Movie prime

ନିଜ ସ୍ଵାମୀ ଥାଉ ଥାଉ ୨-୨ ଜଣ ପ୍ରେମିକ କୁ ରାତି ରେ ଘରେ ଡାକି ହେଉଥିଲା ସମ୍ପର୍କ, ଦେଖିଦେଲେ ଶାଶୂ ଆଉ ତାପରେ ଯାହା ହେଲା..

 
Special report
ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି।ଜଣେ ମହିଳା ବିବାହିତ ହୋଇ ମଧ୍ୟ ଅନ୍ୟ ଦୁଇ ଜଣ ପୁରୁଷ ଙ୍କୁ ଭଲ ପାଇଥିଲେ।ମହିଳା ଜଣଙ୍କ ତାଙ୍କ ଦୁଇ ପ୍ରେମିକ ଙ୍କ ସହିତ ରୁମ ରେ ଥିଲା ବେଳେ ଶାଶୁ ଦେଖି ଦେଇଥିଲେ।
ଏହାପରେ ସେହି ରୁମ କୁ ଆଗ ପଟୁ ତାଲା ପକାଇ ଦେଇଥିଲେ।ଏହି ଘଟଣା ଟି ବର୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ମହିଳା ଙ୍କ ସ୍ୱାମୀ ବିଦେଶ ଯିବା ପରେ ମହିଳା ଜଣଙ୍କ ଦୁଇ ଯୁବକଙ୍କ ସହ ଖରାପ ସମ୍ପର୍କ ରଖିଥିଲେ।
ସେ ମଧ୍ୟ ତାଙ୍କ ଶାଶୁ ଘରକୁ ଆସିବା ପାଇଁ କହୁଥିଲେ।କିନ୍ତୁ ମହିଳାଙ୍କ ଶାଶୁ ଉଭୟ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଏହା ପରେ ଗାଁରେ ବହୁତ ଗଣ୍ଡଗୋଳ ହୋଇଥିଲା।
Special report
ଏହା ସାମ୍ନାକୁ ଆସିଲା ଯେ ଉଭୟ ଯୁବକ ମହିଳାଙ୍କ ବାପ ଘର ପାଖରେ ରୁହନ୍ତି।କାମ ଖୋଜିବାକୁ ସ୍ୱାମୀ ବିଦେଶ ଯାଇଥିଲେ। ଏହି ସମୟ ମଧ୍ୟରେ ମହିଳା ତାଙ୍କ ବାପ ଘରକୁ ଅନେକ ସମୟରେ ଯାଉଥିଲେ।
ଏହି ସମୟରେ ତାଙ୍କ ଘର ପାଖରେ ଥିବା ଦୁଇ ଜଣ ଯୁବକଙ୍କୁ ଭଲ ପାଇ ବସିଥିଲେ। ଏବଂ ତାଙ୍କ ସହିତ ଖରାପ ସମ୍ପର୍କ ରଖିଥିଲେ।କିନ୍ତୁ ମହିଳା ଜଣଙ୍କ ଯେତେବେଳେ ଶାଶୁଘର କୁ ଆସିଲେ ସେହି ଦୁଇ ଜଣ ଯୁବକଙ୍କୁ ମଧ୍ୟ ଶାଶୁଘର କୁ ଆସିବା ପାଇଁ କହିଥିଲେ।
ଏହା ପରେ ଶାଶୁ ତିନିଜଣଙ୍କୁ ତାଲା ପକାଇ ରୁମକୁ ତାଲା ପକାଇ ୧୧୨ ଡାଏଲ କରି ପୋଲିସକୁ ଫୋନ କରିଥିଲେ। ଯେତେବେଳେ ପୋଲିସ ଗାଁରେ ପହଞ୍ଚିଥିଲା ମହିଳା ଜଣକ ପୁରା ଘଟଣା ପୋଲିସକୁ କହିଥିଲେ।
Special Report
ରୁମ୍ ର କବାଟ ପୋଲିସ ସମ୍ମୁଖରେ ଖୋଲା ଯାଇଥିଲା। ଶାଶୁ ବୋହୂ ଏବଂ ଉଭୟ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।ଏଭଳି ଲଜ୍ୟା ଜନକ ଘଟଣା ୟୁପିର ମହାରାଜଗଞ୍ଜ ଜିଲ୍ଲାର ନିକଲାଉଲ ପୋଲିସ ଷ୍ଟେସନ
ଅଞ୍ଚଳରେ ଦେଖିବାକୁ ମିଳିଛି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.