Movie prime

ସେଦିନ ମୋବାଇଲ ରେ ପ୍ରେମିକା ସହ ପ୍ରେମାଳାପ କରୁଥିବା ବେଳେ ଅଚାନକ ଏମିତି କଣ ହେଲା ଯେ ପ୍ରେମିକ ର ମୁଣ୍ଡ ଦୁଇ ଫାଳ ହୋଇଗଲା...

 
Special Report
ନମସ୍କାର ପାଠକ ବନ୍ଧୁ।ବିପଦ କେତେବେଳେ ଆସେ ତାହା କେହି ବି ଜାଣି ନାହାନ୍ତି।ଯିଏ ଯେତିକି ଦିନ ପାଇଁ ଜନ୍ମ ହୋଇ ଥାଏ ସେ ନିଶ୍ଚିତ ରୂପେ ସେତିକି ଦିନ ପାଇଁ ବଞ୍ଚି ଥାଏ।ବର୍ତ୍ତମାନ ସମୟ ରେ କମ୍ ବୟସ ର ପିଲା ମାନେ ଅଧିକ ମୃ-ତ୍ୟୁ ବରଣ କରୁଛନ୍ତି।
Special report
ହଟାତ ଏପରି କିଛି ବିପଦ ଆସି ଯାଉଛି ଯେଉଁଥିପାଇଁ ତାଙ୍କୁ ଏହି ଦୁନିଆ ଛାଡି ଯିବା ପାଇଁ ପଡୁଛି।ଏମିତି କିଛି ଘଟଣା ଘଟିଛି ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳ ରେ।ଏଠାରେ ୧୮ ବର୍ଷୀୟ ଦୁଇ ଜଣ ଯୁବକ ମୋବାଇଲ ଫୋନ୍ ରେ କଥା ହେଉଥିବା ସମୟ ରେ ତାଙ୍କ ଫୋନ୍ ଟି ଜଳି ଗଲା।
ସୂଚନା ଅନୁସାରେ ଘଟଣା ଦିନ ମନୋଜ ଓ ମନୋରଞ୍ଜନ ଦୁଇ ଜଣ ଧାନ ବିଲ ରେ ବସିଥିଲେ।ଉଭୟ ନିଜ ପ୍ରେମିକା ସହିତ ଫୋନ୍ ରେ କଥା ହେଉଥିଲେ।କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟିବ ଯାହାକୁ କି ସେମାନେ କେବେ ବି ଭୁଲି ପାରିବେ ନାହି।
ଉଭୟ ମନୋଜ ଓ ମନୋରଞ୍ଜନ ଙ୍କ ବୟସ ୧୮ ବର୍ଷ ହେବ।ହଟାତ ଆକାଶ ରେ ଜୋରେ ଘଡଘଡି ଶବ୍ଦ ହୋଇ ଥିଲା।ଏହି ଘଡ ଘଡି ଆସି ମନୋରଞ୍ଜନ ଉପରେ ପଡ଼ି ଥିଲା।ଏହା ପରେ ତାଙ୍କ ଫୋନ୍ ଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା।
Special report
ମନୋରଞ୍ଜନ ତଳକୁ ଛିଟିକି ହୋଇ ପଡ଼ି ଥିଲେ।ଓ ମନୋଜ ର ମୁଣ୍ଡ ରେ ଘଡଘଡି ପଡ଼ିବା ପରେ ସେ ମଧ୍ୟ ଗୁରୁତର ଆହତ ହୋଇ ଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଥିଲା।
କିନ୍ତୁ ମନୋରଞ୍ଜନ ଙ୍କ ର ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଥିଲା।ମନୋଜ ର ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ବଡ ମେଡିକାଲ୍ ରେ ଭର୍ତି କରା ଯାଇଥିଲା।ମନୋରଞ୍ଜନ କେବେ ବି ଭାବି ନ ଥିଲା କି ତା ମୁଣ୍ଡ ଉପରେ ଏମିତି କିଛି ଛିଡି ପଡିବ।
ଯାହା ଫଳ ରେ ତାର ଜୀବନ ଚାଲି ଯିବ।ଯେ କେହି ବି ଏ ଘଟଣା ବିଷୟରେ ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଛି।ଏତେ କମ୍ ବୟସ ର ପିଲା ଦୁଇ ଜଣ ଙ୍କ ସହିତ ଏପରି କିଛି ଘଟି ଗଲା ଯାହାକୁ କେହି ବି ବିଶ୍ଵାସ କରି ପାରୁ ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.