Movie prime

ଗୁରୁଙ୍କ ଶେଷ ନୃ-ତ୍ୟ ନାଚୁ ନାଚୁ ଟଳି ପଡିଲେ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ କେମିତି ଦୁଇ ସେକେଣ୍ଡ ରେ ଚାଲିଗଲା ଜୀବନ - live Visual

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ନୃତ୍ୟ ଗୁରୁଙ୍କୁ ନେଇ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଯେଉଁ ମଞ୍ଚ ଉପରେ କୌଣସି ବି କାମ କରାଯାଏ କାମ ଆରମ୍ଭ କରିବା ପୂର୍ବରୁ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥାଏ ।
ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଦ୍ଵୀପ ପ୍ରଜ୍ବଳନ ହେବା ସମୟରେ ଏଭଳି କିଛି ଘଟଣା ଘଟିଲା ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ପଟେ ଦ୍ଵୀପ ପ୍ରଜ୍ବଳନ କରାଗଲା ।
ଆଉ ଅନ୍ୟପଟେ ସବୁଦିନ ପାଇଁ ଜୀବନ ଦ୍ଵୀପ ଲିଭି ଗଲା ନୃତ୍ୟ ଗୁରୁଙ୍କ ଜୀବନ ଦ୍ଵୀପ । ଭଞ୍ଜ ନୃତ୍ୟ ମଣ୍ଡପରେ ଚାଲିଥିଲା ନୃତ୍ୟ । ଆଉ ସେହି ସମୟରେ ହଠାତ୍ ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀ ଗଣେଶର । 
ଏହି ନୃତ୍ୟ ଗୁରୁଙ୍କର ଏହି ଅବସ୍ଥା ଦେଖି ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ସମାରୋହ ଜୁନ ମାସରେ ଏବଂ ଜୁଲାଇ ମାସରେ ହୁଏ ।
ଏହି ନୃତ୍ୟ ଗୁରୁ ହାର୍ଟ ରୋଗୀ ଥିଲେ । ଆଉ ସେ ନୃତ୍ୟ କରିସାରିବା ପରେ ହଠାତ୍ ସେ ଟଳି ପଡ଼ିଥିଲେ । ଆଉ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ସମାରୋହ ଜୟଦେବ ବିହାରରେ ହେଉଥିଲା । 
ଏହି ନୃତ୍ୟ ଗୁରୁ ନାଚ କରିବାର ୫ ମିନିଟ ପରେ ଏଭଳି ଘଟଣା ଘଟିଥିଲା । ନାଚ କରିବାର ୫ ମିନିଟ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପାଇଁ ଡକା ଯାଇଥିଲା । ଆଉ ସେ ଦ୍ଵୀପ ପ୍ରଜ୍ବଳନ କରିବା ପରେ ଏଭଳି ଘଟଣା ଘଟିଥିଲା ।
ଆଉ ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲକୁ ନିଆଯାଇଥିଲା । ଆଉ ସେଠାରେ ସେ ମୃତ ବୋଲି ଜଣାପଡିଥିଲା । ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହରେ ଏଭଳି ଅଘଟଣ ଘଟିଥିଲା । ଏବେ ଏହି ଖବରକୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।