Movie prime

କାନ୍ଦି କାନ୍ଦି ମୁଁହ ଖୋଲିଲେ ଅଭିନେତ୍ରୀ ରୂପଶ୍ରି ଦେଖନ୍ତୁ ମନୋଜ ମିଶ୍ର ଖୋଜନ୍ତି ଝିଅ ମାନଙ୍କ ଦେହ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଗଣମାଧ୍ୟମ ଆଗରେ ରୁପଶ୍ରୀ କହିଛନ୍ତି ଯେ, ମନୋଜ ମିଶ୍ରଙ୍କ ପାଇଁ ସେ ଅନେକ କାନ୍ଦିଛି। ଗୋଟିଏ ଝିଅ ହିସାବରେ ତାଙ୍କଠାରୁ ବହୁତ ହାରାସ ହୋଇଛନ୍ତି ରୁପଶ୍ରୀ। ତଣ୍ଟି ଚିପିକି ରକ୍ତ ପିଇବା ପରି ଲୋକ ମନୋଜ।
Special report
କେମିତି କେଉଁ କଥା ସଜେଇକି କହିଲେ ଲୋକଙ୍କ ମନକୁ କିଣିହେବ ସେକଥା ତାଙ୍କୁ ଭଲଭାବରେ ଜଣା। ଆଉ ମନୋଜ ମିଶ୍ର ଭଳି କିଛି ଲୋକଙ୍କୁ ଫରକ୍ ପଡେନି ଯେ ସିନେମା କେଉଁଆଡେ ଯାଉଛି। ସେ ନିଜର ଫିଲ୍ମ ପ୍ରମୋସନ ପାଇଁ କେବଳ ଏହି ସବୁ ଜିନିଷ କରୁଥିଲେ ବୋଲି କହିଛନ୍ତି ରୂପଶ୍ରୀ।
ତାଙ୍କୁ କୌଣସି ଫିଲ୍ମକୁ ନେଇ ଆଗକୁ ଯିବାର ନାହିଁ ବୋଲି ରୂପଶ୍ରୀ କହିଛନ୍ତି। ସେମାନେ ଅପେକ୍ଷା କରିଥିଲେ ଯେଉଁଦିନ ସିନେମା ମିଶ୍ରି ରିଲିଜ୍ ହେବ ସେ ମନୋଜ ମିଶ୍ରଙ୍କ ବିଷୟରେ ଆସି କହିବେ ବୋଲି।
Special report
ଆଉ ମନୋଜ ମିଶ୍ର ଜାଣିଛନ୍ତି ଯେ ଯେଉଁଦିନ ମିଶ୍ରି ସିନେମା ରିଲିଜ୍ ହେବ ସେଦିନ ମନୋଜ ମିଶ୍ର ଭଣ୍ଡା ଭାଙ୍ଗିବ ବୋଲି। ଆଉ ମନୋଜ ମିଶ୍ର ରୂପଶ୍ରୀଙ୍କୁ ଏକୁଟିଆ ଡ଼ାକି ନିକଟତର ହେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ରୂପଶ୍ରୀ ମନୋଜ ମିଶ୍ରଙ୍କ କଥାରେ କେବେ ମଧ୍ୟ ରାଜି ହୋଇନଥିଲେ। 
ରୂପଶ୍ରୀଙ୍କୁ ତାଙ୍କ ସହିତ କୌଣସି ମତଲବ ନାହିଁ ସେ କେବଳ ଚାହାନ୍ତି ତାଙ୍କ ସିନେମା ରିଲିଜ୍ ହେବା ପାଇଁ ଦିଅନ୍ତୁ। ଆଉ ତାଙ୍କୁ ଆଗକୁ ବଢିବା ପାଇଁ ଦିଅନ୍ତୁ। କାରଣ ସେ ବହୁତ ପରିଶ୍ରମ କରିଛନ୍ତି ଏହି ସିନେମାରେ। ଜଣେ ସମ୍ବଲପୁର ର ଝିଅ ରୁପଶ୍ରିଙ୍କୁ ମେସେଜ କରିଥିଲେ ବୋଲି ରୁପଶ୍ରି କହିଛନ୍ତି।
Special report
ସେ ଝିଅ କିଏ ହେବ ମୋ ହେରୋଇନ୍ ରେ ଟପ୍ ୧୦ ରେ ଥିଲେ। ସେ ମଧ୍ୟ କହିଛନ୍ତି ଯେ ମନୋଜ ମିଶ୍ରଙ୍କ ପାଇଁ ସେ ମଧ୍ୟ ହାରାସ୍ ହେଇଛନ୍ତି। ସେ ମିଡ଼ିଆ ଆଗରେ ଆସି କହିପାରୁନଥିବା କାରଣ ହେଉଛି କି, ସେ ହେଉଛନ୍ତି ଜଣେ ବିବାହିତା। 
ଏଲିନା ସାମନ୍ତରାୟ ଯେଉଁ ସୋ ରେ ବିଜେତା ହେଇଥିଲେ ସେହି ସୋ ର ଟପ୍ ୧୦ କଣ୍ଟେଷ୍ଟେଡ ତାଙ୍କୁ ମେସେଜ କରିଥିଲେ। ଆଉ ସେ ଝିଅ ମଧ୍ୟ ସମ୍ବଲପୁରର ଝୁଅ।
ଏବଂ ସେ କହିଛନ୍ତି, ଆମକୁ ଆଗକୁ ଓଲିଉଡରେ କାମ ମିଳିନପାରେ ଆମେ ହଜି ଯାଇପାରୁ ଇଣ୍ଡଷ୍ଟ୍ରୀରୁ କିନ୍ତୁ କିଛି ଫରକ୍ ପଡେନି କାରଣ ସତ ସାମ୍ନାକୁ ଆସିବା ଦରକାର। ମନୋଜ ମିଶ୍ରଙ୍କ ପରି ଅନେକ ଲୋକ ମୁଖା ପିନ୍ଧି ବସିଛନ୍ତି ଓଲିଉଡରେ ସମୟ ଆସିଲେ ସମସ୍ତଙ୍କ ନାଁ ସାମ୍ନାକୁ ଆସିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.