Movie prime

୨ ମାସ ର ଛୁଆ କୁ ଛାଡ଼ି ରାତି ୨ ଟା ରେ ବୋହୂ ଫେରାର, ପରେ କହିଲା ମୋ ସ୍ବାମୀ ମୋତେ ଭଲ ପାଉ ନଥିଲା

 
Special report
ନମସ୍କାର ପାଠକ ବନ୍ଧୁ। ଜଗନ୍ନାଥ ମନ୍ଦିର ଯାଉଛି ବୋଲି କହି ଘରୁ ବାହାରିଥିଲା ରଶ୍ମିତା ହେଲେ ବିକାଶ ତାକୁ ନେଇ ପଳାଇ ଯାଇଥିଲା। ବିକାଶ, ରଶ୍ମିତା କୁ ଛକି ବସିଥିଲା ମନ୍ଦୀର ପାଖରେ।
Special report
ରଶ୍ମିତା ସହ ମଧ୍ଯ ତାର ସାତ ବର୍ଷର ଛୁଆ ଟିଏ ଥିଲା। ଉଭୟ ରଶ୍ମିତା ଓ ତାର ଛୁଆ କୁ ଧରି ରଶ୍ମିତା କେଉଁ ଆଡେ ପଳାଇ ଯାଇଛି। ଏବେ ସ୍ୱାମୀ ଚିତ୍ତ ରଞ୍ଜନ ଘର କଣ ରେ ବସି ଖାଲି କାନ୍ଦୁଛି।
ଆଉ ଏବେ ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିକାଶ ଏବଂ ରଶ୍ମିତା ଉଭୟ ଉଭୟଙ୍କ ସହ ବୋହୂ ଦିନ ହେବ କଥାବାର୍ତ୍ତା ହେଉଥିଲେ। ତାଙ୍କ ସ୍ଵାମୀ ଚିତ୍ତ ରଞ୍ଜନ ମଧ୍ଯ ତାଙ୍କୁ କଥା ନହେବା ପାଇଁ ବାରଣ କରିଥିଲେ।
Special report
ହେଲେ ରଶ୍ମିତା ବାରମ୍ବାର କେବଳ ବିକାଶ ସହ ହିଁ କଥା ହେଉଥିଲେ। ଏବେ ବିକାଶ ମହିଳା ଜଣକୁ ଧରି ପଳାଇ ଯାଇଛି। ସ୍ତ୍ରୀ ରଶ୍ମିତା ଘରୁ ମନ୍ଦିର ଯାଉଛି ବୋଲି କହି ବାହାରି ଥିଲା। ହେଲେ ସେ ବିକାଶ ସହ ପଳେଇ ଯିବ ବୋଲି କେହି ଜାଣି ନଥିଲେ।
ରଶ୍ମିତା ବିକାଶ ସହ ପଳାଇ ଯିବା ପରେ ଚିତ୍ତ ରଞ୍ଜନ ଙ୍କ ବାପା ମାଆ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା , ଝାରପୋଖରିଆ ଥାନା ଅଞ୍ଚଳରେ।
Special report
ରଶ୍ମିତା ଙ୍କୁ ଆଠ ବର୍ଷ ତଳେ ବୈଦିକ ରୀତିନୀତି ରେ ବିବାହ କରିଥିଲେ ଚିତ୍ତ ରଞ୍ଜନ। ସ୍ଵାମୀ ଚିତ୍ତ ରଞ୍ଜନ ତାମିଲନାଡୁ ରେ ରହି କାମ କରନ୍ତି। ସେ ପ୍ରତି ମାସରେ ମଧ୍ଯ ତାଙ୍କ ଘରକୁ ଟଙ୍କା ପଠାଇ ଥାଆନ୍ତି।
ଘର ସଂସାର ଠିକ ଠାକ୍ ରେ ଚାଲିଥିବା ବେଳେ ତାଙ୍କ ମଧ୍ୟରେ ଆସିଥିଲା ବିକାଶ। ଆଉ ଏହାପରେ ଏବେ ଚିତ୍ତ ରଞ୍ଜନ ଙ୍କ ସ୍ତ୍ରୀ ଙ୍କୁ ନେଇ ବିକାଶ ପଳାଇ ଯାଇଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି।
ଆଉ ଏହି ଘଟଣାକୁ ମଧ୍ଯ କେହି ଅତି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ତେବେ ଏହି ଘଟଣା ସଂପର୍କରେ ଜାଣିବା ପରେ ଆପଣ ମାନେ ଏହି ଘଟଣା ସଂପର୍କରେ କଣ କହିବାକୁ ଯାଉଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.