Movie prime

ସାବଧାନ ମାତିଛନ୍ତି ଚୁମା ପାଗଳ, ମହିଳା ଙ୍କୁ ଏକା ପାଇ କରୁଛନ୍ତି ଅସଦାଚରଣ, ସିସିଟିଭି ରେ ଦେଖନ୍ତୁ ସେମାନଙ୍କ କାରନାମା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଆଉ ସୋସିଆଲ ମିଡିଆ ପାଇଁ କୌଣସି ଘଟଣା ମଧ୍ଯ ଆଉ ଅଛପା ହେଇ ରହୁ ନାହିଁ। ସବୁ ଘଟଣା ଖୁବ ଶୀଘ୍ର ଭାଇରାଲ୍ ହୋଇ ଯାଉଛି।
ବର୍ତ୍ତମାନ୍ ଆମେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ମାନେ ରାସ୍ତାରେ ଏକୁଟିଆ ଛିଡ଼ା ହେବା ପୁର୍ବରୁ ଅନେକ ଥର ଭାବିବେ।
ଆଜ୍ଞା ହଁ ଦେଖନ୍ତୁ ଏହି ଭିଡିଓ ଦେଖନ୍ତୁ କିଭଳି ରାସ୍ତାରେ ଜଣେ ମହିଳା ଠିଆ ହୋଇ ଫୋନ ରେ କଥା ହେଉଛନ୍ତି। ଆଉ ଠିକ ଏହି ସମୟରେ ଏକ ଯୁବକ ଆସି ତାଙ୍କୁ କିସ୍ କରି ଦଉଛି। ଏହି ଦୃଶ୍ୟ ଟି ମଧ୍ୟ ସିସି ଟିଭି କ୍ୟାମେରା ରେ କଏଦ ହୋଇଛି।
ମହିଲା ଜଣକ ସହ ଏଭଳି ବାତାବରଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଖେଳି ଯାଇଛି। କାରଣ ଯଦି ଦିନ ଦୁଇ ପ୍ରହରର ମହିଳା ଜଣକ ସହ ଯୁବକ ଜଣକ ଏଭଳି କରି ପାରୁଛନ୍ତି
ତେବେ ସେଠାରେ ଯେକୌଣସି ସମୟରେ କିଛି ମଧ୍ଯ ହୋଇ ପାରେ।ଯୁବକ ଜଣକ ଙ୍କ ଏହି ବ୍ୟବହାର ପାଇଁ ତାଙ୍କୁ ଖୋଜା ମଧ୍ୟ ଚାଲିଛି। ଯୁବକ ଜଣକ ଙ୍କ ଏଭଳି ବ୍ୟବହାର ପ୍ରତି କଠୋର ପଦକ୍ଷେପ ନିଆ ଯିବ ବୋଲି ମଧୟ କୁହା ଯାଇଛି।
ଏବେ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରଚୁର ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି। ଅନେକ ଲୋକ ମାନେ ମଧ୍ୟ ଏହାକୁ ଦେଖି ସାରିଲେଣି।
ସେମାନେ ମଧ୍ୟ ଯୁବକ ଜଣକ ଙ୍କ ଏଭଳି ବ୍ୟବହାର କୁ ଖୁବ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ ଦେଖିବା ପରେ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.