Movie prime

ଘରେ କେହି ନଥିବା ବେଳେ ନବ ବିବାହିତା ଯୁବତୀ କୁ ଚା ରେ ନିଶା ଦେଇ ବେହୋଶ ଅବସ୍ଥା ରେ ଖରାପ କାମ କଲା ଘର ଚାକର

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ରାଜସ୍ଥାନ ର ଢୋଲପୁର ଠାରେ ଘଟିଛି ଏପରି ଏକ ଘଟଣା ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ସେଠାରେ ଜଣେ ମହିଳା ଙ୍କୁ ତାଙ୍କ ସଂପର୍କୀୟ ଦିଅର ଦୁଷ୍କର୍ମ କରିଛି।
Special report
ମହିଳା ଜଣକ ନିଜ ସ୍ଵାମୀ ଙ୍କ ସହିତ ବହୁତ ହସ ଖୁସି ରେ ଥିଲେ।ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି।କିନ୍ତୁ ଜଣେ ସମ୍ପର୍କୀୟ ଦିଅର ତାଙ୍କ ସହିତ ଏପରି କିଛି କରିଦେଲେ ।ଯେଉଁଥିପାଇଁ ସେ କାହାକୁ ମୁହଁ ଦେଖାଇ ପାରୁ ନାହାନ୍ତି। ଏବଂ ସେହି ଦିଅର ଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଲୋକ ମାନେ ଦାବି କରିଛନ୍ତି।
ସୂଚନା ଅନୁସାରେ ରାଜସ୍ଥାନ ର ଢୋଲପୁର ଜିଲ୍ଲାରେ ଜଣେ ମହିଳା ଗତ କିଛି ବର୍ଷ ତଳେ ବିବାହ କରିଥିଲେ।ବିବାହ ପରେ ସେ ନିଜ ସ୍ଵାମୀ ଙ୍କ ସହିତ ବହୁତ ହସ ଖୁସି ରେ ରହିଥିଲେ।ହଟାତ ମହିଳା ଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲା।ତାଙ୍କ ପେଟ ରେ ପଥର ହୋଇ ଥିଲା।
Special report
ସେହି ସମୟରେ ତାଙ୍କ ସ୍ବାମୀ ଙ୍କ ଦେହ ଅସୁସ୍ଥ ଥିବାରୁ ସେ ନିଜ ପିଉସୀ ପୁଅ ଓ ଘର ପାଖ ଭାଇ ଙ୍କ ହାତ ରେ ନିଜ ସ୍ତ୍ରୀ କୁ ହସ୍ପିଟାଲ୍ କୁ ପଠାଇ ଥିଲେ।ସେ ଜାଣି ନ ଥିଲେ ତାଙ୍କ ଭାଇ ଜଣେ ରାକ୍ଷସ। ଯିଏକି ନିଜ ଇଚ୍ଛା ପୂରଣ କରିବାକୁ ଯାଇ ନିଜ ମା ପରୀ ଭାଉଜ ଙ୍କ ସହିତ ସମ୍ପର୍କ ରଖିଲେ।
ଅଭିଯୁକ୍ତ ଜଣକ ଭାଉଜ ଙ୍କ ନେଇ ନିକଟସ୍ଥ ଏକ ପାହାଡ ନିକଟରେ ପହଞ୍ଚିଲେ।ସେଠାରେ ଭାଉଜ ଙ୍କୁ ଜୋର୍ ଜବରଦସ୍ତି କରି ବ-ଳା-ତ୍କା-ର କଲେ।ମହିଳା ଜଣକ ଯେତେ ମନା କରିଥିଲେ ବି ଶୁଣି ନ ଥିଲେ ସେ।ସେ ବାରମ୍ବାର ତାଙ୍କୁ ଦୁ-ଷ୍କ-ର୍ମ କରି ଚାଲି ଥିଲେ।
ଓ ଏହା ପରେ ଭାଉଜ ଙ୍କ ଫୋନ୍ କୁ ଛଡାଇ ଆଣି ଥିଲେ।ତାଙ୍କୁ ମାଡ ମଧ୍ୟ ମାରି ଥିଲେ।ଏ କଥା କାହାରିକୁ ନ କହିବା ପାଇଁ ଧମକାଇ ଥିଲେ।ତା ପରେ ସେ ସ୍ଥାନ ଛାଡ଼ି ଅଭିଯୁକ୍ତ ଦିଅର ଫେରାର ହୋଇ ଯାଇଥିଲେ।ମହିଳା ଙ୍କ ଫୋନ୍ କୁ ନେଇ ଯାଇଥିଲେ।
ମହିଳା ଜଣକ ଚାଲି ଚାଲି ଘରେ ଆସି ପହଁଚିଲେ।ଓ ନିଜ ସ୍ଵାମୀ ଙ୍କୁ ସବୁ କଥା ଜଣାଇଲେ।ଏହା ପରେ ସ୍ଵାମୀ ସ୍ତ୍ରୀ ଦୁହେଁ ନିକଟସ୍ଥ ଥାନା ରେ ଅଭିଯୋଗ କଲେ।ଏବେ ପୋଲିସ ଘଟଣା ବିଷୟ ରେ ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ସେହି ଅଭିଯୁକ୍ତ ଦିଅରଙ୍କୁ ଗିରଫ କରା ଯିବ ବୋଲି କୁହା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.