Movie prime

ମତେ ଭଡ଼ା ଘରେ ରଖି ମୋ ସହ ସମ୍ପର୍କ ରଖିଲା ଆଉ ଏବେ ଛାଡ଼ି ଦେଲା , ଏବେ ମୁ କାହାର ହେବି???

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଘଟଣା ବିଷୟରେ ଯେ କେହିବି ଜାଣିବେ ମନରେ ଅନେକ ଭାବନା ଆସିବ । ଆଜିକା ଯୁଗରେ ଏଭଳି ଅନେକ ଘଟଣା ଘଟୁଛି ।
Special Report
ଏହି ଖବର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଇନ୍ଦୁଲିଆ ପଞ୍ଚାୟତର ମାନତିର ଗାଁ ର । ଏହି ଗାଁର ଯୁବକ ଯାହାଙ୍କ ନାମ ହେଉଛି ତାପସ ବେହେରା ।ସେ ଭୁବନେଶ୍ୱରର ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ।
ସେ କାର୍ଯ୍ୟରତ ଥିବା ବେଳେ ବର୍ଷା ଦାସ ନାମକ ଝିଅ ସହ ପ୍ରେମ ସଂପର୍କରେ ଥିଲେ । ତାପସ ଏବଂ ବର୍ଷା ପରସ୍ପରକୁ ଭଲପାଇ ବିବାହ କରିଥିଲେ ଆଉ ତାଙ୍କର ମଧ୍ୟ ଏକ କନ୍ୟା ସନ୍ତାନ ହୋଇଥିଲା । ବର୍ଷାଙ୍କର ପୂର୍ବରୁ ଦୁଇଟି ସନ୍ତାନ ଥିବା ଜାଣି ତାପସ ତାଙ୍କୁ ଆପଣାଇ ଥିଲେ ।
Special Report
ବର୍ଷା ଆଉ ତାପସ ୫ ବର୍ଷ ହେଲା ଏକାଠି ରହୁଥିଲେ । ଆଉ ସେମାନେ ଭୁବନେଶ୍ବରରେ ଘର ଭଡ଼ା ନେଇ ରହୁଥିଲେ । କିନ୍ତୁ ଏହି ଯୁବକ ତାପସ ଏବେ ବର୍ଷାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ବର୍ଷା ତାପସର ଘରେ ପହଞ୍ଚିଥିଲେ ।
ସେଠାରେ ତାପସର ପରିବାର ଲୋକେ ବର୍ଷାଙ୍କୁ ଅନେକ କଥା କହିଥିଲେ । ବର୍ଷା ତାପସର ଘରେ ପହଞ୍ଚିବା ପରେ ତାପସ ଲୁଚି ଯାଇଥିଲା । ଏବେ ବର୍ଷା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାପସ ସବୁ ଜାଣି ବର୍ଷାକୁ ନିଜର କରିଥିଲା କିନ୍ତୁ ଏବେ ଏଭଳି କାମ କରିଛି ।
Special Report
ବର୍ଷା ଆଉ ତାଙ୍କ ଝିଅ କଣ କରିବେ ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ଏବେ ବର୍ଷା କହିଛନ୍ତି ତାଙ୍କୁ ନ୍ୟାୟ ନ ମିଳିଲେ ସେ ତାପସର ଘର ଆଗରେ ଆ-ତ୍ମ-ହ-ତ୍ୟା କରିବେ । ଏବେ ଦେଖିବାକୁ ବାକି ରହିଲା କେବେ ନ୍ୟାୟ ପାଉଛନ୍ତି ବର୍ଷା ଏବଂ ତାଙ୍କର ସାତ ମାସର ଝିଅ ।
ଏବେ ଏହି ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜିକା ଯୁଗରେ ପୁରୁଷ ସମାଜ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହିଭଳି ପୁରୁଷଙ୍କୁ ଦଣ୍ଡ ମିଳିବା ଉଚିତ୍ । ଏଭଳି ପୁରୁଷ ଏହି ସମାଜ ପାଇଁ କଳଙ୍କିତ ଅଟନ୍ତି ।