ମଝି ରାସ୍ତାରେ ମହିଳାଙ୍କ ବ୍ଲାଉଜ ଚିରିଲେ ୪ ସାଙ୍ଗ ଦେଖନ୍ତୁ ଭାଇରାଲ ହେଲା ଭିଡିଓ ଆଉ ତା ପରେ - Viral Video
Dec 17, 2023, 18:29 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଖବର ଆପଣଙ୍କ ମନରେ ମଧ୍ୟ ଅନେକ କଥା ଆଣିବ । ଏହି ଖବର ହେଉଛି କି ମଝି ରାସ୍ତାରେ ଏଭଳି ଘଟଣା ଘଟିଛି । ମଝି ରାସ୍ତାରେ ମହିଳାଙ୍କ ସହିତ ଏଭଳି କରିଛନ୍ତି ଦୁର୍ବୃତ୍ତ । ସତରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଏହି ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ସହିତ ବାଇକରେ ବସି ଯାଉଥିଲେ । ଏହି ମହିଳା ଜଣଙ୍କର ସିନି ଠିକଣା ପଚାରିବାକୁ ଗାଡ଼ି ଅଟକାଇ ଥିଲେ । ଆଉ ଗାଡ଼ି ଅଟକାଇବା ପରେ ଦୁର୍ବୃତ୍ତ ଠିକଣା କହିବା ବଦଳରେ ତାଙ୍କ ସ୍ତ୍ରୀଙ୍କ ସହିତ ଖରାପ ବ୍ୟବହାର କରିଥିଲେ ।

ଏହି ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀଙ୍କ ଲୁଗା ଟାଣି ଖୋଲି ଦେଇଥିଲେ । ଏବେ ଏହି କାମର ଭିଡିଓ ସାମ୍ନାକୁ ଆସିଛି । ମହିଳା ଜଣକ ବାଇକରେ ବସିଥିଲେ । ଆଉ ତାଙ୍କ ସହିତ ଏଭଳି କାମ କରିଥିଲେ ଦୂର୍ବୁତ୍ତ ।
ମହିଳା ଜଣଙ୍କର ସ୍ଵାମୀ ପାଖରେ ଥାଉ ଥାଉ ତାଙ୍କ ସହିତ ଏଭଳି କରିଥିଲେ ଦୁର୍ବୃତ୍ତମାନେ । ଏହି ବ୍ୟକ୍ତି ଜଣକ ରାସ୍ତା ନ ଜାଣି ପାରିବାରୁ ସେଠାରେ ବସିଥିବା କିଛି ଯୁବକମାନଙ୍କୁ ରାସ୍ତା ପଚାରିଥିଲେ ।

ଏହାପରେ ଯୁବକମାନେ ରାସ୍ତା କହିବା ବଦଳରେ ଏଭଳି କାମ କରିଥିଲେ ଯାହା ଏହି ସମାଜ ପାଇଁ ଏକ ଖରାପ ବାର୍ତ୍ତା ଅଟେ । ଏହି ଅଭଦ୍ର ଲୋକମାନେ ଠିକଣା ନ କହି ବାଇକରେ ବସିଥିବା ମହିଳାଙ୍କ ସହିତ ଏଭଳି ଖରାପ କାମ କରିଥିଲେ ।
ଏହି ଦୁର୍ବୃତ୍ତମାନେ ମହିଳା ଜଣକ ପିନ୍ଧିଥିବା ଲୁଗାକୁ ଟାଣି ନେଇଥିଲେ । ଆଉ ସେଠାରେ ତାଙ୍କୁ ଅଟକାଇ ଦେଇଥିଲେ । ତାଙ୍କ ବାଇକକୁ ସେମାନେ ଅଟକ ରଖି ମହିଳାଙ୍କ ସହିତ ଅସଭ୍ୟ ବ୍ୟବହାର କରିବା ସହ ତାଙ୍କ ପେଟରେ ହାତ ମାରିଥିଲେ ।
ଏହାର ଭିଡିଓ ମଧ୍ୟ ଏହି ଅଭଦ୍ର ଯୁବକମାନେ କରିଥିଲେ । ସେତେବେଳେ ଏହି ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ବାମୀ ଜଣକ ଚୁପ୍ ରହିଥିଲେ । ଏହାପରେ ଏହି ବ୍ୟକ୍ତି ଜଣକ ପାଖରେ ଥିବା ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏବେ ପୋଲିସ ଏହି ଦୁର୍ବୃତ୍ତମାନଙ୍କୁ ଗିରଫ କରିଛି ।