Movie prime

ମିଛ ପ୍ରଲୋଭନ ଦେଖାଇ ଯୁବତୀ ର ଇଜ୍ଜତ ଲୁଟିଲା ଯୁବକ ! ପରେ video ବି କରିଦେଲା viral

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏଭଳି ଘଟଣା ମାନ ଘଟୁଛି ଯାହାକୁ ଆପଣ ଆପଣଙ୍କ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ଏସବୁ ଘଟଣା ମାନ ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ଅଟେ।
ତେବେ ଆମେ ଆମର ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଅଥବା ପୋଲିସ ଙ୍କ ଉପରେ ନିର୍ଭର କରି ଥାଉ। କାରଣ ଆମ ମାନଙ୍କର ଏହା ବିଶ୍ବାସ ଥାଏ କି ସେମାନେ ଆମ ସହ କୌଣସି ପ୍ରକାର ର ଭୁଲ୍ ହେବା ପାଇଁ ଦେବେ ନାହିଁ।
Special Report
ହେଲେ ଆପଣ ମାନେ କେବେ ଭାବିଛନ୍ତି କି ଯେତେବେଳେ ଜଣେ ରକ୍ଷକ ହିଁ ଭକ୍ଷକ ସାଜିବ ସେତେବେଳେ ଲୋକ ମାନେ କେଉଁ ଆଡେ଼ ଯିବେ। ଏବେ ଆମେ ଆପଣଙ୍କୁ ଏଭଳି ହିଁ କିଛି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକି ଆପଣ ମାନେ ପୂର୍ବରୁ କେବେ ହେଲେ ମଧ୍ୟ ଶୁଣି ନଥିବେ।
ତେବେ ଜଣେ ପୋଲିସ୍ ଅଫିସର ଜଣେ ନାବାଳିକା ଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି। ସେ ଦୀର୍ଘ ପାଞ୍ଚ ବର୍ଷ ଧରି ଯୁବତୀ ଜଣକୁ ଦୁ-ଷ୍କ-ର୍ମ କରି ଆସୁଥିଲେ। ଆଉ ଏହାକୁ କେହି ଜାଣି ମଧ୍ଯ ପାରୁ ନଥିଲେ।
Special Report
ଯୁବତୀ ଜଣକ ବୟସ ସେତେବେଳେ ମାତ୍ର ୧୬ ବର୍ଷ ର ହୋଇଥିଲା। ଏହି ଘଟଣାଟି ହେଉଛି ଗୁଜୁରାଟ ର ଯାହାକି ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାକୁ ଲୋକ ମାନେ ବିଶ୍ବାସ ମଧ୍ୟ କରି ପାରୁ ନାହାଁନ୍ତି।
ଆଜ୍ଞା ହଁ ଏହି ପୋଲିସ୍ ଅଫିସର ଜଣକ ଯୁବତୀ ଙ୍କୁ ଦୀର୍ଘ ୫ ବର୍ଷ ହେବ ଦୁ-ଷ୍କ-ର୍ମ କରିବା ପରେ ତାଙ୍କୁ ଭିଡିଓ ମଧ୍ୟ ସୁଟିଂ କରି ରଖିଥିଲେ। ଆଉ ସେ ସେହି ଭିଡିଓ ମାଧ୍ୟମରେ ହିଁ ଯୁବତୀ ଜଣକୁ ବ୍ଲାକ ମେଲ କରୁଥିଲେ।
Special Report
ଯେତେବେଳେ ଯୁବତୀ ଜଣକ ବିବାହ ଠିକ ହୋଇ ଯାଇଥିଲା ସେତେବେଳେ ପୋଲିସ ଅଫିସର ଜଣକ ସେହି ଭିଡିଓ କୁ ଯୁବତୀ ଙ୍କ ହେବାକୁ ଯାଉଥିବା ସ୍ୱାମୀ ଙ୍କ ନିକଟକୁ ପଠାଇ ଦେଇଥିଲେ।
ଯାହା ଫଳରେ କି ଯୁବତୀ ଙ୍କ ବାହାଘର ଭାଙ୍ଗି ଯାଇଥିଲା। ଆଉ ଏକଥା ପରିବାର ଲୋକେ ଜାଣିବା ପରେ ଉକ୍ତ ପୋଲିସ ଅଫିସର ଜଣକ ନାମରେ ଥାନାରେ ଏତଲା ମଧ୍ୟ ଦେଇଥିଲେ। ଆଉ ଏବେ ସେହି ପୋଲିସ ଅଫିସର୍ ଜଣକୁ ଗିରଫ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.