Movie prime

ବ୍ୟାଗ୍ ଭିତରେ ଥିଲା ଏତିକି ସୁନା ହେଲେ ମନ ଭିତରେ ନଥିଲା ବିଲକୁଲ ଲୋଭ ଶେଷରେ ମହିଳା ଧରିଲେ ପାଦ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣିବା ସହ କିଛି ଲୋକଙ୍କ ମହାନତା ବିଷୟରେ ଜାଣି ପାରୁଛନ୍ତି ।
Special report
ଏବେ ଏଭଳି କିଛି ଖବର ଆସିଛି । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅଟୋ ଏବଂ ଅନ୍ୟାନ୍ୟ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ଜିନିଷ ଛାଡ଼ି ଦେଇଥାନ୍ତି । କିଛି ଲୋକ ଅଛନ୍ତି ସେ ଜିନିଷ ନେଇ ଯାଇଥାନ୍ତି ।
ଏବେ ଜଣେ ଯୁବତୀ କିଛି ଜିନିଷ ତାଙ୍କର ଅଟୋରେ ଛାଡ଼ି ଦେଇଥିଲେ । ଆଉ ଏହି ଜିନିଷ ସେ ଫେରି ପାଇଛନ୍ତି । ଏବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣନ୍ତୁ । ଜଣେ ମହିଳା ତାଙ୍କ ଛୁଆଙ୍କୁ ନେଇ ବାପଘରକୁ ଯାଇଥିଲେ ।
Special report
ଆଉ ଏହାପରେ ସେ ଗାଡ଼ିରେ ସୁନା ଗହଣା ଥିବା ବ୍ୟାଗଟି ଛାଡ଼ି ଦେଇଥିଲେ । ତାପରେ ସେ ଗାଡିରୁ ଓହ୍ଲାଇବା ପରେ ତାଙ୍କର ମନେ ନଥିଲା କି ସେ ବ୍ୟାଗ୍ ଛାଡ଼ି ଦେଇଛନ୍ତି ବୋଲି । ଏହାପରେ ଅଳ୍ପ ବାଟ ଯିବା ପରେ ତାଙ୍କର ବ୍ୟାଗ୍ କଥା ମନେ ପଡ଼ିଲା । 
ଏହାପରେ ଏହି ବ୍ୟାଗ୍ ପାଇଁ ସେ ସତେ ଯେପରି ଆଶ୍ଚର୍ଯ୍ୟ ହୋଇଗଲେ । ସୁନା ଭରା ବ୍ୟାଗ୍ କେଉଁଠୁ ପାଇବେ ବୋଲି ସେ ଭାବି କାନ୍ଦି ପକାଇଥିଲେ । ତାଙ୍କର ମୁଣ୍ଡ କିଛି କାମ କରିନଥିଲା । ଏହାପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ ।
Special report
ଏହାପରେ ସେ ତାଙ୍କ ବ୍ୟାଗ୍ ଫେରି ପାଇଥିଲେ । ଏହି ଅଟୋ ଚାଳକ ଜଣକ ବ୍ୟାଗ୍ ରଖିଥିଲେ । ଆଉ ସେ ଏହି ବ୍ୟାଗ୍ ସେହି ମହିଳା ଜଣଙ୍କୁ ଦେଇଥିଲେ । ବାଲେଶ୍ଵର ସୋର ଅଭିମୁଖେ ମହିଳା ଜଣକ ଯାଉଥିଲେ ।
ଏହି ଅଟୋ ଚାଳକର ମହାନତା ପାଇଁ ସେ ସବୁଠି ଏବେ ଚର୍ଚ୍ଚା ହେଉଛନ୍ତି । ଏହି ଅଟୋ ଚାଳକ ଜଣଙ୍କ କୌଣସି ହିରୋ ଠାରୁ କମ୍ ନୁହଁନ୍ତି । ଏହି ମହିଳା ଜଣକ ଭଦ୍ରକ ଜିଲ୍ଲାରୁ ବାଲେଶ୍ଵର ଯାଉଥିଲେ । ସେ ଜଳଦିରେ ଥିବାରୁ ଗାଡ଼ିରେ ବ୍ୟାଗ୍ ଭୁଲି ଯାଇଥିଲେ ।
ମହିଳା ଜଣକ ତାଙ୍କ ବ୍ୟାଗ୍ ଅଟୋ ଚାଳକଙ୍କ ପାଖରେ ଅଛି ବୋଲି ଜାଣିବା ପରେ ସେ ଭଦ୍ରକ ସହରାଞ୍ଚଳ ପୋଲିସ ଥାନାରେ ପହଞ୍ଚି ଯାଇଥିଲେ । ଏହି ଅଟୋ ଚାଳକ ଜଣଙ୍କୁ ଦେଖିବା ପରେ ମହିଳା ଜଣକ ତାଙ୍କୁ ଭଗବାନର ଆଖ୍ୟା ଦେଇଥିଲେ । ସେ ତାଙ୍କ ଠାରୁ ତାଙ୍କ ବ୍ୟାଗ୍ ପାଇ ବହୁତ ଖୁସି ହୋଇ ଯାଇଥିଲେ ।