Movie prime

ମୋ ଝିଅ ତରଙ୍ଗ ଟିଭିରେ ହିରୋଇନ୍ ହେଇଥାନ୍ତା..ତାକୁ ଏତେ କଲବଲ କରି ମା-ରି-ଦେ-ଲା ଲୋ..

 
Bh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ କାହାକୁ ବିଶ୍ଵାସ କରିବା ଠିକ୍ ନୁହେଁ।ନିଜ ସାଙ୍ଗ ହେଉ କି ଯିଏ ହେଉ।ସେମାନେ ନିଜ ସ୍ବାର୍ଥ ପାଇଁ ଏପରି କିଛି କରି ଦେବେ ଯାହାକୁ ଆପଣ ମାନେ କେବେ ବି ବିଶ୍ଵାସ କରି ପାରିବେ ନାହିଁ।
ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ପୁଅ ବେଶ ରେ ସଜେଇ ହୋଇ ଗୋଟିଏ ଝିଅ ଅନ୍ୟ ଏକ ଝିଅ କୁ ମାରି ଦେଇଚି।ଏ ନେଇ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hh
ସୂଚନା ଅନୁସାରେ ସୁମିତ୍ରା ନାମକ ଝିଅ ଟି ସବୁବେଳେ ପୁଅ ବେଶ ରେ ସଜେଇ ହୋଇ ରହୁଥିଲା।ଚାଲିଚଳନ ବ୍ୟବହାର ସବୁ କିଛି ପୁଅ ଭଳି ଥିଲା।ଲୋକ ମାନେ ମଧ୍ୟ କହୁଥିଲେ ସେ ପୁଅ।ଅନ୍ୟ ପଟେ ବିଷ୍ଣୁପ୍ରିୟା ଥିଲେ ସମ୍ପୂର୍ଣ୍ଣ ଅଲଗା।ସେ ଥିଲେ ଝିଅ।ସେ ଦେଖିବାକୁ ବହୁତ ସୁନ୍ଦର।
ରଜ ସୁନ୍ଦରୀ କାର୍ଯ୍ୟକ୍ରମ ରେ ମଧ୍ୟ ସେ ଅଂଶ ଗ୍ରହଣ କରି ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟିବ। ରଜ ସୁନ୍ଦରୀ କାର୍ଯ୍ୟକ୍ରମ ରେ ଅଧା ରୁ କଟି ଯାଇ ଥିଲେ।ଏହା ପରେ ସେ ତରଙ୍ଗ ଚ୍ୟାନେଲ ରେ ହିରୋଇନ୍ ହେବାର ଥିଲା।
ହେଲେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଗଲା। ହଟାତ ଦିନେ ବିଷ୍ଣୁପ୍ରିୟା ଙ୍କ ଘର କୁ ଫୋନ୍ କରିଥିଲେ ସସ୍ମିତା।ସସ୍ମିତା ଓ ବିଷ୍ଣୁପ୍ରିୟା ଭଲ ସାଙ୍ଗ ଥିଲେ।ସେ ଫୋନ୍ ରେ କହିଥିଲେ କି ତମ ଝିଅ ଆଉ ନାହିଁ।ତମେ ଜଲଦି ଆସ।
Hj
ଏ କଥା ତାଙ୍କ କରିବାର ଲୋକେ ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇ ଥିଲା।ନିଜକୁ ସମ୍ଭାଳି ପାରି ନ ଥିଲେ ପରିବାର ଲୋକେ।ସେମାନେ ସଙ୍ଗେ ସଙ୍ଗେ ଯାଇ ଦେଖିଲା ବେଳ କୁ ବିଷ୍ଣୁ ପ୍ରିୟା ଦଉଡ଼ି ରେ ଝୁଲି ଛନ୍ତି।
ତାଙ୍କ ପାଦ ଭୂମି ରେ ଲାଗି ଥିଲେ।ଏହା ପରେ ସମସ୍ତଙ୍କ ସନ୍ଦେହ ହୋଇ ଥିଲା।ତାଙ୍କ ପରିବାର ଲୋକ ଙ୍କ କହିବା ଅନୁଯାୟୀ ବିଷ୍ଣୁପ୍ରିୟା ଙ୍କୁ ସସ୍ମିତା ମାରି ଦେଇଚି।ସେ ହିଁ ତାକୁ ସବୁବେଳେ ହଇରାଣ କରୁ ଥିଲା।
ତେବେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା କେବେ ତାଙ୍କୁ ନ୍ୟାୟ ମିଳୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.