Movie prime

ଶିବରାତ୍ରି ରେ ଆଶା ଆଉ ଅଙ୍ଗନୱାଡ଼ି କର୍ମୀ ଙ୍କୁ ମୋଦି ଦେଲେ ଭେଟି, ହେଇଗଲେ ମାଲାମାଲ

 
Hdhdh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ଯାହାକି ଅଙ୍ଗନୱାଡି କର୍ମୀଙ୍କ ପାଇଁ ଆସିଲା ବଡ଼ ଘୋଷଣା। ସରକାର ଦେଲେ ବଡ଼ ନିଷ୍ପତି ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ଼ ଖୁସି ଖବର ପୁଣି ବହୁତ ଶୀଘ୍ର ହେବଦାବି। ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆଶା ଆଉ ଅଙ୍ଗନବାଡି କର୍ମୀଙ୍କୁ ଶିବ ରାତ୍ରି ଭେଟି ଦେଇଛନ୍ତି। ଏବଂ ସେଠାରେ ଅନେକ ଲୋକମାନେ ଉପସ୍ଥିତ ଥିଲେ। ତେବେ ସେମାନଙ୍କ ବିଶାଳ ରାଲି ଯୋଗୁ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ଚକା ଜାମ୍ ହୋଇଥିଲା। 
ସାଧାରଣ ଜନତା ମଧ୍ୟ ହଇରାଣ ହେଲେ ତାପରେ ସରକାରଙ୍କ ଚେତା ପଶିଲା। ଖୋଦ ଶାସନ ସଚିବ ଆଲୋଚନା କରି ପ୍ରତିଶୃତି ଦେଲେ ପରେ ଆନ୍ଦୋଳନ ସ୍ଥଗିତ ରଖିଛି ବୋଲି ଅଲ ଓଡିଶା ଲେଡ଼ିଜ ଅଙ୍ଗନୱାଡି ଆଶୋସିଏସନ ପକ୍ଷରୁ ସୂଚନା ମିଳିଛି। ତେବେ ସଙ୍ଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀକୁ ଭେଟିବା ଚାଲ ଅଭିଯାନ ଡାକରା ଦିଆ ଯାଇଥିଲା। ହଜାର ହଜାର ସଂଖ୍ୟକ ଅଙ୍ଗନୱାଡି କର୍ମୀ ଓ ସକାଳୁ ଠୁଳ ହୋଇଥିଲେ।
ଅଟକାଇ ଥିଲା ବହୁତ ପୋଲିସ ମାନେ ଧାଡ଼ି ବାନ୍ଧି ଛିଡ଼ା ହୋଇ ଅଙ୍ଗନୱାଡି କର୍ମୀ ମାନଙ୍କ ବାଟ ଅଟକାଇଥିଲେ। କର୍ମୀଙ୍କ ଶୋଭାଯାତ୍ରା ଏତେ ଲମ୍ବା ଥିଲା ଯେ ପୁରା ଜନପଥ ନାଲି ହୋଇଯାଇଥିଲା। ସଭା ଯାତ୍ରାର ସୁମିତ୍ରା ମହାପାତ୍ର ଓ ସାଧାରଣ ସମ୍ପାଦକ ଝୁନୁ ପମା ଶତପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅପରାହ୍ନରେ ଲୋକସଭା ଭବନକୁ ଯାଇଥିଲେ। 
ସେଠାରେ ମୁଖ୍ୟ ସାଚନ ସଚିବ ସୁରେଶ ଚନ୍ଦ୍ର ସହିତ ଆଲୋଚନା କରିଥିଲେ ଯେ ଆନ୍ଦୋଲନ ଫେବୃଆରୀ ଯାଏ ସ୍ଥଗିତ ରଖିବା ପାଇଁ। ଏବଂ ଆଶା କରାଯାଉଛି ଯେ ମୁଖ୍ୟ ଶାସନ ସଚିବ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢିବା ନେଇ ଆଲୋଚନା କରିବେ। ତେବେ ବନ୍ଧୁଗଣ ଅଙ୍ଗନୱାଡିକର୍ମୀଙ୍କୁ ଭେଟି ଦେଲେ ପ୍ରଧାମନ୍ତ୍ରୀ। ଯାହାକି ତାଙ୍କର ଏହି ଭେଟିଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.