Movie prime

ମହିଳା ନେଉଥିଲେ ଲୁଚେଇ ଶାଢ଼ୀ ହେଲେ ପଡ଼ିଲେ ଧରା ଆଉ କ୍ୟାମେରା ତାଙ୍କ ଦେହ ରେ ..

 
Special report
ବର୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜଣେ ମହିଳା ଙ୍କ ସାୟା ତଳୁ ବାହାରିଲା ସମ୍ବଲପୁରୀ ଲୁଗା।
ଆପଣମାନେ ଜାଣିଥିବେ ମହିଳା ମାନଙ୍କୁ ନୂଆ ଲୁଗା ପସନ୍ଦ ଆସିଥାଏ।ଆଉ ସମ୍ବଲପୁରୀ ଲୁଗା ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ।ଯାହା ସବୁ ଲୁଗା ଦୋକାନ ରେ ମିଳିଥାଏ ତାହା କିଣିବାକୁ ମଧ୍ୟ ଇଛା କରିଥାନ୍ତି।
କିନ୍ତୁ ସିସିଟିଭି ରେ ଏଭଳି ଏକ ଦୃଶ୍ୟ କଏଦ ହୋଇଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଯାହାକି ବର୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।ଜଣେ ମହିଳା ଲୁଗା କିଣିବା ପାଇଁ ଏକ ଲୁଗା ଦୋକାନ କୁ ଆସିଥିଲେ।
ଲୁଗା କିଣିବା ବାହାନାରେ ଲୁଗା ଚୋରି କରୁଥିଲେ।ଯାହାକି ସବୁ ସିସିଟିଭି ଫୁଟେଜ ରେ ରେକର୍ଡ ହୋଇଛି।ମହିଳା ଜଣଙ୍କ ଭାବିଥିଲେ ଦାମୀ ଦାମୀ ଶାଢ଼ୀ କୁ ଚୋରି କରି ନେଲେ କିଛି ଜଣା ପଡ଼ିବ ନାହିଁ।
କିନ୍ତୁ ଲୁଗା ଚୋରି କରିବାର ଉପାୟ ଧରା ପଡ଼ିଗଲା। ଚୋରି କରିବା ପରେ ମହିଳାଙ୍କୁ ଦୋକାନର କର୍ମଚାରୀ ମାନେ ଘେରି ପକାଇଥିଲେ।ଆଉ ମହିଳାଙ୍କ ସାୟା ତଳୁ ସବୁ ଶାଢ଼ୀ କାଢି ଦେଇଥିଲେ।
ପ୍ରଥମେ ମହିଳା ଜଣଙ୍କ ନୂଆ ଲୁଗା କିଣିବା ବାହାନାରେ ଦୋକାନ ଭିତରକୁ ଯାଇଥିଲେ।ପରେ ଲୁଗା ଚୋରି କରିବା ପାଇଁ ଚେଷ୍ଟା କରିଥିଲେ।ତାପରେ ସେ ଏକ ଲୁଗା କୁ ଧରି ବାଥ୍ ରୁମ୍ ଯାଇଥିଲେ।
ଏହାପରେ ଶାଢ଼ୀ କୁ ଭଲ ଭାବରେ ଭାଙ୍ଗି ସାୟା ତଳେ ରଖି ଦେଇଥିଲେ।କିନ୍ତୁ ସିସିଟିଭି ରେ ଏସବୁ ଦୃଶ୍ୟ ରେକର୍ଡ ହୋଇ ଯାଇଥିଲା।ମହିଳା ଙ୍କୁ ଯେତେବେଳେ ପଚରା ଯାଇଥିଲା ସେ ସତ କଥା ମାନି ନଥିଲେ।
କିନ୍ତୁ ଜଣେ କର୍ମଚାରୀ ସେ ଲୁଗା କୁ କାଢି ଦେଇଥିଲେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.