Movie prime

ସାମ୍ନାକୁ ଆସୁଛି ମହାମାରୀର ଭୟଙ୍କର ରୁପ ଦେଖନ୍ତୁ କେମିତି ରଚିବ ତାଣ୍ଡବ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ କରୋନା ରୋଗ ଗତ ଦୁଇ ବର୍ଷ ଧରି ପୃଥିବୀ ପୃଷ୍ଠରେ ରହିଥିଲା।ଏହି ରୋଗ ରେ ବହୁତ ଲୋକ ମୃ-ତ୍ୟୁ ବରଣ କଲେ।ଲୋକ ମାନେ ଆର୍ଥିକ କ୍ଷେତ୍ର ରେ ମଧ୍ୟ ବହୁତ ଦୁର୍ବଳ ହୋଇ ପଡିଲେ।
Special Report
ଏବେ ପୁଣି ଥରେ ଆସିବାକୁ ଯାଉଚି କରୋନା ଭଳି ଅନ୍ୟ ଏକ ରୋଗ।ବିଭିନ୍ନ ଦେଶ ଏହି କରୋନା କୁ ସାହାସ ର ସହିତ ମୁକାବିଲା କରିଥିଲେ।ଏବେ ପୁଣି ଥରେ ଆଉ ଏକ ରୋଗ ଆସୁଛି।ଯାହା କୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ହେବାକୁ ଲାଗି ଲାଣି।
ସୂଚନା ଅନୁସାରେ ଡିଜିଜ ଏକ୍ସ ନାମକ ରୋଗ ଟି ଆଉ ଅଳ୍ପ ଦିନ ମଧ୍ୟରେ ପୃଥିବୀ ପୃଷ୍ଠ କୁ ଆସିବାକୁ ଯାଉଛି।ଏହା କରୋନା ଠାରୁ ଆହୁରି ଅଧିକ ଭୟଙ୍କର ହେବ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ତରଫରୁ ସୂଚନା ଦିଆଯାଇଛି।
Special Report
ଯାହାକୁ ନେଇ ଏବେ ଠାରୁ ଲୋକ ମାନେ ଭୟବୀତ ହେଲେଣି।୨୦୨୪ ମସିହାରେ ଏହି ରୋଗ ଟି ଏକ ଭୟଙ୍କର ର ରୂପ ଧାରଣ କରିବ।ତେଣୁ ଏବେ ଠାରୁ ବିଭିନ୍ନ ଦେଶ ଓ ରାଜ୍ୟ ମାନେ ଏହା କୁ ନଷ୍ଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।ଓଡ଼ିଶା ଏଥିରେ ପଛରେ ରହି ନାହିଁ।
ଏମିତି ଅନେକ ଭୟଙ୍କର ଭୁତାଣୁ ଏବେ ସୃଷ୍ଟି ହୋଇ ସାରିଛି।ଏବେ ସାରା ବିଶ୍ଵ ହେଉଚି ବିଷମୟ।ହେଲେ ଏହି ଏକ୍ସ ରୋଗ ଟି କାହା ଶରୀର ରୁ ଆସୁଛି ତାହା ଏ ଯାଏଁ ଜଣା ପଡି ନାହିଁ।ମାଳିକା ରେ ଲେଖା ହୋଇଚି ଯେ ୨୦୨୪ ମସିହା ରେ ପୃଥିବୀ ପୃଷ୍ଠରେ ଆହୁରି ଭୟଙ୍କର ରୋଗ ସୃଷ୍ଟି ହେବ।
Special Report
ଏଥିରେ ବହୁତ ଲୋକ ମୃ-ତ୍ୟୁ ବରଣ କରିବେ।ଆଶା କରା ଯାଉଚି ଯେ ଏହା ପଶୁ ମାନଙ୍କ ଶରୀର ରୁ ମଣିଷ ମାନଙ୍କ ଶରୀର କୁ ଯାଇ ପାରେ।କିମ୍ବା ଏହା ମଣିଷ ଶରୀର ରୁ ପଶୁ ମାନଙ୍କୁ ହୋଇ ପାରେ।
ଏହି ରୋଗ ର ମୁକାବିଲା କରିବା ପାଇଁ ଏବେ ଠାରୁ ଚେଷ୍ଟା କରା ଯାଉଛି।ଏଥିପାଇଁ ଆମ ଦେଶ ରେ ଓଡ଼ିଶା ସମେତ କିଛି ରାଜ୍ୟ ରେ ପାଇଲଟ ପ୍ରକଳ୍ପ ମାଧ୍ୟମ ରେ ବିଶ୍ଵ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଚାଲୁ ରହିଛି।
ଏହି ରୋଗ ଟି ଯେପରି ନ ହେବ ସେଥିପାଇଁ ଏବେ ଠାରୁ ଅନେକ ଯୋଜନା କରା ଯାଉଚି।ବୈଜ୍ଞାନିକ ମାନଙ୍କ ଏଭଳି ପଦକ୍ଷେପ କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।ଓ ଆଗକୁ ଏହି ରୋଗ ଯେପରି ନ ହେବ ସେଥିପାଇଁ ଦୃଷ୍ଟି ଦିଆ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.