Movie prime

ହୋଲି ର ମଉକା ରେ ନିଜ ସୁନ୍ଦରୀ ଛାତ୍ରୀ ର ଦେହ ରେ ହାତ ମାରିଦେଲା ମାଷ୍ଟର, ପରେ ଭିଡିଓ କରି viral କଲେ ସହକର୍ମୀ,ପୋଲିସ ଦେଖି କଲା ଗିରଫ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଆମ ସମାଜ ଦିନକୁ ଦିନ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି କି ଆପଣ ମାନେ କଲ୍ପନା ମଧ୍ଯ କରି ପାରିବେ ନାହିଁ।
ତେବେ ଆପଣ ମାନେ ଜାଣିଥିବେ କି ଗୁରୁ ଶିଷ୍ୟ ର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ। ଏହି ସମ୍ପର୍କ ର ଆମ ସମାଜରେ ଏକ ଯଥେଷ୍ଟ ମହତ୍ତ୍ଵ ମଧ୍ୟ ରହିଛି। ଏହି ସମ୍ପର୍କକୁ ସମସ୍ତେ ସମ୍ମାନ ମଧ୍ୟ କରନ୍ତି।
Special report
ହେଲେ ଏବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ମାନଙ୍କ ରକ୍ତ ମଧ୍ୟ ଗରମ ହୋଇ ଯିବ। ଗୁରୁ ଜଣକ ତାଙ୍କର ଛାତ୍ରୀ ସହ ଏଭଳି କିଛି ବ୍ଯବହାର କରିଛନ୍ତି।
ଯାହାକି ଆପଣ ମାନେ ପୁର୍ବରୁ କେବେ ହେଲେ ମଧ୍ୟ ଦେଖି ନଥିବେ। ଏହି ଦୃଶ୍ୟ ମଧ୍ୟ ଦେଖିବା ପରେ ଆପଣ ମାନେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ରହି ଯିବେ।
ଏଭଳି ଏକ ଘଟଣା ଘଟି ଯାଇଛି ଉତ୍ତରପ୍ରଦେଶ ର ମୀର୍ଜାପୁର ସହରରେ। ସେଠାରେ ଏକ ଶିକ୍ଷକ ନିଜ ଛାତ୍ରୀ ଙ୍କୁ ଜାବୁଡ଼ି ଧରିଛନ୍ତି। ଏବଂ ଛାତ୍ରୀ ଜଣକ କୁ ଏଭଳି ଭାବରେ ଜାବୁଡ଼ି ଧରିଥିବା ଭିଡିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
Special Report
ଛାତ୍ରୀ ଜଣକ ଙ୍କୁ ଏଭଳି ଭାବରେ ଜାବୁଡ଼ି ଧରିବା ସମୟରେ ଛାତ୍ରୀ ଜଣକ ତାଙ୍କୁ ଛାଡ଼ି ଦେବା ପାଇଁ ମଧ୍ଯ ଚିତ୍କାର କରି କହିଛନ୍ତି।
ହେଲେ ଶିକ୍ଷକ ଜଣକ ତାଙ୍କ ଛାତ୍ରୀ ଙ୍କ କଥାକୁ ଶୁଣୁ ନାହାଁନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ରେ ପ୍ରସାରିତ ହେବା ପରେ ଜଣେ ବ୍ୟକ୍ତି ଏହାକୁ ସେୟାର କରିଥିଲେ।
ଏହାପରେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ଯ ହୋଇଥିଲା। ଏବେ ମଧ୍ୟ ଏହି ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ଶିକ୍ଷକ ଜଣକୁ ପୋଲିସ ଗିରଫ ମଧ୍ଯ କରିଛି। ଏବେ ଏହି ଶିକ୍ଷକ ଜଣକୁ ଉଚିତ ଦଣ୍ଡ ମଧ୍ଯ ଦିଆ ଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.