଣା ନେଇ ସେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ କେତେକ ପୋଷ୍ଟ୍‌ କରିଛନ୍ତି।
Vg
ସେ ଘଟଣା ଦିନ କୌଣସି ନିଶା ସେବନ କରିନଥିଲେ ତଥାପି ସ୍ବାସ୍ଥ୍ୟ ଯାଞ୍ଚରେ ଶରୀରରେ ନିଶାଦ୍ରବ୍ୟ ଥିବା ଜଣାପଡ଼ିଥିଲା। ତାଙ୍କୁ ଅଚେତ କରାଯାଇ ଏହି ନିଶା ଦିଆଯାଇଥିଲା ବୋଲି ସନ୍ଦେହ କରାଯାଉଛି। 
ତେବେ ତାଙ୍କ ଭଳି ଅନେକ ମହିଳାଙ୍କୁ ଏଭଳି ନିଶା ଦେଇ ଦୁ-ଷ୍କ-ର୍ମ କରାଯାଇଛି ବୋଲି ବ୍ରିଟାନିଙ୍କ ବୟାନ ହଇଚଇ ସୃଷ୍ଟି କରିଛି। ପୀଡ଼ିତାମାନେ ତାଙ୍କୁ ଫୋନ୍‌ କରି ଏ ବାବଦରେ ଜଣାଇଛନ୍ତି ବୋଲି ସେ ନିଜ ପୋଷ୍ଟରେ ଦର୍ଶାଇଛନ୍ତି।
କୁଇନ୍ସଲ୍ୟାଣ୍ଡ ଗୃହନିର୍ମାଣ ମନ୍ତ୍ରୀ ମେଘାନ୍ ସ୍କାଲୋନ୍ ଏହି ଘଟଣାକୁ ଭୟାନକ ଓ ଦୃଦୟବିଦାରକ ବୋଲି କହିଛନ୍ତି। କୁଇନ୍ସଲ୍ୟାଣ୍ଡ ପୁଲିସ ପକ୍ଷରୁ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଥିବାରୁ ଖୁବ୍‌ଶୀଘ୍ର ଅପରାଧୀମାନେ ଧରାପଡ଼ିବେ ବୋଲି ଆଶା କରାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.