Movie prime

ଗର୍ଭବତୀ ଛେଳି କୁ ବି ଛାଡ଼ିଲେନି , ଖରାପ କାମ କରି ମାରିଦେଲେ

 
Uu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ମନରେ ଅନେକ ଭାବନା ବି ଆଣିବେ । ଏହି ଭିଡିଓରେ ଲୋକମାନେ ଜାଣିପାରିବେ ଜଣେ ଏଭଳି ଦେହଜିବୀ ଯିଏ କି ନିଜ ଦେହ ସୁଖ ପାଇଁ ପଶୁ କୁ ବି ଛାଡ଼ିଲା ନାହିଁଏବେ ଏହି ଘଟଣାଟି ହେଉଛି କି ଯୁବକ ଜଣକ ତାର ଦେହ ସୁଖ ମେଣ୍ଟାଇବା ପାଇଁ ଭୁଲି ଗଲା ସେ ଗୋଟେ ପଶୁ ସହ ଏଭଳି କରୁଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଯୁବକ ଜଣକ କେମିତିକା ମଣିଷ ହୁଏ କି ଛେଳିକୁ ଛାଡ଼ିଲା ନାହିଁ ।
ଏହି ବ୍ୟକ୍ତି ଜଣକ ନାମ ହେଉଛି ବସନ୍ତ । ସେହି ବସନ୍ତ ଛେଳିକୁ ଲଗାତାର ଦୁ-ଷ୍କ-ର୍ମ କରିଥିଲା । ସେହି ଛେଳିଟି ଗର୍ଭବତୀ ଥିଲା । ସେହି ବ୍ୟକ୍ତି ବସନ୍ତ ତାର ଦେହର ସୁଖ ବା ଦେହର ଉତ୍ତେଜନା ମେଣ୍ଟାଇବା ପାଇଁ ଶେଷରେ ପଶୁ ସହ କରିଲା ପାଶବିକତା ।
ସେହି ଛେଳିଟି ମାଲିକାଣୀର ଗୁହାଳରେ ଶୋଇଥିଲା । ଆଉ ହଠାତ୍ ରାତି ସମୟରେ ଛେଳିର ଶବ୍ଦ ଶୁଭିଥିଲା । ଆଉ ସେହି ଶବ୍ଦ ଶୁଣି ମାଲିକାଣୀ ଗୁହାଳକୁ ଯାଇଥିଲେ । ସେଠାରେ ଦେଖିଥିଲେ ତାଙ୍କ ଛେଳିକୁ ସେହି ଗ୍ରାମର ଜଣେ ଯୁବକ ଦୁ-ଷ୍କ-ର୍ମ କରୁଛି ।
ଏହି ଘଟଣା ହେଉଛି ବାଲେଶ୍ଵର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ଖଇରା ଗ୍ରାମରେ । ଏହି ଗ୍ରାମର ୨୯ ବର୍ଷୀୟ ଯୁବକ ବସନ୍ତ ଏଭଳି ଖରାପ ଆଉ ନିନ୍ଦନୀୟ କାମ କରିଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । 
ଏହି ଛେଳିଟିକୁ ଏଭଳି ଦୁ-ଷ୍କ-ର୍ମ କରାଯାଇଛି ସେ ଶେଷରେ ମୃ-ତ୍ୟୁବରଣ କରିଛି । ଏହି ଛେଳିଟି ଗର୍ଭବତୀ ଥିଲା । ଆଉ ଗର୍ଭବତୀ ଅବସ୍ଥାରେ ଛେଳି ଥାଇ ମଧ୍ଯ ସେହି ଯୁବକ ତାଙ୍କ ସହ ଦୁ-ଷ୍କ-ର୍ମ କରିଲା। ଆଉ ଶେଷରେ ପ୍ରାଣୀ ଚିକିତ୍ସାଳୟ ନେବା ବେଳେ ସେ ତାର ପ୍ରାଣ ହରାଇଲା ।
ଏହି ଯୁବକ ଜଣକ ନାଁରେ ଏବେ ସେହି ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଏବେ ଏହି ଘଟଣାର ତଦନ୍ତ ଚାଲିଛି ।