Movie prime

୧୦ ମାସ ର ଝିଅ କୁ ଛାଡ଼ି ଯୁଦ୍ଧ କୁ ଯାଉଚି ମା. ଭିଡିଓ ଦେଖିଲେ କାନ୍ଦି ପକେଇବେ...

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ଦେଖୁଥିବେ।
Special report
କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି।ଭାରତୀୟ ସେନା ମାନଙ୍କ ନାଁ ଶୁଣିଲେ ଶତ୍ରୁ ମାନେ ଭୟଭୀତ ହୋଇ ପଡନ୍ତି। 
କେତେବେଳେ ୫୦ ଡିଗ୍ରୀ ଟେମ୍ପ୍ରେଚର୍ ତ କେତେବେଳେ ମାଇନସ ୫୦ ଡିଗ୍ରୀ ରେ ସବୁ କଷ୍ଟ କୁ ସହି ସୁରକ୍ଷା ଦେଇଥାନ୍ତି ଆମ ଦେଶ କୁ।ଯବାନ ମାନେ ଖରା ବର୍ଷା ଆଉ ଶୀତ କୁ ସହି ସୀମା ଜଗିଛନ୍ତି ବୋଲି ଆମ ଦେଶବାସୀ ମାନେ
ଶାନ୍ତି ରେ ସୋଇ ପାରୁଛୁ।କେତେବେଳେ ସୀମା ରେ ଯବାନ ଗୁଳି ଖାଉଛନ୍ତି ତ ଆଉ କେତେବେଳେ ଛାତି ଥରା ଆକ୍ରମଣର ଶିକାର ହେଉଛନ୍ତି।
Special report
ତଥାପି ଧର୍ଯ୍ୟ ଆଉ ସାହସ ର ସହିତ ଲଢେଇ କରୁଛନ୍ତି ସାହସୀ ଯବାନ ମାନେ।ଯୁଗ ବଦଳିବା ସାଙ୍ଗକୁ ଆଜିକାଲି କେବଳ ପୁରୁଷ ମାନେ ଆର୍ମି ରେ ଯୋଗ ଦେଉଛନ୍ତି ତାହା ନୁହଁ,ଆଜିବି ଅନେକ ମହିଳା ମାନେ ଆର୍ମି ରେ ଯୋଗ ଦେଲେଣି।
ଛୁଟି ସରି ଯାଇଛି।ପୁଣି ନିଜ କର୍ମକ୍ଷେତ୍ର କୁ ବାହାରି ପଡିଛନ୍ତି ଜଣେ ମହିଳା ଯବାନ।ଆଖିରେ ଆଖିଏ ଲୁହ ଚାପି ରଖି ଦେଶ ସେବା କରିବା ପାଇଁ ପରିବାର ଲୋକଙ୍କୁ ଛାଡ଼ି ପୁଣି ବାହାରି ପଡିଛନ୍ତି।
ଏକ କୁନି ପିଲାଟି ଯିଏକି ଦୁନିଆକୁ ଭଲ ରେ ଜାଣିନାହିଁ।ତାକୁ ବୁଝାଇ ଯବାନ ମା ଜଣଙ୍କ କହୁଛନ୍ତି ଦୁଷ୍ଟ ହେବନାହିଁ।ସମସ୍ତଙ୍କ କଥା ମାନିବୁ।ମହିଳା ଯବାନ ଙ୍କ ନାମ ହେଉଛି ବର୍ଷା।ସେ ଆଜି ତାଙ୍କ ପରିବାର ଆଉ ଛୁଆଙ୍କୁ ଛାଡି ଦେଶ ସେବା କରିବା ପାଇଁ ବାହାରି ପଡିଛନ୍ତି।
ଘରୁ ବାହାରି ଯାଉଥିବା ବେଳେ ମହିଳା ଜଣଙ୍କ ନିଜ ପିଲାକୁ ଧରି ଭୋ ଭୋ ହୋଇ କାନ୍ଦୁଥିଲେ।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.