Movie prime

ପର ପୁରୁଷ ଧରି ଶୋଇଥିଲି ହେଲେ ଭାଗ୍ୟ ଖରାପ ସ୍ଵାମୀ ଟା ଦେଖି ଦେଲା , ଏବେ ଆଉ ମତେ ଘରେ ରଖୁ ନାହାନ୍ତି

 
Yh
କୁହାଯାଏ ଯେ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ।କିନ୍ତୁ ଏହି ପବିତ୍ର ସମ୍ପର୍କ କୁ ବଦନାମ କରି ଦେଇଛନ୍ତି ଜଣେ ମହିଳା। ସାମାନ୍ୟ ଝଗଡ଼ା କୁ ନେଇ ଘଟିଛି ଏଭଳି ଘଟଣା ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।
ସ୍ବାମୀ ସୋଇଥିବା ଅବସ୍ଥାରେ କିରୋସିନି ପକାଇ ନିଆଁ ଲଗାଇ ଦେଇଥିଲେ।ତେବେ ଏଭଳି ଏକ ଜଘନ୍ୟ କାଣ୍ଡ କଟକ ଜିଲ୍ଲା ସାଲେପୁର ବ୍ଲକ୍ ପାଗଳା ଫାଣ୍ଡି ଅଧୀନ ମହାଦୁଲା ଗ୍ରାମରେ ଦେଖିବାକୁ ମିଳିଛି।
ଏହି ଗ୍ରାମର ତ୍ରିଜୟ ଦାସ ସ୍ତ୍ରୀ ପ୍ରିୟଙ୍କା ଦାସ ଙ୍କ ସହିତ ବେଶ୍ ହସଖୁସିରେ ଜୀବନ ବିତାଉଥିଲେ।କିନ୍ତୁ ଦୀର୍ଘ ୧୮ ବର୍ଷ ଧରି ବୈବାହିକ ଜୀବନ ବିତାଉଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ନଥିଲା।
ଏପଟେ ସ୍ତ୍ରୀ ର ପରକ୍ରୀୟା ପ୍ରୀତି ଥିଲା ବୋଲି ସ୍ଵାମୀ ଙ୍କୁ ଏ ବିଷୟରେ ଜଣା ନଥିଲା।ଯେତେବେଳେ ସ୍ବାମୀ ଏହି ବିଷୟରେ ଜାଣିବାକୁ ପାଇଲେ ସେବେ ଠୁ ହିଁ ସ୍ବାମୀ ସ୍ତ୍ରୀ ଭିତରେ ଝଗଡ଼ା ଲାଗି ରହିଥିଲା।ଆଉ ଏହି ଝଗଡ଼ା ତ୍ରିଜୟ ପାଇଁ କାଳ ରୂପ ଧାରଣ କରିଲା।
ଆଉ ନିଜ ସ୍ତ୍ରୀ ପାଲଟିଗଲେ ସ୍ବାମୀ ପାଇଁ ରାକ୍ଷସୀ।ସ୍ବାମୀ ସୋଇଥିବା ଅବସ୍ଥାରେ କିରୋସିନି ନେଇ ଢାଳି ଦେଇଥିଲେ। ଏହାପରେ ନିଆଁ ଲଗାଇ ଦେଇଥିଲେ।
ନିଆଁ ଲାଗିଲା ପରେ ତ୍ରିଜୟ ଚିତ୍କାର କରି ଉଠିଲେ।ଚିତ୍କାର ଶୁଣି ଆଖପାଖରେ ଥିବା ପଡୋଶୀ ମାନେ ଧାଇଁ ଚାଲି ଆସିଥିଲେ।ଅର୍ଦ୍ଧ ନ-ଗ୍ନ ଅବସ୍ଥାରେ ତ୍ରିଜୟ ଙ୍କୁ ଉଦ୍ଧାର କରିଥିଲେ।ପ୍ରଥମେ ସାଲେପୁର ମେଡିକାଲ୍ କୁ ନେଇଥିଲେ।ସେଠାରେ ଅବସ୍ଥା ସଙ୍କଟପୂର୍ଣ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆ ଯାଇଛି
ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।ତ୍ରିଜୟ ଙ୍କ ବଡ଼ ଭାଉଜ ଥାନାରେ ପ୍ରିୟଙ୍କା ଦାସ୍ ଙ୍କ ନାମରେ ଅଭିଯୋଗ କରିଛନ୍ତି।
ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.