Movie prime

ଖୋଲିଲା ରହସ୍ୟ ମାଓ କ୍ୟାମ୍ପ ରେ ଚାଲିଥିଲା ସମସ୍ତଙ୍କ ପଛରେ ନିରୀହ ଅଦିବାସୀ ଝିଅଙ୍କ ସହ ଏମିତି

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମାଓ କ୍ୟାମ୍ପ ର କଳା କାରନାମା ସାମ୍ନାକୁ ଆସିଛି।ମହିଳା କ୍ୟାଡର ମାନଙ୍କୁ ଯୌ-ନ ନି-ର୍ଯା-ତ-ନା ଦିଆଯାଏ ବୋଲି ଜଣାପଡିଛି।
ସେଠାରେ ବାହା ହେବାପାଇଁ ଅନୁମତି ମିଳିଥାଏ।କିନ୍ତୁ ପିଲା ଜନ୍ମ ପାଇଁ କଟକଣା ରହିଥାଏ।ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କ ର ହେଉଥିଲା ବନ୍ଧ୍ୟାକରଣ। ଆତ୍ମ ସମର୍ପଣ ପରେ ସବୁ କଥା ସାମ୍ନାକୁ ଆସିଛି।ସବୁ ଗୁମର ଖୋଲିଛି।
ମାଓ କ୍ୟାମ୍ପ ରେ ଭୟଙ୍କର ନି-ର୍ଯା-ତ-ନା ଚାଲିଛି।ବାହାଘର ତ ହେଉଥିଲା ହେଲେ ପିଲା ଜା ଉପରେ କଟକଣା ଭି ଥିଲା।ଏମିତି ବିବାହ ପରେ କ୍ୟାମ୍ପ ରେ ଡାକ୍ତର ଯାଇ ଉଭୟ ପୁରୁଷ ଓ ମହିଳା ଙ୍କୁ ବନ୍ଧ୍ୟାକରଣ କରୁଥିଲେ।
ଯେଉଁଥି ପାଇଁ ଅନେକ ମାଓବାଦି ମାନେ ଖୁସି ନଥିଲେ। ମାଓ କ୍ୟାମ୍ପ ରୁ ବାହାରି ଆସିବା ପରେ ଗଣମାଧ୍ୟମ ସାମ୍ନାରେ ପୁରା କାହାଣୀ କହିଛନ୍ତି କିଛି ମାଓବାଦି ମାନେ।
ନବରଙ୍ଗପୁର ମାଓ କ୍ୟାମ୍ପ ରୁ ଆପତ୍ତି ଜନକ ସାମଗ୍ରୀ ମିଳିବା ପରେ ମାଓ କ୍ୟାମ୍ପ ରେ ଅସଲ ଚିତ୍ର ଏବେ ପଦାକୁ ଆସିଛି।ମାଓ କ୍ୟାମ୍ପ ରେ କିଭଳି ନିରୀହ ଆଦିବାସୀ ଝିଅଙ୍କୁ ନିଜ ଦଳରେ ସାମିଲ କରାଇ ଯୌ-ନ ନି-ର୍ଯା-ତ-ନା ଦିଆ ଯାଉଥିଲା ତାହା ପଦାକୁ ଆସିଛି।
ନି-ର୍ଯା-ତ-ନାର ଛାତି ଥରା କାହାଣୀ ସେମାନେ ନିଜ ମୁହଁ ରେ ବଖାଣି ଛନ୍ତି।ଏପରିକି ମହିଳା ଓ ପୁରୁଷ ମାଓବାଦୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ବିବାହ ପାଇଁ ସ୍ଥିର ହୋଇଗଲେ ମଧ୍ୟ ସେମାନଙ୍କୁ ବନ୍ଧ୍ୟାକରଣ କରାଯାଏ।
କେତେବେଳେ ଡାକ୍ତର ମାଓ କ୍ୟାମ୍ପ କୁ ଆସିଥାନ୍ତି ତ ଆଉ କେତେବେଳେ ବାହାର ଚିକିତ୍ସାଳୟ ରେ ଯାଇ ବନ୍ଧ୍ୟାକରଣ କରାଇ ପୁଣି ମାଓ ଦଳକୁ ଫେରି ଯାଇଥାନ୍ତି।ଜଙ୍ଗଲ ଭିତରେ ରହୁଥିବା ନକ୍ସଲ ବାରମ୍ବାର ନି-ର୍ଯା-ତି-ତ ହେଉଥାନ୍ତି।
ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ କ୍ୟାମ୍ପ ରେ ନି-ର୍ଯା-ତ-ନା ସହି ନପାରି ଆତ୍ମ ସମର୍ପଣ କରିଥାନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.