Movie prime

ସେ ଦୁଇଟା କିଏ ବେ ମତେ ମଲିକ କହିଲେ..ମୁଁ ସେ ଦୁଇଟା ଙ୍କ ନାମ ରେ ଏବେ ମାନହାନି କେସ କରିବି..

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hy
ହୋଲିରେ ସୁର ରାଉତରାୟ କଂଗ୍ରେସ ଭବନ ଆସିଥିଲେ। ଆଉ ତାଙ୍କୁ ଦେଖା କରି ରଙ୍ଗ ଲଗାଇବାକୁ ଆସିଥିଲେ ନିଶା ମହାରଣା। କିନ୍ତୁ ନାରୀ ନେତ୍ରୀ ମାନେ ତାଙ୍କୁ କଂଗ୍ରେସ ଭବନକୁ ପ୍ରବେଶ କରିବାକୁ ସୁଦ୍ଧା ମନା କରି ଦେଇଥିଲେ।
ସୁଭଦ୍ରା ମିଶ୍ର ନାମକ ଜଣେ ମହିଳା ଖୋଲାଖୋଲି ଭାବରେ କହିଛନ୍ତି ଯେ ସେ ପୂର୍ବରୁ ମଧ୍ୟ ନିଶା ମହାରଣାଙ୍କ ନାମରେ ଏକ ଅଭିଯୋଗ ଦେଇଥିଲେ। ଆଉ ଗତକାଲି ସେ ଏବଂ ଆଉ କିଛି କର୍ମୀ ମିଶି ତାଙ୍କୁ ଧକ୍କା ମାରି ବାହାର କରିଥିଲେ।
Hh
ଏହାପରେ ନିଶା ଉତ୍କ୍ଷିପ୍ତ ହୋଇ ଉଠିଛନ୍ତି ଏବଂ କହିଛନ୍ତି ଯେ ଷ୍ଟେଜ୍ ରେ ନଗ୍ନ ହୋଇବ ନାଚିବା ତାଙ୍କ ପ୍ରଫେସନ ଅଟେ। କିନ୍ତୁ ସେ କଂଗ୍ରେସ ଭବନ ସାଲୱାର କମିଜ ପିନ୍ଧି ଆସିଥିଲେ। କିନ୍ତୁ ତଥାପି ତାଙ୍କୁ ବାହାର କରି ଦିଆଗଲା। ଯାହାକି ଆଦୋୖ ଠିକ ନୁହେଁ। କହିରଖିବୁ ଯେ ନିଶା ମହାରଣା ସୁର ରାଉତରାୟଙ୍କୁ ରଙ୍ଗ ଲଗାଇବାକୁ ଆସିଥିଲେ। 
ଆଉ ରଙ୍ଗ ଲଗାଇବା ପରେ ତାଙ୍କୁ କଂଗ୍ରେସ ନାରୀ ନେତ୍ରୀ ମାନେ ଧକ୍କା ମାରି ବାହାର କରି ଦେଇଥିଲେ। ତେବେ ବର୍ତ୍ତମାନ ଏହାକୁ ନେଇ ନିଶା ମହାରଣା କାନ୍ଦି ପକେଇଲେ କହିଛନ୍ତି, ସେଟା କିଏ ବେ ମୋ ଜାତି କୁ ନେଇ କହିବ।
ଏବଂ ମୁଁ ମଳିକ ଜାତି ବୋଲି ମୋର କଣ ସମାଜରେ ବଞ୍ଚିବାର ଅଧିକାର ନାହିଁ। "ସେ ନାରୀ ନେତ୍ରୀ ଓ କୁଜିନେତ୍ରୀଙ୍କ ଅଧିକାର ନାହିଁ ମୋ ଜାତି ବିଷୟରେ କହିବାକୁ ,ମୋର କଣ ବଞ୍ଚିବାର ଅଧିକାର ନାହିଁ" ବୋଲି ନିଶା ମହାରଣା କହିଛନ୍ତି।