Movie prime

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଓଡ଼ିଆ କମେଡିଆନ Mr Gulua ଦେଖନ୍ତୁ ମନ୍ଦିରରେ ହେଲା ବିବାହ ସମ୍ପନ୍ନ

 
Gulua
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣିପାରିବେ । ଆପଣମାନେ ଅନେକ ୟୁଟ୍ୟୁବରମାନଙ୍କ ବିଷୟରେ ମଧ୍ୟ ଅନେକ ଖବର ସୋସିଆଲ ମିଡିଆରେ ଜାଣି ପାରୁଥିବେ ।
Gulua
ଆପଣମାନେ ସମସ୍ତେ ତ କମେଡିଆନ୍ ଗୁଲୁଆଙ୍କୁ ଜାଣିଥିବେ । ଏହି ବ୍ୟକ୍ତି ଜଣକ ଅନେକ କମେଡି ଭିଡିଓ କରିଛନ୍ତି । ସେ ତାଙ୍କ କମେଡି ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।
ଆପଣମାନେ ସମସ୍ତେ ତ ଜାଣିଥିବେ କି ମିଷ୍ଟର ଗୁଲୁଆ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିଲେ । ଆଉ ସେ ବିବାହ ମଧ୍ଯ କରି ସାରିଲେଣି । ମିଷ୍ଟର ଗୁଲୁଆ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି ।
ଆପଣମାନଙ୍କର ପ୍ରିୟ କମେଡିଆନ୍ ମିଷ୍ଟର ଗୁଲୁଆ ଆଜି ବାହା ହୋଇ ଯାଇଛନ୍ତି । ତାଙ୍କ ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିଜ ବାହାଘରକୁ ନେଇ ଆଗରୁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମିଷ୍ଟର ଗୁଲୁଆ । ଏବେ ଏଭଳି ଭିଡିଓ ସାମ୍ନାକୁ ଆସିଛି ।
Viral video
ଏହି ଭିଡିଓରେ ମିଷ୍ଟର ଗୁଲୁଆ ଆଉ ତାଙ୍କ ବାନ୍ଧବୀ ବର୍ଷା ବର ଆଉ କନ୍ୟା ବେଶରେ ଅଛନ୍ତି । ସେମାନଙ୍କର ବିବାହ ହେଉଛି । ସେମାନେ ଏକ ମନ୍ଦିରରେ ବିବାହ ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ।
ଏବେ ତାଙ୍କର ଏହି ଭିଡିଓ ଦେଖି ଫ୍ୟାନ୍ସମାନେ କହୁଛନ୍ତି କି କାହିଁକି ଏଭଳି ଲୁଚି କରି ମିଷ୍ଟର ଗୁଲୁଆ ବିବାହ କରିଲେ । ବାହାଘର ଯୋଡ଼ାରେ ଦୁଇଜଣ ରହିଛନ୍ତି ଆଉ ତାଙ୍କର ବିବାହ ମଧ୍ୟ ସରିଛି । ସେମାନେ ବେଦୀ ଉପରେ ମଧ୍ୟ ଫଟୋ ଉଠାଇଥିଲେ ।
ବର୍ଷା ସବୁବେଳେ ମିଷ୍ଟର ଗୁଲୁଆଙ୍କୁ ପ୍ରେରଣା ଆଉ ସାହସ ଦିଅନ୍ତି ବୋଲି ଗୁଲୁଆ କହିଥିଲେ । ଏକ ମନ୍ଦିରରେ ବିବାହ କରିଛନ୍ତି ଏହି ଦମ୍ପତ୍ତି । ଗୁଲୁଆ ଆଉ ବର୍ଷା ଅନେକ ଦିନ ହେବ ଏକାଠି ଥିଲେ । ଆଉ ସେମାନେ ଲୋକମାନଙ୍କୁ ଅନେକ କମେଡି ଭିଡିଓ ଭେଟି ଦେଇଛନ୍ତି ।
ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ଏବେ ଏହି ମିଷ୍ଟର ଗୁଲୁଆ ଆଉ ବର୍ଷା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କେଉଁ ମନ୍ଦିରରେ ସେମାନେ ବିବାହ କରିଛନ୍ତି ତାହା ଜଣାପଡି ନାହିଁ । ବିବାହକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ମିଷ୍ଟର ଗୁଲୁଆ ।