Movie prime

ଝିଅ ବଡ ହିରୋଇନ ମନ୍ଦିରରେ ଭିକ ମାଗୁଛି ମା ଦେଖନ୍ତୁ ଏହି ମାର ଏମିତି ଅବସ୍ଥା ଦେଖିଲେ ଆପଣଙ୍କ ଆଖିରୁ ଲୁହ ଖସିଯିବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡ଼ିଆରେ ଅନେକ ଦେଶ, ବିଦେଶ,
ରାଷ୍ଟ୍ର ଏବଂ ସବୁ ଅଞ୍ଚଳର ଖବର ଆପଣମାନେ ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ମୁମ୍ବାଇ ସହରର କିଛି ଖବର ବିଷୟରେ ଜାଣିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଗୋଟିଏ ସନ୍ତାନ ବଡ ହୋଇ ଭଲ କାମ କରୁ ବୋଲି ସମସ୍ତେ ଭାବୁଥାନ୍ତି । 
Special Report
ସେହି ସନ୍ତାନ ଉଚ୍ଚ ପଦ ପାଉ ଆଉ ଏହାସହ ସେ ଭଲ ନାମ କରୁ ବୋଲି ସବୁବେଳେ ମାଆ ଆଉ ବାପା ଚାହିଁ ଥାଆନ୍ତି । ମାଆ ଆଉ ବାପା ସବୁବେଳେ ଛୁଆର ମଙ୍ଗଳ କଥା ଚିନ୍ତା କରିଥାନ୍ତି । ମାଆ ଚାହିଁଥାଏ ତାର ଛୁଆ ସବୁବେଳେ ଭଲରେ ରହୁ । ଠିକ୍ ସେମିତି ଛୁଆମାନେ ମାଆ ବାପାଙ୍କୁ ନିଜର କରି ରଖିଥାନ୍ତି ।
ତାଙ୍କର ଭଲ ମଣ୍ଡ ସୁଖ ଦୁଃଖ ସବୁ ବୁଝିଥାନ୍ତି । କିନ୍ତୁ ଆଜିକା ଯୁଗରେ କିଛି ଏଭଳି ସନ୍ତାନ ଅଛନ୍ତି ଯେଉଁମାନେ ଭୁଲି ଯାଇଥାନ୍ତି ତାଙ୍କର ମା ବାପା ଅଛନ୍ତି ବୋଲି । ଆଉ ସେମାନେ ତାଙ୍କ ମାଆ ବାପାଙ୍କୁ ଖାତିର କରି ନଥାନ୍ତି । ତାଙ୍କୁ ବୃଦ୍ଧାବସ୍ଥା ସମୟରେ ନିଜ ଠାରୁ ଦୂରେଇ ଦେଇଥାନ୍ତି । 
Special Report
ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି । ଏହି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ମୁମ୍ବାଇର ଚମକ ଆଗରେ ଫିକା ପଡ଼ିଗଲା ମାଆ ପ୍ରତି ଭଲପାଇବା । ଝିଅ ହେଉଛି ବଡ ହିରୋଇନ୍ କିନ୍ତୁ ମାଆ ମନ୍ଦିର ସାମ୍ନାରେ ଭିକ ମାଗୁଛି । ଏହି ମହିଳା ଜଣଙ୍କ ହେଉଛନ୍ତି ପୂର୍ଣ୍ଣିମା ଦେବୀ ।
ସେ ଜଣେ ଗାୟିକା ଥିଲେ । ସେ ଗୀତ ଗାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଆଉ ତାଙ୍କ ଝିଅକୁ ବଡ କରିଥିଲେ । ଏହି ମହିଳା ଜଣକ ହେଉଛନ୍ତି ବିହାର ରାଜଧାନୀ ପାଟନା ବାଲିଘାଟ ଅଞ୍ଚଳରୁ । ଏବେ ସେ ଦୁର୍ବଳ ହୋଇ ଯାଇଛନ୍ତି । 
Special Report
ତାଙ୍କ ସ୍ଵାମୀ ୟୁପିର ଜଣେ ନାମିଦାମୀ ଡାକ୍ତର ଥିଲେ । ଆଉ ତାଙ୍କୁ ହ-ତ୍ୟା କରାଯାଇଛି । ତାଙ୍କର ପୁଅଟିଏ ଅଛି କିନ୍ତୁ ତାର ମାନସିକ ଅବସ୍ଥା ଠିକ୍ ନାହିଁ । ତାଙ୍କର ଏକମାତ୍ର ସାହାରା ହେଉଛନ୍ତି ଝିଅ ।
ଆଉ ସେହି ଝିଅକୁ ବଡ କରି ମଣିଷ କରିଥିଲେ କିନ୍ତୁ ସେ ଜଣେ ଟିଭି ହିରୋଇନ୍ ଆଉ ଜଣେ ଡାଇରେକ୍ଟରଙ୍କୁ ବିବାହ କରି ବୁଢ଼ୀ ମାଆ ଟିକୁ ସେ ଭୁଲି ଯାଇଛନ୍ତି ।
ଆଉ ଏହି ବୁଢ଼ି ମାଆର ବୟସ ୯୦ ବର୍ଷ । ଏହି ମାଆର ଦୟନୀୟ ଅବସ୍ଥା ଦେଖିଲେ ଯେ କେହିବି କାନ୍ଦି ପକେଇବ । ଅନେକ ଲୋକ ତାଙ୍କୁ ଆଶ୍ରମ ନେବାକୁ କହିଛନ୍ତି କିନ୍ତୁ ସେ ମନା କରୁଛନ୍ତି । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି ।