Movie prime

ପେଟ ଭିତରେ ରହିଗଲା ମୋବାଇଲ...୨୦ ଦିନ ପରେ ଯୁବକ ସହ ଯାହା ହେଲା..

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜେଲ ଭିତରେ କରିଥାନ୍ତା ମୋବାଇଲ ୟୁଜ। ହେଲେ ପୋଲିସ ଭୟରେ ଫୋନ ଗିଳି ଦେଇଥିଲା ଚୋର। ସେ ଭାବିଥିଲା କି ଫୋନ ଟି ତାର ମଳଦ୍ୱାର ପଟେ
ବାହାରିଯିବ ବୋଲି ମାତ୍ର ଇଣ୍ଟେଷ୍ଟାଣ୍ଟ ରେ ଫସି ଯାଇଥିଲା ଏହି ଫୋନ। କଥାରେ ଅଛି କି ପୋଲିସ ଯେତେ ଚାଲାକ୍ ହେଲେ ମଧ୍ୟ ପୋଲିସ ଆଉ ଦୁଇ ପାଦ ଆଗରେ ବୋଲି। ହେଲେ ସତକଥା ହେଉଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ।
Hh
ଘଟଣା ଏଭଳି ଘଟି ଯାଇଛି କି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ। କର୍ଣ୍ଣାଟକ ର ଶିବମୋଗା ଜେଲ ରେ ଜଣେ ହ-ତ୍ୟା ଅଭିଯୁକ୍ତ ଚାଲାକି କରି ଜେଲ ଭିତରକୁ ମୋବାଇଲ ନେଇ ଯାଇଥିଲା।
ହେଲେ ପୋଲିସ କୁ ଏହା ଲୁଚାଇବାକୁ ଯାଇ ବାଧ୍ୟ ହୋଇ କିପ୍ୟାଡ ମୋବାଇଲ କୁ ଗିଳି ଦେଇଥିଲା। ଯଦିଓ ସେ ଭାବିଥିଲା କି ଏହି ମୋବାଇଲ ଟି ମଳଦ୍ୱାର ବାଟେ ବାହାରି ଯିବ ବୋଲି ମାତ୍ର ଏହା ସମ୍ଭବ ହୋଇ ନଥିଲା। ଶେଷରେ ୨୦ ଦିନ ପରେ ଅପରେସନ ହୋଇଥିଲା।
ସୁଚନା ମୁତାବକ ଅଭିଯୁକ୍ତ ର ନାମ ହେଉଛି ପର୍ଶୁରାମ। ଯାହାର ବୟସ ମଧ୍ଯ ପାଖାପାଖି ୩୮ ବରାହ ହେବ।ମୋବାଇଲ ଗିଲିବାର କିଛିଦିନ ପରେ ତାର ପେଟ ଦରଜ ହେବା ଆରମ୍ଭ ହୋଇ ଯାଇଥିଲା। ଧୀରେ ଧୀରେ ଏହି କଷ୍ଟ ମଧ୍ୟ ତା ପାଇଁ ଅସହ୍ୟ ହୋଇ ଯାଇଥିଲା।
H
ଏତେ କଷ୍ଟ ପରେ ମଧ୍ୟ ସେ ପୋଲିସ କର୍ତ୍ତୃପକ୍ଷ ଙ୍କୁ ମୋବାଇଲ ଗିଳି ଥିବା ନେଇ କିଛି ଜଣାଇ ନଥିଲା। ହେଲେ ଯନ୍ତ୍ରଣା ଅସହ୍ୟ ହେବା ପରେ ପୋଲିସ ତାକୁ ନେଇ ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଥିଲା।
ହେଲେ ସେଠାରେ ସମସ୍ୟାର ସମାଧାନ ନ ହେବାରୁ ବାଙ୍ଗାଲୋର ଭିକ୍ଟୋରିଆ ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଡ଼ାକ୍ତର ପରୀକ୍ଷା ନିରୀକ୍ଷା ଓ ଅଲଟ୍ରାସାଉଣ୍ଡ କରିବା ପରେ ଜାଣିବାକୁ
ପାଇଥିଲେ କି ପେଟରେ ତାଙ୍କର କୌଣସି ପ୍ରକାରର ଏକ ଇଲେକ୍ଟ୍ରୋନିକ ଡିଭାଇସ୍ ରହିଛି। ଯାହା ଫଳରେ କି ତାଙ୍କର ଏଭଳି ଯନ୍ତ୍ରଣା ହେଉଛି। ଏହାପରେ ୭୫ ମିନିଟ ଅସ୍ତ୍ରପ୍ରଚାର ପରେ ଏହି ମୋବାଇଲ ଟି ବାହାରି ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.