Movie prime

ମୋ ରୋମିଓ ସ୍ବାମୀ ମତେ ଛାଡ଼ି..ସେ ଝିଅ କୁ ଧରି ଶୋଉଚି..

 
Gh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜଣେ ମହିଳା ଙ୍କ ର ତିନୋଟି ଛୁଆ ଥିଲେ। ତଥାପି ସ୍ବାମୀ ସନ୍ତୁଷ୍ଟ ହେଲାନାହିଁ।
ସୁନ୍ଦରୀ ସ୍ତ୍ରୀ ଙ୍କୁ ଛାଡି ଦେଇ ସ୍ବାମୀ ଆଉ ଜଣଙ୍କୁ ବାହା ହୋଇ ଗଲେ।ବର୍ତମାନ ତିନି ଛୁଆ ଙ୍କୁ ଧରି ଥାନା ଆଗରେ ମହିଳା ଜଣଙ୍କ ଛିଡ଼ା ହୋଇଛନ୍ତି।ଆଉ କାନ୍ଦି କାନ୍ଦି କହୁଛନ୍ତି ତାଙ୍କ ସ୍ଵାମୀ ଛାଡ଼ି ଦେଇ ଆଉ କାହାକୁ ବାହା ହୋଇ ଯାଇଛନ୍ତି।
Hh
ବ୍ୟକ୍ତି ଜଣଙ୍କ ଆଉ ଜଣେ ମହିଳା ଙ୍କୁ ବାହା ହୋଇ ତାଙ୍କୁ ଘରକୁ ଆଣିଛନ୍ତି।ମହିଳାଙ୍କ ନାମ ହେଉଛି ପିଙ୍କି ସିଂହ।ଆଉ ପିଙ୍କି ୧୯ ବର୍ଷ ତଳେ ଆଲୋକ ସିଂହ ନାମକ ଯୁବକ ଙ୍କୁ ବିବାହ କରିଥିଲେ।
ବାହାଘର ର ପ୍ରଥମେ ପ୍ରଥମେ ସବୁକିଛି ଠିକ୍ ଠାକ୍ ଚାଲିଥିଲା।ଆଉ ଦେଖୁ ଦେଖୁ ଆଲୋକ ଆଉ ପିଙ୍କି ଙ୍କ ତିନୋଟି ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା।କିନ୍ତୁ ପରେ ଆଲୋକ ଙ୍କୁ ପ୍ରଥମ ସ୍ତ୍ରୀ ପିଙ୍କି ଙ୍କ ପ୍ରତି ଭଲ ପାଇବା କମି ଯାଇଥିଲା।
Hy
ପ୍ରତିଟି କଥା ରେ ଆଲୋକ ପିଙ୍କି ଙ୍କୁ ହାତ ଉଠେଇବା,ମାରିବା ସହିତ ତାଙ୍କୁ ନି-ର୍ଯା-ତ-ନା ଦେବା ମଧ୍ୟ ଆରମ୍ଭ କରିଥିଲେ।କିନ୍ତୁ ୧୦ ଦିନ ତଳେ ଘରେ ପିଙ୍କି ଥାଉ ଥାଉ,ତିନୋଟି ଛୁଆ ଥାଉ ଥାଉ ଆଲୋକ ଆଉ ଜଣେ ମହିଳାଙ୍କୁ ବିବାହ କରି ଘର କୁ ଆଣିଛନ୍ତି।
ଆଉ ଯାହାକୁ ନେଇ ପ୍ରଥମ ସ୍ତ୍ରୀ ପିଙ୍କି ତିନି ଜଣ ଛୁଆ ଙ୍କୁ ଧରି ଆଉ ତାଙ୍କ ମା ଙ୍କୁ ଧରି ଥାନା ରେ ଅଭିଯୋଗ କରିବା ପାଇଁ ଆସିଛନ୍ତି।ଏଭଳି ଏକ ଦୃଶ୍ୟ ଜଗତସିଂହପୁର ଜିଲ୍ଲାର ସୀହଁର ପୁର ଅଞ୍ଚଳ ରେ ଦେଖିବାକୁ ମିଳିଛି।
ପୂର୍ବରୁ ସ୍ଵାମୀଙ୍କ ନି-ର୍ଯା-ତ-ନା ମୁଣ୍ଡ ପାତି ସବୁକିଛି ସହି ଯାଉଥିଲା ସ୍ତ୍ରୀ ପିଙ୍କି।ହେଲେ ସ୍ବାମୀ ଯେତେବେଳେ ବିବାହ କରି ଦ୍ୱିତୀୟ ସ୍ତ୍ରୀ ଙ୍କୁ ଘର କୁ ଆଣିଛନ୍ତି ଶେଷ ରେ ନ୍ୟାୟ ପାଇଁ ପ୍ରଥମ ସ୍ତ୍ରୀ ଥାନା ର ଦ୍ବାରସ୍ଥ ହୋଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.