Movie prime

ଅଟୋରେ କରୁଥିଲେ ଏମିତି କାମ ଆଉ ଏବେ ଧରା ପଡ଼ିବା ପରେ ମୁଁହ ଲୁଚାଉଛନ୍ତି ଏହି ଦୁଇ ଯୁବକ ଦେଖନ୍ତୁ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି।
ସବୁ ପ୍ରକାରର ଅର୍ଥାତ୍ ରାଜନୀତିକୁ ନେଇ ମଧ୍ୟ ଆସୁଥିବା ଖବର ଆପଣମାନେ ପାଇପାରିବେ । ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦୁଇଜଣ ଯୁବକଙ୍କୁ ଦେଖିବେ ଆଉ ଏହି ଦୁଇଜଣ ଯୁବକ ଗାମୁଛାରେ ମୁହଁ ଲୁଚାଉଛନ୍ତି । 
Vv
ଏହି ଦୁଇଜଣ ଯୁବକ ଏଭଳି କିଛି କାମ କରିଛନ୍ତି ଯେଉଁଥିପାଇଁ ସେ ଗାମୁଛାରେ ମୁହଁ ଲୁଚାଉଛନ୍ତି । ପୋଲିସ ଏହି ଦୁଇଜଣ ଯୁବକଙ୍କର ମୁହଁ ଲୁଚାଉଛନ୍ତି । ପୋଲିସ ଆଉ କ୍ୟାମେରା ଆଗରେ ଆପଣମାନେ ଦେଖିପାରିବେ ଏହି ଦୁଇଜଣ ଯୁବକ ମୁହଁ ଲୁଚାଉଛନ୍ତି ।
ଅଟୋ ଭିତରେ ଏହି ଦୁଇଜଣ ଯୁବକ କରୁଥିଲେ ଏଭଳି କାମ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଦୁଇଜଣ ଯୁବକ ବିଦେଶରୁ ଆଣି ଓଡ଼ିଶାରେ କରୁଛନ୍ତି ଏଭଳି କାମ । 
ନିର୍ବାଚନକୁ ଦୃଷ୍ଟିରେ ରଖି ତପ୍ତରତା ଦେଖାଉଛି ବଲାଙ୍ଗୀର ଟାଉନ ଥାନା ପୋଲିସ । ସକାଳୁ ସକାଳୁ ବଲାଙ୍ଗୀର RTO ଛକ ପାଖରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ ଲଗ ଇନ୍ ଚାଲିଥିଲା । ଆଉ ଏହି ସମୟରେ ଏକ ଅଟୋରୁ ବିଦେଶୀ ମଦ ଜବତ ହୋଇଛି ।
Gh
ଏହି ଏହି ଅଟୋରେ ୮୫୭ ବିଦେଶୀ ମଦ ବୋତଲ ମିଳିଛି । ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଦେଖିବାକୁ ମିଳିଛି । ଏହି ମଦ ସବୁ ଜବତ କରାଯାଇଛି । ଏହି ମାମଲାରେ ଅଟୋ ଡ୍ରାଇଭର ବଲାଙ୍ଗୀର ସାଗରପଡ଼ାର ଜିତ୍ରେନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି ।
ଏହି ବ୍ୟକ୍ତି ଜଣଙ୍କର ବୟସ ୩୦ ବର୍ଷ ଆଉ ଏହାସହ ବିଦେଶୀ ମଦ ଚୋର ଚାଲାଣ କରୁଥିବା ରାଜକିଶୋରଙ୍କୁ ଜବତ କରାଯାଇଛି । ଏହି ଘଟଣା ସଂପର୍କରେ ଏବେ ବଲାଙ୍ଗୀର ଏସଡିଫିଓ କହିଛନ୍ତି । ଏହି ଅଟୋରେ ୪୨୦୭.୦୫ ଲିଟର ମଦ ଆସିଥିବାର ସୂଚନା ମିଳିଛି ।
ସମ୍ମିଳନୀରେ ଏହି କଥା କୁହାଯାଇଛି । ଅଟୋ ସହ ଏହି ଦୁଇଜଣ ଯୁବକଙ୍କୁ ଜବତ କରାଯାଇଛି । ଏହି ବିଦେଶୀ ମଦକୁ ଚନ୍ଦନ ଘାଟି ଅଞ୍ଚଳରେ ଦେବାକୁ କୁହାଯାଇଥିବା ଜଣାପଡିଛି । ଏବେ ଏହାକୁ ନେଇ ତଦନ୍ତ କରାଯାଉଛି ।