Movie prime

ନଦୀରେ ଭାସିଗଲା ଝିଅ ଝିଅ ମୁଣ୍ଡ ପିଟି ପିଟି କାନ୍ଦୁଛି ବାପା ଦେଖନ୍ତୁ ଏହି ଦୃଶ୍ୟ ଆଖିରୁ ଲୁହ ଆସିଯିବ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ଜାଣିବାକୁ ପାଇବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କିଛି କଥା ଆସିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଆପଣମାନେ ଦେଖିପାରିବେ । ଏହି ଖବର ହେଉଛି ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ ।
ଆଉ ସେଥିରୁ ଜଣେ ସାଙ୍ଗ ଭାସି ଯାଇଛି । ଏହି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ନଦୀ କୂଳରେ ବସି ଝିଅର ବାପା ଜଣକ କାନ୍ଦୁଛନ୍ତି । ସେ ଜାଣିଛନ୍ତି ତାଙ୍କ ଝିଅ ଆଉ ଫେରିବେ ନାହିଁ କିନ୍ତୁ ସେ ନଦୀ କୂଳରେ ବସି ଆଖିରୁ ଲୁହ ଗଡ଼ାଇ ଚାଲିଛନ୍ତି ।
ଏହି ବାପା ଜଣକ ଝିଅର ଆସିବା ବାଟକୁ ଅପେକ୍ଷା କରି ରହିଛନ୍ତି । ଏହି ଝିଅଟି ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛି । ଆଉ ଏହି ଝିଅଟି କେଉଁ ଆଡ଼େ ଭାସି ଯାଇଛି ତାହା ଜଣାପଡ଼ି ନାହିଁ ।
Special report
ଏହି ଘଟଣା ଘଟିଛି ଯୋଡାବାଲି ଗ୍ରାମର ସଲବଡି ନଦୀରେ । ଆଜି ଅପରାହ୍ନରେ ଏହି ଘଟଣା ଘଟିଛି । ଦୁଇଜଣ ସାଙ୍ଗ ଏହି ନଦୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କର ଝିଅମାନେ ଦୀର୍ଘ ସମୟ ଧରି ଗାଧୋଇବାକୁ ନଦୀକୁ ଯାଇଥିଲେ ।
ଆଉ ସେମାନେ ସେଠାରୁ ଫେରି ନଥିଲେ । ଦେଖିଲା ବେଳକୁ ଏହି ପିଲାମାନେ ଭାସି ଯାଇଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଘଟଣା ଘଟିବା ପରେ ସଂଗେସଂଗେ ଦମକଳ ବାହିନୀକୁ ଫୋନ କରିଥିଲେ ଗ୍ରାମବାସୀ ।
ଅଗ୍ନିଶମ ବାହୀନି ଆସି ଘଟଣା ସ୍ଥଳରେ ଖୋଜିବା ପରେ ଗୋଟିଏ ଝିଅକୁ ପାଇଥିଲେ । ଆଉ ଗୋଟିଏ ଝିଅକୁ ପାଇ ନଥିଲେ ଅଗ୍ନିଶମ ବିଭାଗ । ଜୀବିତ ମିଳିଥିବା ଯୁବତୀ ଜଣକ ହେଉଛନ୍ତି ଆଲୋଡ଼ି ଖାଉଟିଆ । ଚାନ୍ଦିନୀ ମଲିକ ନିଖୋଜ ଅଛନ୍ତି । ଆଉ ତାଙ୍କୁ ଖୋଜୁଛନ୍ତି ।
ଛଅ ଜଣ ଝିଅ ଗାଧୋଇବାକୁ ନଦୀକୁ ଯାଇଥିଲେ । ହଠାତ୍ ନଦୀରେ ମାଡ଼ି ଆସିଥିଲା ପ୍ରଖର ପାଣି । ଜଣେ ପରେ ଜଣେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣ ଯୁବତୀ ଅନ୍ୟ ଅନ୍ୟ କୂଳରେ ଲାଗି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଅଛନ୍ତି । ଏବେ ଏହି ଖବର ଚର୍ଚ୍ଚାରେ ଅଛି ।