ଲୁଚି ଲୁଚି ଗାଧୁଆ ଭିଡିଓ କରି କରିଦେଲେ VIRAl ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣା
Sep 27, 2023, 19:42 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଚର୍ଚ୍ଚା ହେଉଛି । ଏହି ଖବର ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଆଜିକାଲି ଦୁନିଆରେ ଲୋକମାନେ ଏଭଳି କିଛି ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏହିଭଳି ଅନେକ ଲୋକ ରହିଥାନ୍ତି ଯେଉଁମାନେ ନିଜ ଇଜ୍ଜତ କି ଘରର ଇଜ୍ଜତ କଥା ଭାବନ୍ତି ନାହିଁ ।ଆଉ ଏମିତି ସବୁ କାମ କରିଦିଅନ୍ତି ଯାହା ବହୁତ ଖରାପ ଅଟେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇବେ କି ଜଣେ ଯୁବତୀଙ୍କର ଗାଧୋଇବା ବେଳର ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି ।
ଏହି ଯୁବତୀ ଜଣକ କଲେଜ ଯିବାକୁ ଡେରି ହେଉଥିଲା ବୋଲି ସେ ଶୀଘ୍ର ଶୀଘ୍ରରେ ଗାଧୋଉଥିଲେ । ଆଉ ସେ ଗାଧୋଇବା ବେଳେ ତାଙ୍କର ଭିଡିଓ କରୁଥିଲା ସୁକୁରା ନାମକ ଏକ ପିଲା । ସେ ଭିଡିଓ କରିବା ସମୟରେ ଏହି ଯୁବତୀ ଜଣକ ତାଙ୍କୁ ଦେଖି ନଥିଲେ ।

ଏହାପରେ ଏହି ଯୁବକ ଜଣକ ଭିଡିଓ କରି ଏହି ଭିଡିଓ ବିଶ୍ଵ ପ୍ରକାଶକୁ ଦେଇଥିଲେ । ଆଉ ଏହି ଭିଡିଓ ଏବେ ସମସ୍ତଙ୍କ ମୋବାଇଲ୍ ରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

ଏହି ଯୁବତୀ ଜଣଙ୍କର ଗାଧୋଇବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଯୁବତୀ ଏବଂ ତାଙ୍କ ମାଆ ଏବେ ଏହି ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଆଉ ଏହି ଘଟଣା ସମ୍ପର୍କରେ ଥାନାରେ ଜଣାଇବା ପରେ ଥାନା ପୋଲିସ ନ୍ୟାୟ ଦେବେ ବୋଲି କହିଛନ୍ତି ।
ଏହିଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଂଚଳରେ । ଏହି ଘଟଣାକୁ ନେଇ ଏବେ ନ୍ୟାୟ ଦାବି କରିଛନ୍ତି ଘରଲୋକେ । ଏହି ଘଟଣା ଏବେ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଯୁବତୀଙ୍କୁ ନ୍ୟାୟ ଦେବେ ବୋଲି ସୋର ପୋଲିସ କହିଛନ୍ତି ।