Movie prime

କେତେ ଖୁସି ରେ ସେ ମୁସଲିମ ଟୋକାକୁ ମୁ ଲଭ୍ କଲି..ମତେ ଜ-ବ-ର-ଦ-ସ୍ତି ଗୋ ମାଂସ ଖୁଆଇଲା...

 
Ty
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭିଡିଓଟିରେ ଦେଖୁଥିବା ମହିଳା ଜଣକ ନାଁ ହେଉଛି ରୋଜିନା ଖାତୁଲ। ଏହି କିଛି ବର୍ଷ ତଳେ ରୋଜି ଜଣେ ଯୁବକଙ୍କୁ ପ୍ରେମ କରି ଵିଵାହ କରିଥିଲେ। ଏମିତି କି ଯୁବକ ଜଣକ ଯୁବତୀଙ୍କ ସହିତ ଏକାଠି ରହୁଥିଲେ।
ସବୁ ଝିଅଙ୍କ ପରି ରୋଜି ମଧ୍ୟ ତାଙ୍କର ସୁନାର ସଂସାର ଗଢିବାର ସ୍ବପ୍ନ ଦେଖିଥିଲେ ସବୁକିଛି ଠିକ ଚାଲିଥିଲା। ଆଉ ବାହାଘରର କିଛି ମାସ ପରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ରୋଜିଙ୍କର ପୁଅ ହେବାର ତିନିମାସ ପରେ ତାଙ୍କ ନିଜ ସ୍ଵାମୀ ତାଙ୍କୁ ନିଜ ଘରକୁ ନେଇ ଯିବେ ବୋଲି କହିଥିଲେ। 
Gh
ସ୍ବାମୀ ମୁହଁରୁ ଏକଥା ଶୁଣି ରୋଜି ମଧ୍ୟ ଶାଶୂଘରକୁ ଯିବା ପାଇଁ ବେଶ ଖୁସି ହୋଇଯାଇଥିଲେ। ପ୍ରେମ କରି ବିବାହ କରିବା ପରେ ଆଜି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଇଛନ୍ତି ମହିଳା ଜଣକ। ଯାଜପୁର ରୋଡ ଅଞ୍ଚଳରେ ମୁସେଦା ବାଦ୍ ଅଞ୍ଚଳର ସଲେମାନ ସେଖେ ନାମକ ଜଣେ ଯୁବକଙ୍କ ନାଁରେ ଏଭଳି ଅଭିଯୋଗ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ସଲେମା ନିଜ ନାଁ ବଦଳାଇ ଦେଇଥିଲେ। ବିଶ୍ବାସ କରି ଭଦ୍ରକ ଅଞ୍ଚଳର ରୋଜି ନାୟକଙ୍କୁ ପ୍ରେମ ଜାଲରେ ଫସାଇ ଭାରତମାତା ମନ୍ଦିର ଭଦ୍ରକରେ ଵିଵାହ କରିଥିଲେ। 
Vb
କିଛିଦିନ ଯାଜପୁର ରୋଡ ଅଞ୍ଚଳରେ ମହିଳା ଜଣଙ୍କୁ ରଖିବା ପରେ ନିଜ ଗାଁକୁ ବୁଲେଇ ନେବାକୁ କହି ନେଇଯାଇଥିଲେ ସ୍ବାମୀ। ଆଉ ଗାଁରେ ପହଞ୍ଚିବା ପରେ ଝିଅଟି ଜାଣିବାକୁ ପାଇଥିଲେ ଯେ ସେ ଯାହାକୁ ନିଶ୍ବାସ କରି ବାହା ହୋଇଥିଲେ ସେହି ଯୁବକ ଜଣକ ଧୋକା ଦେଇଛି।
ନିଜ ଧର୍ମର ଭାବି ଯୁବତୀ ଜଣକ ଯୁବକର ହାତ ଧରିଥିବା ବେଳେ ଏବେ ସେହି ଯୁବକ ଅନ୍ୟ ଧର୍ମର ବୋଲି ଜାଣିବାକୁ ପାଇଥିଲେ। ଏମିତି ତାଙ୍କ ସ୍ବାମୀ ପୂର୍ବରୁ ବିବାହିତ ଥିବା ସହିତ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲା। 
ଏହି ସମସ୍ତ ଘଟଣା ଜାଣିବା ପରେ ରୋଜି ତାଙ୍କ ଗାଁକୁ ଫେରିବାକୁ କହିବା ବେଳେ ଯୁବକଙ୍କ ଘର ଲୋକେ ମାରପିଟ କରିବା ସହିତ ନି-ର୍ଯା-ତ-ନା ମଧ୍ୟ ଦେଇଥିଲେ। ଏହା ପରେ ଯୁବକ ଜଣଙ୍କ କିଛିଦିନ ପରେ ରୋଜିଙ୍କ ନା କୁ ବଦଳାଇ ଏକ ନୂଆ ଆଧାର କାର୍ଡ ବନେଇ ଦେଇଥିଲେ। ଆଉ ଯୁବକ ଜଣକ ରୋଜି ଗୋ ମାଂସ ଖାଇବାକୁ ମଧ୍ୟ ବାଧ୍ୟ କରିଥିଲେ।
କିନ୍ତୁ ରୋଜି ତାଙ୍କ କଥାକୁ ନଶୁଣିବାରୁ ତାଙ୍କୁ ଶା-ରୀ-ରି-କ ନି-ର୍ଯା-ତ-ନା ଦେଇଥିଲେ। ରୋଜି କିଛିଦିନ ପରେ କୌଶଳ କ୍ରମେ ମୁସେଦାବାଦରୁ ଖସିଆସି ଭଦ୍ରକସ୍ଥିତ ନିଜ ମାମୁ ଘରେ ରହୁଥିଲେ। ଯାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁରା ଘଟଣା ସାମ୍ନାକୁ ଆସିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.