Movie prime

ଢେଙ୍କାନାଳ ରେ କଲେଜ୍ ଯୁବତୀ ସହ ଲଭ୍ ସେ*କ୍ସ ଆଉ ଧୋକା ଗର୍ଭବତୀ ଯୁବତୀ ପ୍ରେମିକ କୁ ବାହା ହେବାକୁ ରାସ୍ତାରେ ଦୌଡୁଛି..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେତେବେଳେ ପ୍ରେମର ଅଢୁଆଳ ରେ କାମନା ଘର କରି ନେଇଥାଏ ସେତେବେଳେ ପଶ୍ଚ୍ୟାତାପ ଛଡ଼ା ଆଉ କିଛି ହେଲେ ମଧ୍ୟ ନଥାଏ। ପ୍ରଥମେ ପ୍ରେମ ଓ ତାପରେ ଶାରୀରିକ ସମ୍ପର୍କ ଆଉ ତାହାପରେ ପ୍ରେମିକା ହେଉଥିଲେ ହନ୍ତସନ୍ତ।
ଉଭୟଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଏହା ପରେ ବଢ଼ି ଦୁହେଁ ଶା-ରୀ-ରି-କ ସମ୍ପର୍କ ମଧ୍ୟ ରଖିଲେ। ହେଲେ ପରେ ପ୍ରେମିକା ଜଣକ ହନ୍ତସନ୍ତ ହୋଇ ପଡ଼ିଲେ।
Bb
ଏଭଳି ଏକ ଘଟଣା ଘଟିଛି ହିଦୋଳ ବ୍ଲକ୍, ବାଲିମି ଥାନା ଅନ୍ତର୍ଗତ କଡିଲା ଗ୍ରାମରେ । ସୁଚନା ମୁତାବକ ସେହି ଗ୍ରାମର ଜ୍ୟୋତି ରଞ୍ଜନ ସାମଲ ଜଣେ ଯୁବତୀକୁ ପ୍ରେମ କରୁଥିଲେ ସୁଚନା ମୁତାବକ ସେହି ଗ୍ରାମର ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଖୁବ୍ ନିବିଡ଼ ହୋଇ ଯାଇଥିଲା।
ଯୁବତୀ ଜଣକ କହିଛନ୍ତି କି ଯେତେବେଳେ ତାଙ୍କର ପ୍ରେମିକ ତାଙ୍କୁ ଗ-ର୍ଭ-ବ-ତୀ କରାଇ ଥିଲେ ଏହାପରେ ତାଙ୍କର ପିଲାକୁ ନଷ୍ଟ ମଧ୍ୟ କରି ଦେଲେ।
ଏଭଳି କି ତାଙ୍କୁ ବିବାହ କରିବାର ମିଛ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏଭଳି କି ସେହି ଯୁବକ ଜଣକ ର ବାପା, ମାଆ ଓ ଭାଇ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ଜ୍ୟୋତି ରଞ୍ଜନ ଙ୍କ ଜୀବନରୁ ଚାଲି ଯିବା ପାଇଁ ବାଧ୍ୟ ମଧ୍ୟ କରୁଛନ୍ତି।
Hh
ତାଙ୍କର ପିଲା ନଷ୍ଟ କରିବା ପରେ ମଧ୍ୟ କଟକପୁର ଠାରେ ଦୁହେଁ ଏକ ଭଡ଼ା ଘରେ ମଧ୍ୟ ଏକ ମାସ ପର୍ଯ୍ୟନ୍ତ ରହିଥିଲେ। ଏହି ସମ୍ପର୍କରେ ଯୁବତିଙ୍କ ପରିବାର ଲୋକେ ଜାଣିବା ପରେ ମଧ୍ୟ ତାଙ୍କ ନିକଟରେ ପହଞ୍ଚି ଥିଲେ।
ଏହାପରେ ପ୍ରେମିକ ଜଣକ ଚଣ୍ଡୀ ମନ୍ଦିର କୁ ଯାଇ ଯୁବତୀଙ୍କୁ ବିବାହ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେଠାରୁ ସେ ଚଖମା ଦେଖାଇ ପାଣି ପିଇବା ବାହାନାରେ ଫେରାର ହୋଇ ଯାଇଥିଲେ।
ଏବେ ପୀଡ଼ିତା ଏବଂ ତାଙ୍କର ବାପା ଥାନାରେ ଅଭିଯୋଗ ଦେଇ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏବେ ମଧ୍ୟ ଜ୍ୟୋତି ରଞ୍ଜନ ଫେରାର ଥିବା ବେଳେ ଏହି ଘଟଣାର ପୋଲିସ ତଦନ୍ତ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.