Movie prime

ଦିନ ଥିଲା ଶାଶୁ ମାରୁଥିଲେ ବିଧା ଗୋଇଠା,ଏବେ କଲେକ୍ଟର ହୋଇ ଦେଖାଇଲେ ଜଲୱା...

 
Hhh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିନେ ମାଡ଼ ଖାଇ ଦିନ କଟୁଥିଲା,କିନ୍ତୁ ବର୍ତମାନ ଅନ୍ୟ ମାନଙ୍କୁ ବଞ୍ଚାଉଛନ୍ତି।ଶାଶୁ ଠାରୁ ମାଡ଼ ଖାଉଥିବା ବୋହୂ ଏବେ ସାରା ଜିଲ୍ଲାର କଲେକ୍ଟର ମାଡ଼ାମ୍ ହୋଇଛନ୍ତି।
ସେଦିନ ର ନାକ କାନ୍ଦୁରି ବୋହୂ ଆଜି ଆଇଏଏସ ଅଫିସର ଅଟନ୍ତି।ଆ-ତ୍ମ-ହ-ତ୍ୟା କରିବାକୁ ଯିବା ବେଳେ ବଞ୍ଚିବାର ବାଟ ପାଇଗଲେ।ମଣିଷ ଙ୍କୁ ଭଗବାନ ଏଭଳି ଶକ୍ତି ଦେଇଛନ୍ତି ଯେ ତା ପାଇଁ କିଛି ବି ଅସମ୍ଭବ ନୁହେଁ।
Yt
ଏ ସଂସାର ରେ ସବୁକିଛି ସମ୍ଭବ। ଯାହାର ଉଦାହରଣ ହେଉଛନ୍ତି ଜଣେ ମହିଳା।ଏହି ମହିଳା ଜଣଙ୍କ ଦିନେ ଶାଶୁ ଶଶୁର ଙ୍କ ଠାରୁ ନି-ର୍ଯା-ତ-ନା ପାଉଥିଲେ କିନ୍ତୁ ଏବେ ଅନ୍ୟ ମାନଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି। ଦିନେ କାନ୍ଦି କାନ୍ଦି ତାଙ୍କ ଆଖିରେ ଲୁହ ସୁଖୁ ନଥିଲା।
କିନ୍ତୁ ଏବେ ଅନ୍ୟ ମାନଙ୍କର ଲୁହ ପୋଛି ଦେଉଛନ୍ତି।ଶାଶୁ ଘରେ ମାଡ଼ ଖାଉଥିବା ବୋହୂ ଏବେ ବଡ଼ ବଡ଼ ଗୁଣ୍ଡା ମାନଙ୍କୁ ଦଣ୍ଡ ଦେଉଛନ୍ତି।ଶାଶୁ ଆଗରେ ମୁହଁ ଖୋଲି କଥା ପଦେ କହିବାକୁ ସାହାସ କରି ନଥିବା ଝିଅ ଆଜି ସାର ଜିଲ୍ଲାର ଲୋକମାନଙ୍କ ପାଇଁ ଲଢେଇ କରୁଛନ୍ତି।
Vv
କଠିନ ପରିଶ୍ରମ କରି ଧର୍ଯ୍ୟ ଧରି ଏସବୁ ସମ୍ଭବ ହୋଇପାରିଛି।ସବିତା ପ୍ରଧାନ ଙ୍କ ଏହି କାହାଣୀ ଏବେ ଅନ୍ୟ ମାନଙ୍କୁ ପ୍ରେରଣା ଦେଉଛି।ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି ସବିତା ପ୍ରଧାନ।
ମାତ୍ର ୧୬ ବର୍ଷ ବୟସରେ ବିବାହ କରି ଦୁଇଟି ପିଲାର ମାଆ ହୋଇଥିଲେ।ଆଉ ୨୦ ବର୍ଷ ବେଳକୁ ଶାଶୁ ଘରେ ସେ ନି-ର୍ଯା-ତ-ନା ସହି ଜୀବନ ପ୍ରତି ଆଶା ହରାଇ ଦେଇଥିଲେ।ପାଠ ପଢ଼ାଇବା ପାଇଁ ଆଶା ଦେଇ ଶାଶୁ ଘର ଲୋକେ ପାଠ ପଢ଼ାଇ ନଥିଲେ।
ଓଲଟି ତାଙ୍କୁ ମାଡ଼ ଦେଇ ଡରେଇ ରଖିଥିଲେ।ଏହା ଦେଖି ଆ-ତ୍ମ-ହ-ତ୍ୟା କରିବାକୁ ଉଦ୍ୟମ କରିଥିଲେ।ତାଙ୍କ ଶାଶୁ ଏହା ସବୁ ଦେଖୁଥିଲେ ମଧ୍ୟ ବଞ୍ଚାଇବା ପାଇଁ ଆସି ନଥିଲେ।ଏହା ଦେଖି ସବିତା ବହୁତ ରାଗି ଯାଇଥିଲେ।
ଏବଂ ନିଜ ପିଲାଙ୍କୁ ଧରି ସେଠାରୁ ଚାଲି ଆସିଥିଲେ।
ଦିନ ରାତି ପରିଶ୍ରମ କରି ସବିତା ପ୍ରଧାନ ବର୍ତମାନ କଲେକ୍ଟର ହୋଇ ପାରିଛନ୍ତି।ଏବଂ ଅନ୍ୟ ଙ୍କୁ ସାହାର୍ଯ୍ୟ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.