Movie prime

ମୂଷା ଜୟ ଜଗନ୍ନାଥ କହୁଥିବା ଟ୍ରୋଲ ଘଟଣାରେ ମୁଁହ ଖୋଲିଲେ ଭାଇରାଲ ହେଇଥିବା ଯୁବତୀଙ୍କ ଭଉଣୀ ଦେଖନ୍ତୁ କାନ୍ଦି କାନ୍ଦି କଣ କହିଲେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲିର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଳାପର ଭିଡ଼ିଓ ସବୁ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ । 
Special Report
ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରେ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚାରର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରିନଥାଏ। 
ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ଏପରି କିଛି ଦେଖିବାକୁ ମିଳିଥିଲା ଯେ ମୂଷା କହୁଥିଲା ଜୟ ଜଗନ୍ନାଥ। ଜଗା ଦର୍ଶନ ପାଇଁ ଜଣେ ମହିଳା ଦୁଇ ମୂଷାଙ୍କୁ ଧରି ଆସିଥିଲେ। ସିଂହଦ୍ୱାରରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିଲେ ମୂଷା ଦୁଇଟି।
Special Report
ଏହି ଦୃଶ୍ୟ ଦେଖିଲେ କାହାରିକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। ତେବେ ଏହି ମୂଷା କହୁଥିବାକୁ ନେଇ ଏକ ବିଶୃଙ୍ଖଳା ସୃଷ୍ଟି ହୋଇଛି। କିନ୍ତୁ ପରେ ଯେତେବେଳେ ସେ ଉକ୍ତ ଭିଡ଼ିଓଟିକୁ ଭଲ ଭାବରେ ବିଶ୍ଳେଷଣ କରି ଦେଖି ଜାଣିଲେ ଯେ ସେମିତି କିଛିବି ନାହିଁ। 
ପ୍ରତ୍ୟେକ ଜୀବଙ୍କର ଏକ କଥା କହିବା ଶୈଳୀ ଥାଏ। ଦେଖିବାକୁ ଗଲେ ମହିଳା ଜଣଙ୍କ ଯାହା ପ୍ରଶ୍ନ ପଚାରୁଥିଲେ ତାର ଉତ୍ତର ମଧ୍ୟ ସେ ନିଜେ ଦେଉଥିଲେ। ଦେଖିବାକୁ ଗଲେ ସେ କିଛି ଭି କହୁନି।
Special Report
ଆଉ ଭଲ ଭାବରେ ନୋଟିସ୍ କଲେ ଜାଣି ପାରିବେ ଯେ ମୂଷା ଉପରେ ଏକ ସ୍ୱେଟର ପିନ୍ଧାଯାଇଛି। ଆଉ ମହିଳା ଜଣକ ଯେଉଁ ଧରିଥିଲେ ତାର ଆଙ୍ଗୁଳିରେ ମୂଷାକୁ କେଞ୍ଚୁଥିଲେ। 
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଜଣେ ମହିଳା ଉକ୍ତ ଯୁବତୀଙ୍କୁ ନିଜର ଧରାମ ଭଉଣୀ ବୋଲି କହୁଛନ୍ତି। ଆଉ ମହିଳା ଜଣକ କହିଛନ୍ତି ତାଙ୍କ ଭଉଣୀକୁ କିଛି କୁହନ୍ତୁ ନାହିଁ।
ତାଙ୍କ ଭଉଣୀ ବହୁ କଷ୍ଟରେ ମୂଷା ଦୁଇଟିକୁ ଜୟ ଜଗନ୍ନାଥ କହିବା ଶିଖାଇଛନ୍ତି। ଆଉ ମହିଳା ଜଣକ ମଧ୍ୟ ଗୋଟିଏ ମାଙ୍କଡ ରଖିଛନ୍ତି। ସେ ତାଙ୍କ ମାଙ୍କଡ କୁ ତିରୁପତି ନେବେ ଚୁଟି ପକେଇବା ପାଇଁ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.