Movie prime

ପୁଅ ଙ୍କ ହଷ୍ଟେଲ ରେ ପଶିଲା ପ୍ରେମିକା ଆଉ ନିଜ ପ୍ରେମିକ ରୁମ୍ ରେ ପଶି ରଖିଲା ସମ୍ପର୍କ, ପରେ ଧରାପଡ଼ିବା ପରେ ଯାହା ହେଲା...

 
Special Report
ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ପ୍ରେମିକ ଙ୍କ ବାପାଙ୍କ ସହ ପ୍ରେମିକା ଜଣଙ୍କ ଫେରାର ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବତୀ ପ୍ରେମିକର ପିତାଙ୍କ ପ୍ରେମରେ ପଡିଥିଲା।ଏହା ପରେ ଦୁହେଁ ଘରୁ ପଳାଇ ଯାଇଥିଲେ।ଯୁବତୀଙ୍କ ସମ୍ପର୍କୀୟମାନେ ଅପହରଣ ଅଭିଯୋଗ ଆଣିଛନ୍ତି। 
Special report
ତଦନ୍ତ କରାଯାଇ ପୁରା ଘଟଣା ବିଷୟରେ ପୋଲିସ ଜାଣିବାକୁ ପାଇଥିଲେ। ୧ ବର୍ଷ ପରେ ଦିଲ୍ଲୀରୁ ଯୁବତୀ ଏବଂ ପ୍ରେମିକର ବାପାଙ୍କୁ ପୋଲିସ ଖୋଜି ପାଇଥିଲେ।
ଉତ୍ତରପ୍ରଦେଶର କାନପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୂଚନାନୁସାରେ, କମଲେଶ ତାଙ୍କର ୨୦ ବର୍ଷର ପୁଅ ସହିତ ଅରୁଆରୁ କାନପୁରର ଚାକେରୀ ଅଞ୍ଚଳରେ କାମ ଖୋଜିବା ପାଇଁ ଆସିଥିଲେ।
Special Report
କମଲେଶଙ୍କ ପୁଅ ଘର ନିର୍ମାଣ କାମ କରୁଥିଲେ। ଏହି ସମୟରେ, ସେଠାରେ ରହୁଥିବା ୨୦ ବର୍ଷର ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ବେଳେବେଳେ ଯୁବତୀ ଜଣଙ୍କ ଭେଟିବା ପାଇଁ ଯୁବକଟିର ଘରକୁ ଯାଉଥିଲେ
 ପ୍ରେମିକ ଘରେ ନଥିଲେ ବାପା କମଲେଶଙ୍କ ସହ ଯୁବତୀଙ୍କ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା।ଧୀରେ ଧୀରେ ଯୁବତୀ ଜଣଙ୍କ ନିଜ ପ୍ରେମିକାର ପିତା କମଲେଶଙ୍କୁ ଭଲ ପାଇବା ଆରମ୍ଭ କରିଲେ।
Special report
ପୁଅ ଏ ବିଷୟରେ କିଛି ଜାଣି ନଥିଲେ।ମାର୍ଚ୍ଚ ମାସ ୨୦୨୨ ରେ କମଲେଶଙ୍କ ସହିତ ଯୁବତୀ ଫେରାର ହୋଇଗଲେ।କମଲେଶଙ୍କ ପୁଅ ଘରେ ଥିବା କାରଣରୁ ଯୁବତୀ ଙ୍କ ପରିବାର ଲୋକେ ତାଙ୍କୁ ସନ୍ଦେହ କରି ନଥିଲେ।
ଯୁବତୀଙ୍କ ସମ୍ପର୍କୀୟମାନେ ଠାକୁର ଥାନାରେ ଅଭିଯୋଗ କରିଥିଲେ। ନାବାଳିକା କୁଆଡେ ଯାଇଛନ୍ତି ପୋଲିସ ଏ ସମ୍ପର୍କରେ କୌଣସି ସୂଚନା ପାଇପାରି ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.