Movie prime

ସାରଳା ମା ଙ୍କ ପୂଜକ ନନା ମୋର ଇଜ୍ଜତ୍ ନେଇଗଲେ, ଶୋଇବାକୁ କହି ମୋ ଲୁଗା ଟେକି ଯାହା ସବୁ କଲେ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ମହିଳା ଏକ ମନ୍ଦିରର ପୂଜାରୀ ବା ନନା ଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ମହିଳା ଜଣକ କହିଥିଲେ କି ସେ ପ୍ରତି ସଂକ୍ରାନ୍ତି ଙ୍କୁ ସଂକ୍ରାନ୍ତି ମନ୍ଦିର ଯାଆନ୍ତି। ତାଙ୍କର ପୁଅର ହାର୍ଟ ଜନିତ ରୋଗ ଅଛି ସେଥିପାଇଁ ସେ ମାନସିକ କରି ମନ୍ଦୀର ଯାଆନ୍ତି। ସେଠାରେ ପୂଜା କରୁଥିବା ନନା ଜଣକ ମହିଳାଙ୍କୁ ଖରାପ୍ କରି କିଛି କଥା କହିଥିଲେ।
ମହିଳାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ଙ୍କୁ କିଛି ନଜଣାଇବା ପାଇଁ ମଧ୍ଯ କହିଥିଲେ। ଆଉ କହିଥିଲେ କି ତାଙ୍କର ଜୀବନରେ ଯେଉଁ ସବୁ ସମସ୍ୟା ଅଛି ସେ ସବୁକୁ ସେ ଦୂରୀଭୂତ କରିବେ।
Special Report
ଯେହେତୁ ସେ ତାଙ୍କର ପୂଜକ ସେଥିପାଇଁ ମହିଳା ଜଣକ ଉକ୍ତ ନନା ଙ୍କ ଉପରେ ମଧ୍ୟ ଖୁବ୍ ବିଶ୍ବାସ କରିଥିଲେ। ସେ ମହିଳା ଜଣକ ଙ୍କ ଘର ଉପରେ କିଛି ଖରାପ୍ ନଜର ଅଛି ବୋଲି କହି ସେଠାକୁ ସେ ପୂଜା କରିବାକୁ ଆସିଥିଲେ।
ହେଲେ ପୂଜାରେ ସନ୍ଧ୍ୟାବେଳ ସୁଦ୍ଧା ପହଞ୍ଚିବେ ବୋଲି କହି ରାତି ୯ ଟା ସମୟରେ ଆସି ପହଞ୍ଚି ଥିଲେ। ପୂଜା କରିବା ସମୟରେ ମହିଳା ଜଣକ ଙ୍କ ପିଲା ମାନେ ଆଉ ଶାଶୂ ଶଶୁର ମଧ୍ଯ ସମସ୍ତେ ବସି ଥିଲେ।
ଏହାପରେ ଏହି ପୂଜକ ଜଣକ ସମସ୍ତଙ୍କୁ ବାହାରକୁ ଯିବା ପାଇଁ କହିଥିଲେ ଏବଂ ସେଠାରେ ସେ ଏକୁଟିଆ ପୂଜା କରିବେ ବୋଲି ମଧ୍ୟ କହିଥିଲେ। ଏହପରେ ସେଠାରେ ସେ କବାଟ ଦେଇ ବସିଥିଲେ ଆଉ ତାଙ୍କର ବ୍ୟାଗ୍ ରୁ ମଧ୍ୟ ପୁଜା ସାମଗ୍ରୀ ସବୁ ବାହର କରିଥିଲେ।
Special Report
ଏହାପରେ ନନା ଙ୍କ ବ୍ୟାଗ ରୁ ଅନେକ ଆପତ୍ତି ଜନକ ଜିନିଷ ମଧ୍ଯ ବାହାରି ଥିଲା। ଏହାପରେ ମହିଳା ଜଣକୁ ସେହି ପୂଜାରେ ବସିବା ପାଇଁ କହିଥିଲେ।
ଆଉ ମହିଳା ଜଣକ ମଧ୍ଯ ସେଠାରେ ବସିବା ପରେ ତାଙ୍କର ମୁଣ୍ଡ ଆଡୁ ଛାତିରେ ମଧ୍ୟ ହାତ ମାରିଥିଲେ। ଆଉ ଏହାପରେ ମହିଳା ଜଣକ ଏହାର ପ୍ରତିବାଦ ମଧ୍ୟ କରିଥିଲେ ମାତ୍ର
 ଯେତେବେଳେ ନନା ଙ୍କ ବ୍ୟବହାର ଅତ୍ୟନ୍ତ ଖରାପ୍ ହେଲା ସେତେବେଳେ ସେ ଚିତ୍କାର କରି କବାଟ ଖୋଲି ବାହାରକୁ ଆସିି ଯାଇଥିଲେ। ଆଉ ଏକଥା ମଧ୍ୟ ସମସ୍ତଙ୍କୁ କହି ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.