Movie prime

ଖଣ୍ଡଗିରି ପାହାଡ ମଝିରେ ବିବାହିତ ମହିଳା ରଖିଲେ ସମ୍ପର୍କ, ସ୍ବାମୀ ଥାଉ ଥାଉ ପର ପୁରୁଷ ସହ..

 
Gsgs
ବର୍ତ୍ତମାନ ଏପରି ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା ମଧ୍ୟ କରିବେ।କଥାରେ ଅଛି ପ୍ରେମ ଅନ୍ଧ ହୋଇଥାଏ।ଯେଉଁ ମାନେ ପ୍ରେମ କରିଥାନ୍ତି ସେମାନେ ବହୁତ ଭଲ ଭାବରେ ଜାଣିଛନ୍ତି।ବର୍ତ୍ତମାନ ଯେଉଁ ଘଟଣାଟି ଘଟିଛି ତାହା ସତରେ ବହୁତ ନିନ୍ଦନୀୟ ଅଟେ।ଜଣେ ମହିଳା ଅନ୍ୟ ପୁରୁଷ ଙ୍କ ପ୍ରେମ ରେ ପଡି ଯାଇଥିବାର ଦେଖିବାକୁ ମିଳିଛି। ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ ଏଭଳି ନିନ୍ଦନୀୟ କାମ କରୁଛନ୍ତି।
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ବିବାହିତ ହୋଇ ମଧ୍ୟ ପର ପୁରୁଷ ସହିତ ପ୍ରେମ ସମ୍ପର୍କ ରଖିଥିଲେ।ଏବଂ ସ୍ବାମୀ ଯେତେବେଳେ ଘରେ ନଥିଲେ ସେହି ସମୟରେ ତାଙ୍କ ପ୍ରେମିକ ଙ୍କ ସହିତ ଦେଖା କରୁଥିଲେ।ମହିଳା ଜଣଙ୍କ ପ୍ରେମିକ ଙ୍କୁ ଏକ ପଥର ସନ୍ଧି କୁ ଡାକି ରାସଲୀଳା କରୁଥିଲେ।
ରାସଲୀଳା କରୁଥିବା ସମୟରେ ସେଠାରେ କିଛି ଲୋକମାନେ ଦେଖି ଦେଇଥିଲେ।ଏବଂ ସେମାନେ ଧରା ପଡି ଯାଇଥିଲେ।ସ୍ବାମୀଙ୍କ ଆଖିରେ ଧୂଳି ଦେଇ ଏକ ଯୁବକ ଙ୍କୁ ଭଲ ପାଉଥିଲେ।ଏହି ପ୍ରେମ ଏତେ ବାଟ କୁ ବଢ଼ି ଯାଇଥିଲା ଯେ ଦୁଇ ଜଣଙ୍କ ମଧ୍ୟରେ ଶା-ରୀ-ରି-କ ସମ୍ପର୍କ ଗଢ଼ି ଉଠିଥିଲା।କିନ୍ତୁ ମହିଳା ଙ୍କ ସ୍ବାମୀ ଏ ବିଷୟରେ କିଛି ଜାଣି ନଥିଲେ କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଭାଇ ରାଲ ହେବାପରେ ମହିଳା ଙ୍କ ସ୍ବାମୀ ସବୁକିଛି ଜାଣି ସାରିଲେଣି।
ବର୍ତ୍ତମାନ ମହିଳା ଙ୍କୁ ତାଙ୍କ ସ୍ବାମୀ ଅନେକ କଟୁ କଥା କହିଛନ୍ତି।ଦର୍ଶକ ମାନେ ମଧ୍ୟ ଏହି ଘଟଣା ଦେଖିବା ପରେ ଛି ଛି କରିଛନ୍ତି।ଯେଉଁ ଲୋକମାନେ ସେମାନଙ୍କୁ ଦେଖିଥିଲେ ତାଙ୍କରି ଭିତରୁ ଜଣେ ଯୁବକ ଏହି ଦୃଶ୍ୟ କୁ ତାଙ୍କ ମୋବାଇଲ୍ ରେ ରେକର୍ଡ କରିଥିଲେ।ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ।ଯାହାକି ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.